କ୍ରିକେଟ ଦୁନିଆର ଏମାନେ ହେଲେ ୪ ଜଣ ବାପ – ପୁଅ ଯୋଡି, ଜଣେ ଫ୍ଲପ ତ ଅନ୍ୟ ଜଣେ ହିଟ, ଦେଖନ୍ତୁ

ଦୁନିଆର ସମସ୍ତ ପିତା ଚାହାନ୍ତି କି ତାଙ୍କର ପୁଅ ତାଙ୍କର ହିଁ ଚଲା ପଥରେ ଚାଲୁ । କିନ୍ତୁ କିଛି ପୁଅ ନିଜର ପିତାଙ୍କ ବିରୁଦ୍ଧରେ ଯାଇ ଦ୍ଵିତୀୟ ପ୍ରୋଫେଶନ ବାଛିଥାନ୍ତି । ଯେଉଁ ପିତା ମାନେ ଯେଉଁ ଫୀଲ୍ଡରେ ଥାନ୍ତି ସେମାନେ ଚାହାନ୍ତି କି ତାଙ୍କର ପୁଅମାନେ ବି ସେହି ଫୀଲ୍ଡରେ ଆସି ଯାଅନ୍ତୁ । କିନ୍ତୁ ଦୁନିଆର କିଛି ପୁଅ ଏମିତି ବି ଅଛନ୍ତି ଯେଉଁମାନେ ନିଜ ପିତାଙ୍କର ପ୍ରୋଫେଶନର ତ ଆସି ଯାନ୍ତି କିନ୍ତୁ କିଛି ସଫଳ ହୁଅନ୍ତି ତ କିଛି ଅସଫଳ ହୁଅନ୍ତି । କ୍ରିକେଟ ଦୁନିଆରରେ ଏମିତି ହିଁ ୪ ଜଣ ପିତା – ପୁତ୍ରଙ୍କର ଯୋଡି ଅଛି ।

କ୍ରିକେଟ ଦୁନିଆରେ ଏହି ୪ ପିତା – ପୁତ୍ର ଯୋଡି

ଜନୀ ବେୟରସ୍ଟୋ ଓ ଡେବିଡ ବେୟରସ୍ଟୋ

ଇଂଲଣ୍ଡର ଭଲ ଓପନର ବ୍ୟାଟସମ୍ୟାନ ଜନୀ ବେୟରସ୍ଟୋଙ୍କର ନାମ ଦୁନିଆର ସବୁଠୁ ଭଲ ଖେଳାଳିମାନଙ୍କ ମଧ୍ୟରେ ଆସିଥାଏ । ବେୟରସ୍ଟୋ ୫ ହଜାରରୁ ବି ଅଧିକ ରନ କରିଛନ୍ତି । କିନ୍ତୁ ତାଙ୍କ ପିତା ଡେବିଡ ବେୟରସ୍ଟୋ ସେତିକି ସଫଳ ରହି ନ ଥିଲେ କାରଣ ଡେବିଡ ଟିମ ପାଇଁ କେବଳ ୫ଟି ଟେଷ୍ଟ ମ୍ୟାଚ ହିଁ ଖେଳିଥିଲେ ।

ସ୍ଟୁଅର୍ଟ ବ୍ରଡ ଓ କ୍ରିସ ବ୍ରଡ

ସ୍ଟୁଅର୍ଟ ବ୍ରଡ ୪ ହଜାର ରନରୁ ବି ଅଧିକ ରନ କରିଛନ୍ତି । ଏହା ସହିତ ୫୦୦ ରୁ ଅଧିକ ୱିକେଟ ବି ନେଇଛନ୍ତି । ତାଙ୍କର ପିତା କ୍ରିସ ବ୍ରଡ କିନ୍ତୁ ସେତିକି ସଫଳ ହୋଇ ନ ଥିଲେ, ସେ ଇଂଲଣ୍ଡ ପାଇଁ ମାତ୍ର ୨୫ ଟି ଟେସ୍ଟ ଓ ୩୪ଟି ୱାଣ୍ଡେ ଖେଲିଛନ୍ତି ।

ରୋହନ ଗାବସ୍କର ଓ ସୁନୀଲ ଗାବସ୍କର

ସୁନୀଲ ଗାବସ୍କର ଭାରତର ସବୁଠୁ ପପୁଳାର ଓ ସଫଳ ଟେସ୍ଟ କ୍ରିକେଟର ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ ନାମରେ ଟେସ୍ଟରେ ୩୪ଟି ଶତକ ଓ ୧୦ ହଜାର ରନରୁ ବି ଅଧିକ ରନ ଦର୍ଜ ଅଛି । ଅନ୍ୟ ପଟେ ତାଙ୍କର ପୁଅ ରୋହନ ଟିମ ଇଣ୍ଡିଆ ତରଫରୁ ୧୧ଟି ୱାଣ୍ଡେ ଖେଲିଛନ୍ତି ଓ କହିବାକୁ ଗଲେ ରୋହନ ଗାବସ୍କର କ୍ରିକେଟ ଜଗତରେ ଫ୍ଲପ ପ୍ରମାଣିତ ହୋଇଥିଲେ ।

ଯୁବରାଜ ସିଂହ ଓ ଯୋଗରାଜ ସିଂହ

ଭାରତୀୟ କ୍ରିକେଟ ଟିମର ଅଲରାଂଉଡର ପ୍ଲେୟର ଯୁବରାଜ ସିଂହ ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଅଂସ ରହିଛନ୍ତି । ୟୁବରାଜଙ୍କ ନାମରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବହୁତ ରେକର୍ଡ ଦର୍ଜ ଅଛି ଓ ଅନ୍ୟ ପଟେ ଯଦି ତାଙ୍କ ପିତାଙ୍କର କଥା କୁହାଯାଏ ତେବେ ତାଙ୍କ ପିତା ସେତିକି ସଫଳ କ୍ରିକେଟର ରହି ନ ଥିଲେ । କିନ୍ତୁ ତଥାପି ବି ସେ ସ୍ଟେଟ ଲେବୁଲରେ ଖେଳିଛନ୍ତି । ସେ କେବଳ ଗୋଟିଏ ଟେସ୍ଟ ଓ ୬ଟି ୱାଣ୍ଡେ ଖେଳିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।