କୋଭିଡ ନିୟମ ଉଲ୍ଲଂଘନ କରି ଭସାଣିରେ କଲେ ପ୍ରୋସେସନ, କରିଲେ ଏମିତି ହଙ୍ଗାମା, ଦେଖନ୍ତୁ Video

ଗତ ଏକ ବର୍ଷ ଧରି କରୋନା ମହାମାରୀକୁ ନଜରରେ ରଖି ସମଗ୍ର ଦେଶରେ ତଥା ରାଜ୍ୟରେ ଅନେକ ପ୍ରକାର କ-ଟ-କ-ଣା ଲଗାଇଛନ୍ତି ସରକାର । ଜନଗହଳି ନହେବା ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖାଯିବା ସହ ପୂଜାପର୍ବାଣିରେ ମଧ୍ୟ କ-ଟ-କ-ଣା ଲଗାଯାଇଛି । ପୂଜା ମଣ୍ଡପରେ ଭକ୍ତଙ୍କ ଭିଡକୁ ବାରଣ କରାଯିବା ସହ ଭସାଣି କରାଯିବ ନାହିଁ ବୋଲି ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏତେ ସବୁ କ-ଟ-କ-ଣା ସତ୍ତ୍ୱେ ବର୍ତ୍ତମାନ ଗଣେଶ ଭସାଣି ସମୟର ଏକ ଭି-ଡି-ଓ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।

ସମସ୍ତ ନିୟମକୁ ଉ-ଲ୍ଲଂ-ଘ-ନ କରି ବିଚ୍ ରାସ୍ତାରେ ଗଣେଶଙ୍କ ମୂର୍ତ୍ତି ଆଗରେ ନାଚୁଛନ୍ତି ପିଲାମାନେ । ସେ ବି ରାଜଧାନୀ ଭୁବନେଶ୍ଵରରେ । ଘଟଣାଟି ରାଜଧାନୀର ବାପୁଜୀନଗରର ବୋଲି ସୂଚନା ମିଳିଛି । ସମସ୍ତ କୋଭିଡ କ-ଟ-କ-ଣା-କୁ ବେ-ଖା-ତି-ର କରି ଗଣେଶଙ୍କୁ ଭସାଣି କରି ରାସ୍ତାରେ ଡ଼ିଜେ ବଜେଇ ମ-ତୁ-ଆ-ଲା ହୋଇ ସମସ୍ତେ ଡାନ୍ସ କରୁଛନ୍ତି । ସରକାରୀ ଭସାଣି ଇତ୍ୟାଦିକୁ ମନା କରିବା ସତ୍ତ୍ୱେ ରାଜଧାନୀରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉ-ଲ୍ଲଂ-ଘ-ନ କରିବା ନିହାତି ଭାବେ ଅ-ପ-ମା-ନ-ଜ-ନ-କ ଅଟେ ।

ସରକାର ପ୍ରେସ ମିଟ୍ କରି ପ୍ରେସ ରିଲିଜ କାଢିକି ଆଇନ କରିବେ ଆଉ ଏମାନେ ଡ଼ିଜେ ବଜେଇ ନାଚି ନାଚି ଏହାକୁ ଭାଙ୍ଗିବେ । ଓଟିଭିର ନ୍ଯୁଜ ଫ୍ୟୁଜ କାର୍ଯ୍ୟକ୍ରମରେ ଏହି ଭ-ସା-ଣି କରି ନିୟମ ଉ-ଲ୍ଲଂ-ଘ-ନ ଦୃଶ୍ୟ ପ୍ରସାରିତ ହେବା ପରେ ଚାରିଆଡେ ଏନେଇ ଚର୍ଚ୍ଚା ଚାଲିଛି । ଭଗବାନ ଗଣେଶଙ୍କୁ ସେମିତି ଶୁଖିଲାରେ ବିସର୍ଜନ କରିଦେଲେ ତାଙ୍କୁ ହୁଏତ ଖରାପ ଲାଗିବ ବୋଲି ବାପୁଜୀନଗର ପିଲାମାନେ ତାଙ୍କ ପାଇଁ ସ୍ପେଶାଲ ବନ୍ଦୋବସ୍ତ କରୁଛନ୍ତି ।

ଏଭଳି ସମୟରେ କ-ଟ-କ-ଣା ସତ୍ତ୍ୱେ ନିୟମ ନ ମାନି ଭସାଣି କରିବା, ରାସ୍ତାରେ ଗହଳି କରିବା, ମାସ୍କ ନ ପିନ୍ଧି ଭିଡ ଭିତରେ ନାଚିବା ନିହାତି ଭାବେ ଚିନ୍ତାର ବିଷୟ ଅଟେ । ଏମିତି ଯଦି ସମସ୍ତେ ନିୟମ ଉ-ଲ୍ଲଂ-ଘ-ନ କରିବାକୁ ଲାଗିବେ ତୃତୀୟ ଲହର କାୟା ବିସ୍ତାର କରିବାକୁ ଅଧିକ ସମୟ ନେବ ନାହିଁ । ସରକାରଙ୍କ ନିୟମକୁ ରାଜଧାନୀ ରାସ୍ତାରେ ଏପରି ବେ-ଖା-ତି-ର କରିବା ନିହାତି ଭାବେ ଦ-ଣ୍ଡ-ନୀ-ୟ ଅଟେ ।

ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି କ୍ୟାପିଟାଲ ଥା-ନା ଅତି ପାଖରେ ଏହି ସବୁ ହେଉଥିଲେ ମଧ୍ୟ ଏଠାରେ କୌଣସି ପୋଲିସଙ୍କୁ ଦେଖିବାକୁ ମିଳିନାହିଁ । ସତରେ କଣ ସେମାନେ ଏହା ଜାଣି ପରି ନାହାନ୍ତି ବା ଜାଣିଶୁଣି ଚୁପ ବସିଛନ୍ତି ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।