କରୋନା ଟୀକା ତିଆରି କରିଥିବା ବୈଜ୍ଞାନିକଙ୍କୁ କରାଗଲା ହ-ତ୍ୟା ! ତୁରନ୍ତ ହ-ତ୍ୟା-ର କାରଣ ଖୋଜି ବାହାର କଲା FBI, ସାରା ବିଶ୍ଵ ଚକିତ !

କ-ରୋ-ନା ଟୀକା ତିଆରି କରିଥିବା ବୈଜ୍ଞାନିକଙ୍କୁ ହ-ତ୍ୟା କରାଯିବା ଘଟଣା ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । କ-ରୋ-ନା ଟୀକା ସ୍ପୁଟନିକ-ଭି ଉଦ୍ଭାବନ କରିବାରେ ଏହି ବୈଜ୍ଞାନିକଙ୍କ ବିଶେଷ ଅବଦାନ ରହିଥିଲା । ଏହି ରୁଷୀୟ ବୈଜ୍ଞାନିକ ଆନ୍ଦ୍ରେ ବୋତିକଙ୍କ ହ-ତ୍ୟା ପରେ ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଗତ ଗୁରୁବାର ମସ୍କୋରେ ଥିବା ଆନ୍ଦ୍ରିଉଙ୍କ ବାସଭବନରୁ ତାଙ୍କ ମୃ-ତ-ଦେ-ହ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କେହି ବେଲ୍ଟରେ ତ-ଣ୍ଟି ଚି-ପି ତାଙ୍କର ହ-ତ୍ୟା କରିଛି ।

ତେବେ କିଏ ଏବଂ କଣ ପାଇଁ ଏଭଳି ଜଣେ ଦକ୍ଷ ବୈଜ୍ଞାନିକଙ୍କୁ ହ-ତ୍ୟା କଲା ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆଲୋଚନା କରୁଛନ୍ତି ଲୋକେ । ଏହି ବିଶିଷ୍ଟ ବୈଜ୍ଞାନିକ ଆନ୍ଦ୍ରେ ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର୍ ଇକୋଲୋଜି ଆଣ୍ଡ ମ୍ୟାଥମେଟିକ୍ସର ବରିଷ୍ଠ ଗବେଷକ ଭାବେ କାର୍ଯ୍ୟ କରିଥିଲେ । ତେବେ ମୃ-ତ୍ୟୁ ବେଳକୁ ଆନ୍ଦ୍ରେଙ୍କୁ ମାତ୍ର 47 ବର୍ଷ ବୟସ ହୋଇଥିବା ଜଣାପଡିଛି । ଆନ୍ଦ୍ରେଙ୍କ ମୃ-ତ୍ୟୁ ପରେ ସ୍ଥାନୀୟ ପୋଲିସ ତାଙ୍କ ମୃ-ତ-ଦେ-ହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ତେବେ ସବୁଠୁ ବଡ କଥା ହେଲା ଏତେ ଶୀଘ୍ର ଆନ୍ଦ୍ରେଙ୍କୁ ହ-ତ୍ୟା କରାଯିବା ପଛର କାରଣ ଖୋଜିବାରେ ପୋଲିସ ସଫଳ ହୋଇପାରିଛି । ଆନ୍ଦ୍ରେ ବୋତିକଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ଫେଡେରାଲ ଅନୁସନ୍ଧାନକାରୀ ସଂସ୍ଥା ବା ଏଫବିଆଇ । ତଦନ୍ତ କାରୀ ସଂସ୍ଥାର ତଥ୍ୟ ଅନୁଯାୟୀ ଗି-ର-ଫ ଅଭିଯୁକ୍ତ ହେଉଛନ୍ତି ଜଣେ 29 ବର୍ଷୀୟ ଯୁବକ । ଆନ୍ଦ୍ରେଙ୍କ ସହ ଉକ୍ତ ଯୁବକଙ୍କର କିଛି ବ୍ୟକ୍ତିଗତ କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା ।

ଆଉ ପରେ ଉତ୍ତ୍ୟକ୍ତ ଯୁବକ ଆନ୍ଦ୍ରେଙ୍କ ଗଳାକୁ ବେଲ୍ଟରେ ଚି-ପି ତାଙ୍କୁ ହ-ତ୍ୟା କରିଥିବା ସୂଚନା ଦେଇଛି ପୋଲିସ । ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଏହି ହ-ତ୍ୟା-କା-ଣ୍ଡ ଘଟିଥିବା ସ୍ପଷ୍ଟ କରିଛି ପୋଲିସ । ହେଲେ ଆନ୍ଦ୍ରେଙ୍କ ଭଳି ଜଣେ ଦକ୍ଷ ବୈଜ୍ଞାନିକଙ୍କ ହ-ତ୍ୟା ସମଗ୍ର ବିଶ୍ଵକୁ ଚକିତ କରିଛି । କୋଭିଡ ଟୀକା ଉପରେ ତାଙ୍କର ସଫଳ କାର୍ଯ୍ୟ ପାଇଁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ 2021 ରେ ତାଙ୍କୁ ଅର୍ଡର ଅଫ ମେରିଟ ଅଫ ଦି ଫାଦରଲ୍ୟାଣ୍ଡ ପୁରସ୍କାରରେ ସମ୍ମାନିତ କରିଥିଲେ ।

2020 ରେ ସ୍ପୁଟନିକ-ଭି ଟୀକା ପ୍ରସ୍ତୁତ କରିଥିବା 18 ଜଣ ବୈଜ୍ଞାନିକଙ୍କ ମଧ୍ୟରେ ଆନ୍ଦ୍ରେ ଅନ୍ଯତମ ଥିଲେ । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ଅ-ପ-ରା-ଧି-କ ରୁଜୁ ଥିବାବେଳେ ସେ ଜେରା ବେଳେ ନିଜ ଅ-ପ-ରା-ଧ ସ୍ଵୀକାର କରିଛି । ଏଭଳି ଜଣେ ସଫଳ ଓ ଦକ୍ଷ ବୈଜ୍ଞାନିକଙ୍କ ଅକାଳ ମୃ-ତ୍ୟୁ ବିଶ୍ଵ ପାଇଁ ଅପୂରଣୀୟ କ୍ଷତି ବୋଲି କହୁଛନ୍ତି ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।