କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଏହାର ଚାଳକ ଏବଂ ସହଚାଳକଙ୍କୁ ନେଇ ଆସିଲା ବଡ ଖବର, ଏବେ ଏଇଠି ଅଛନ୍ତି ଟ୍ରେନ ଚାଳକ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାର ଚର୍ଚା ଏବେ ସବୁଆଡେ । କାରଣ ଏହି ରେଳ ଦୁର୍ଘଟଣା ସାରା ଦେଶବ୍ୟାପୀ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇଛି । ତେବେ ଏହାରି ମଧ୍ୟରେ କିନ୍ତୁ ଏକ ବଡ ଖବର ସାମ୍ନାକୁ ଆସିଛି । ତେବେ ରେଳ ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଲୋକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ଅବସ୍ତାରେ ଅଛନ୍ତି ।

ହେଲେ ଏହାରି ମଧ୍ୟରେ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଗୁଞ୍ଜରୀ ଉଠୁଛି । ଯେ କି ଏତେ ବଡ ରେଳ ଦୁର୍ଘଟଣା ପରେ ରେଳ ଚାଳକ ଅର୍ଥାତ ଲୋକ ପାଇଲଟଙ୍କ ଅବସ୍ତା ବର୍ତ୍ତମାନ ସମୟରେ କିପରି ରହିଛି ? ରେଳ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି ନା ଗୁରୁତର ଅବସ୍ଥାରେ ଅଛନ୍ତି । ତେବେ ଏପରି କିଛି ପ୍ରଶ୍ନ ଅନେକଙ୍କ ମନରେ ଖେଳୁଥିବା ବେଳେ ରେଳ ଚାଳକଙ୍କ ଫୋଟ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଯେଉଁଥିରେ କରମଣ୍ଡଳ ଏକ୍ସପ୍ରେସର ପାଇଲଟ ଓ ଆଶିଷଟାଣ୍ଟ ପାଇଲଟ ଚିକିଶାଧିନ ଅବସ୍ଥାରେ ରହିଛନ୍ତି । ଉଭୟଙ୍କ ସ୍ଵାସ୍ଥବସ୍ତା ସଂପୂର୍ଣ୍ଣ ଭାବରେ ସଙ୍କଟାପର୍ଣ୍ଣ ରହିଛି । କରମଣ୍ଡଳ ଏକ୍ସପ୍ରେସର ପାଇଲଟ ହେଉଛନ୍ତି GN ମହାନ୍ତି । ଅନ୍ୟ ଜଣଙ୍କ ହେଉଛନ୍ତି ଆଶିଷଟାନ୍ଟ ପାଇଲଟ H ବେହେରା । ଲୋକ ପାଇଲଟ GN ମହାନ୍ତିଙ୍କ ଘର କଟକ ଜିଲ୍ଲାରେ । ସେ ବର୍ତ୍ତମାନ ସମୟରେ ICU ରେ ଚିକିତ୍ସା ହେଉଛନ୍ତି । ଏହା ସହିତ ଆଶିଷଟାନ୍ଟ ପାଇଲଟ H ବେହେରା ମଧ୍ୟ ଚିକିତ୍ସାଧୀନ ଅବସ୍ତାରେ ରହିଛନ୍ତି ।

ତେବେ ଉଭୟ ପାଇଲଟ ଓ ଆଶିଷଟାନ୍ଟ ପାଇଲଟଙ୍କ ଚିକିତ୍ସା କରାଯାଉଥିବା ହସ୍ପିଟାଲର ଠିକଣାକୁ ଗୁପ୍ତ ରଖାଯାଇଛି । ଭଲ ଭଲରେ ଉଭୟ ରେଳ ଚାଳକ ଭଲ ହୋଇ ସୁସ୍ଥ ହୋଇସାରିଲେ । ତାଙ୍କ ଠାରୁ ରେଳ ଦୁର୍ଘଟଣା ସମ୍ପର୍କିତ କିଛି ତଥ୍ୟ ହାସଲ କରାଯିବ ବୋଲି ଅନୁମାନ ରହିଛି । ତେବେ ଏହାରି ମଧ୍ୟରେ ରେଳ ଦୁର୍ଘଟଣାର ଭଲ ଭାବରେ ସମୀକ୍ଷା କରାଯାଇ ଘଟଣା ସ୍ତଲର ପରିସ୍ଥିତିକୁ ସୁଧାରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରୀ ରହିଛି ।

ସରକାର ମଧ୍ୟ ଏନେଇ ଅଧିକରୁ ଅଧିକ କର୍ମତତ୍ପର ରହିଛନ୍ତି । ମେଡିକାଲରେ ଭର୍ତ୍ତି ଅନେକ ଆହତ ଯାତ୍ରୀ ମାନେ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ