ମୋ ବାବୁକୁ ଦେଖେଇ ଦିଅ ! କୋଳ ଖାଲି କରିଦେଲା କରମଣ୍ଡଳ ! କାନ୍ଦି କାନ୍ଦି ମୂର୍ଚ୍ଛା ହି ଯାଉଛି ବାପା… ଏହି କରୁଣ ଦୃଶ୍ୟ ଦେଖି ଆପଣଙ୍କ ଆଖିରେ ବି ଲୁହ ରହିବନି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୋଳଶୂନ୍ୟ କରିଦେଲା କରମଣ୍ଡଳ ! ତେବେ ଖବର ମୁତାବିକ ବର୍ତ୍ତମାନର ସବୁଠାରୁ ଚର୍ଚିତ ଦୁଃଖଦାୟକ ଖବର ହେଉଛି ରେଳ ଦୁର୍ଘଟଣା । ମେ’ ୨ ତାରିଖ ସନ୍ଧ୍ଯା ୬ ଟା ବାଜି ୫୧ ମିନିଟରେ ଘଟିଯାଇଥିଲା ଏକ ବହୁତ ବଡ ରେଳ ଦୁର୍ଘଟଣା । ସେହି ମର୍ମଦାୟକ ଦୁର୍ଘଟଣାରେ ଅନେକ ଲୋକ ନିଜ ନିଜର ସମ୍ପର୍କୀୟ ତଥା ଆତ୍ମୀୟ ସ୍ଵଜନଙ୍କୁ ହରାଇ ଦେଇଛନ୍ତି । କେହି ମୃତାହାତ ହୋଇଥିବା ଅବେଳେ ଅନ୍ୟ କେହି ପର୍ଯ୍ୟନ୍ତ ମଧ୍ୟ ମୃ-ତ୍ୟୁ ସହ ସଂଗ୍ରାମ ଜାରୀ ରଖିଛି ।

ହେଲେ ଅନେକତଃ ଏବେ ପର୍ଯ୍ୟନ୍ତ ନିଜ ନିଜ ଆତ୍ମୀୟ ସ୍ଵଜନ ବଞ୍ଚିଛନ୍ତି କି ନାହିଁ । ତାହାର ପତ୍ତା ମଧ୍ୟ ପାଇ ହାହାନ୍ତି । କାରଣ କରମଣ୍ଡଳ ଏକ୍ସପ୍ରେସ ଓ ଯଶବନ୍ତ ହାୱଡା ଏକ୍ସପ୍ରେସର ଦୁର୍ଘଟଣା ପରେ ଶହ ଶହ ଲୋକ ମୃତ୍ୟୁ ମୁଖକୁ ଚାଲିଯାଇଛନ୍ତି । ଏହା ସହ ଅନେକଙ୍କ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି । ହେଲେ ରେଳ ଷ୍ଟେସନରେ କାନ୍ଦି କାନ୍ଦି ଏବେ ପର୍ଯ୍ୟନ୍ତ ମଧ୍ୟ ନିଜ ନିଜ ଆତ୍ମୀୟଙ୍କୁ ଖୋଜିବାରେ ଘର ପରିବାର ଲୋକ ବ୍ୟସ୍ତ ଅଛନ୍ତି ।

କିଏ କହୁଛି ମୋ ପୁଅକୁ ମୋ ପାଖକୁ ଫେରାଇ ଆଣ । ତାକୁ ନପାଇଲେ ମୁଁ ଆଉ ବଞ୍ଚିବୀ ନାହିଁ । ଏପରି କହି ମୂହୁର୍ତ୍ତକ ମଧ୍ୟରେ ପୁଣି ଥରେ ମୂର୍ଚ୍ଛା ଚାଲିଯାଉଛି ଜଣେ ନିଖୋଜ ପିଲାର ବାପା । ଆଉ ଅନେକ  ନିଜର ଆତ୍ମୀୟଙ୍କ ସନ୍ଧାନରେ ଯାଇ କଟକର ବଡ ମେଡିକାଲରେ ପହଞ୍ଚିଛନ୍ତି । ସେଠାରେ ନିଜ ନିଜ ହଯାଇ ଥିବା ଆତ୍ମୀୟଙ୍କ ଫୋଟ ଅନ୍ୟକୁ ଦେଖାଇ ଖୋଜୁଛନ୍ତି । ହେଲେ ନିଜ ଆତ୍ମୀୟଙ୍କ ସନ୍ଧାନ ନପାଇ ପୁଣି ନିରାଶ ହେଉଛନ୍ତି ।

ତେବେ ଏହାରି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ଙ୍କ ସମେତ ବଡ ବଡ ବିଶିଷ୍ଠ ଲୋକ ଗ୍ରାଉଣ୍ଡକୁ ଯାଇ ଘଟଣାକୁ ମୂଳରୁ ଅନୁଧାୟନ କରିଛନ୍ତି । ଯଥାଶୀଘ୍ର ଉଦ୍ଧାରକାର୍ଯ୍ୟ ସମାପନ କରାଯାଇ ଅନେକଙ୍କ ପ୍ରାଣର ସୁରକ୍ଷା ଶୀଘ୍ର କରାଯିବା ପାଇଁ ଚେଷ୍ଟା ଚାଲିଛି ।

ଭଗବାନଙ୍କ ନିକଟରେ ସମସ୍ତ ରେଳ ଦୁର୍ଘଟଣାରେ ଆହତ ଯାତ୍ରୀ ଶୀଘ୍ର ଆରୋଗ୍ୟ ହୋଇ ସୁସ୍ଥ ହୋଇ ଫେରନ୍ତୁ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ