କୋର୍ଟ କହିଲେ ଅଭିଯୁକ୍ତ Gopal ପାଗଳ ନୁହେଁ, ସେ ପୁରା ହୋସରେ ମନ୍ତ୍ରୀଙ୍କୁ ହ-ତ୍ୟା କରିଛି ! ଦୋଷୀ ଗୋପାଳକୁ ମିଳିପାରେ ଫାଶୀଦଣ୍ଡ ! 

ଝାରସୁଗୁଡା ବହିଷ୍କୃତ ASI ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରି ଚର୍ଚ୍ଚାରେ ରହିଛି । ଶହ ଶହ ଲୋକଙ୍କ ଗହଣରେ ମନ୍ତ୍ରୀଙ୍କୁ gulee ମା-ରି-ବା ଘଟଣାକୁ ଓଡିଶାବାସୀ କେବେବି ଭୁଲି ପାରିବେ ନାହିଁ । ଗତ ଏକ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଗୋପାଳକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଅଭିଯୁକ୍ତ ଗୋପାଳକୁ କୋର୍ଟ ଫା-ଶୀ-ଦ-ଣ୍ଡ ଶୁଣାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି । ଗୋପାଳ ଜଣେ ମନ୍ତ୍ରୀ ହ-ତ୍ୟା କରିଛି ଏବଂ ହ-ତ୍ୟା-କା-ରୀ ପାଇଁ ଆମ ଦେଶରେ ଫା-ଶୀ-ଦ-ଣ୍ଡ ଦେବାର ଆଇନ ରହିଛି ।

ଆଉ ହାଇ ପ୍ରୋଫାଇଲ ହ-ତ୍ୟା-କା-ଣ୍ଡ ଭିଆଇଥିବା ଗୋପାଳକୁ କୁଆଡେ କୋର୍ଟ ଫା-ଶୀ-ଦ-ଣ୍ଡ ଶୁଣାଇବେ ବୋଲି କୁହାଯାଉଛି । ଗୋପାଳର ମା-ନ-ସି-କ ଅବସ୍ଥା ଠିକ ନଥିବା ତାଙ୍କ ପତ୍ନୀ ଏବଂ ଡାକ୍ତର କହିଥିଲେ । ତେବେ ଗୋପାଳକୁ ଚୌଦ୍ବାର ଜେଲରେ ରଖାଯିବା ପରେ ସେଠାରେ ଗୋପାଳର ସବୁ ଗତିବିଧି ଉପରେ ନର ରଖାଯାଇଛି ଏବଂ କ୍ରା-ଇ-ମ-ବ୍ରା-ଞ୍ଚ ମଧ୍ୟ ସମସ୍ତ ପ୍ରମାଣକୁ ଟିକିନିଖି କରି ଯାଞ୍ଚ କରୁଛି । ଆଉ ଗୋପାଳ ଏକଦମ ସାଧାରଣ ଜଣା ପଡୁଥିବା ମନେହେଉଛି ।

ଅର୍ଥାତ ଗୋପାଳ ପା-ଗ-ଳ ନୁହେଁ ବରଂ ସେ ସଂପୂର୍ଣ୍ଣ ହୋସରେ ଭାବିଚିନ୍ତି ମନ୍ତ୍ରୀଙ୍କୁ ହ-ତ୍ୟା କରିଛି ବୋଲି କୁହାଯାଉଛି । ଏନେଇ ସମସ୍ତେ କହୁଛନ୍ତି କି ପାଗଳ ବୋଲି କହିଲେ ଦୋଷୀ ସାବ୍ୟସ୍ତ ନହେବା ପାଇଁ ଅଭିନୟ କରୁଥିଲା ଗୋପାଳ । ଆଉ ଗୋପାଳର ସବୁ ଚାଲ୍ ଏବେ ଧରା ପଡିଯାଇଛି । ବିଭିନ୍ନ ପ୍ରକାର ଟେଷ୍ଟ ହେବା ପରେ ଗୋପାଳ ପା-ଗ-ଳ ନୁହେଁ ବୋଲି ଜଣାପଡିଛି ।

ପୁରା ହୋସରେ ଥାଇ ମନ୍ତ୍ରୀଙ୍କୁ ହ-ତ୍ୟା କରିଥିବା ଗୋପାଳକୁ ଫା-ଶୀ-ଦ-ଣ୍ଡ ଦିଆଯାଉ ବୋଲି ଦାବି କରିବା ଆରମ୍ଭ କଲେଣି ଲୋକେ । ଗୋପାଳର ମା-ନ-ସି-କ ଅବସ୍ଥା ଯାଞ୍ଚ କରୁଥିବା ମେଡିକାଲ ରିପୋର୍ଟ ଅନୁସାରେ ତା’ର ମା-ନ-ସି-କ ସ୍ଥିତି ଏକଦମ ଭଲ ଅଛି । ରିପୋର୍ଟ ଦେଖି କୋର୍ଟ ମଧ୍ୟ କହିଛନ୍ତି କି, ପରିସ୍ଥିତି ଅନୁସାରେ ଗୋପାଳର ଆଚରଣ ଓ କଥାବାର୍ତ୍ତା ଏକଦମ ସାଧାରଣ ରହିଛି । ସେ ଆଖିରେ ଆଖି ମିଶାଇ କଥା ହେବାସହ ତା’ ଆଚରଣରେ କୌଣସି ଅସ୍ଵାଭାବିକତା ପରିଲକ୍ଷିତ ହୋଇନାହିଁ ।

ଗୋପାଳର ସ୍ମୃତି ଶକ୍ତି ଏବଂ ବିଚାର କ୍ଷମତା ମଧ୍ୟ ଏକଦମ ଠିକ ରହିଛି । ଗୋପାଳର ମେଡିକାଲ ରିପୋର୍ଟ ଅନୁସାରେ ସେ ଏକଦମ ସ୍ଵାଭାବିକ ଥିଲା । ଯେଉଁଥି ପାଇଁ ଗୋପାଳ ପା-ଗ-ଳ ନୁହେଁ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।