Love Quiz Game- ଏଥି ମଧ୍ୟରୁ ବାଛନ୍ତୁ କେଉଁବି ଗୋଟେ ଫୁଲ ଓ ଜାଣନ୍ତୁ ଆପଣଙ୍କ କେଉଁ ଅଭ୍ଯାସ ଆପଣଙ୍କ Lover କୁ Impress କରିଥାଏ

ପ୍ରତେକ ବ୍ୟକ୍ତି ଅଲଗା ତାର ଚିନ୍ତା କରିବା ଶକ୍ତି ଅଲଗା ତାର ଭଲପାଇବା ର ଅନୁଭୂତି ଅଲଗା ଅଟେ ତେବେ ଯଦି ଆପଣ କାହାକୁ ଭଲ ପାନ୍ତି ତେବେ କଣ ଯାନଇଛନ୍ତି କି ଆପଣଙ୍କ କେଉଁ ଗୁଣ ପାଇଁ ସେ ଆପଣଙ୍କୁ ଭଲ ପାନ୍ତି କିମ୍ବା ଆପଣଙ୍କ ଆଡକୁ ଆକର୍ଷିତ ହୋଇଛନ୍ତି । ଯଦି ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ବାଛନ୍ତୁ ଗୋଟେ ଫୁଲ ଓ ଯାଣନ୍ତୁ କଣ ପାଇଁ ସେ ଆପଣଙ୍କ ଆଡକୁ ଆକର୍ଷିତ ହୁଅନ୍ତି ।

ଯଦି ଆପଣ ବାଛି ଛନ୍ତି ପ୍ରମ ଫୁଲ ତେବେ ଆପଣଙ୍କର ପ୍ରେମିକକୁ ଆପଣଙ୍କର ହସ ବହୁତ ଭଲ ଲାଗେ । ସେ  ଅନ୍ୟ କାହା ସହ କଥା ହେଉଥିଲେ ବି ତାଙ୍କ ଧ୍ୟାନ ଆପଣଙ୍କ ପାଖରେ ଥାଏ। ସେ ଆପଣଙ୍କ ସହ ଥଟା କରିବା ଆପଣଙ୍କୁ ଚିଡେଇବା ଓ ଆପଣଙ୍କ ରାଗକୁ ଥଣ୍ଡା କରିବା ଭଳି କାମ କରିବା କୁ ଭଲ ପାନ୍ତି ।

ଯେଉଁ ମାନେ ଦ୍ଵିତୟ ଫୁଲ ବାଛିଛନ୍ତି ସେମାନଙ୍କର ପସନ୍ଦ ସେମାନଙ୍କ ଅନ୍ୟକୁ କରିବା ସାହାଜ୍ଯ ଗୁଣ ପାଇଁ ଆପଣଙ୍କୁ ଅଧିକ ପସନ୍ଦ କରନ୍ତି କାରଣ ତାଙ୍କୁ ବି ଅଧିକ ଭଲ ଲାଗେ ଅନ୍ୟକୁ ସାହାଜ୍ଯ କରିକି । ସେ ଆପଣଙ୍କୁ ଖୁବ ଭଲ ମଧ୍ୟ ପାନ୍ତି ଓ ଜୀବନ ସାରା ଆପଣଙ୍କର ଏହି ଗୁଣ ପାଇଁ ଆପଣ ତାଙ୍କର ମନର ରାଣୀ ହୋଇ ରହିବେ ।

ଯଦି ଆପଣ ତୃତୀୟ ଫୁଲ ବାଛିଛନ୍ତି ତେବେ ଆପଣ ତାଙ୍କୁ ମନେଇବା ଓ ତାଙ୍କ ସହ ଅଧିକ କଥା ହେବା ତାଙ୍କୁ ଖୁବ ଭଲ ଲାଗେ କାରଣ ସେ ଆପଣଙ୍କର ଆବାଜ କୁ ଶୁଣିବା ତାଙ୍କୁ ଖୁବ ଭଲ ଲାଗେ ସେ ସବୁବେଳେ ଆପଣଙ୍କ ସହ ସମୟ ବିତାଇବା ପାଇଁ ସୁଯୋଗ ଖୋଜୁଥାନ୍ତି । ସେ ଯେତେବେଳେ ଆପଣଙ୍କ ସହ ଥାନ୍ତି ସେ କେବଳ ଆପଣଙ୍କ ସହ ହିଁ ରହିଥାନ୍ତି । ଆପଣ ତାଙ୍କୁ ହସେଇଲେ ତାଙ୍କୁ ବହୁତ ଭଲ ଲାଗେ ।

ଯଦି ଆପଣ ଚତୁର୍ଥ ଫୁଲ ବାଛିଛନ୍ତି ତେବେ ଆପଣଙ୍କର ପ୍ରେମିକ କିମ୍ବା ଆପଣଙ୍କର ଲାଭର ଆପଙ୍କର ଯତ୍ନବାନ ହେବା ଗୁଣକୁ ଅଧିକ ଭଲ ପାନ୍ତି । ସେ ସବୁବେଳେ ଚାହାଁନ୍ତି ଆପଣ ତାଙ୍କ ପାଇଁ ଏଭଳି କିଛି କରନ୍ତୁ ଯାହା ତାଙ୍କୁ ଖୁବ ପସନ୍ଦ । ଯଦି ଆପଣ ତାଙ୍କୁ ପ୍ରପୋଜ କରନ୍ତି ତେବେ ଆପଣ ସେ ଆଶ୍ଚର୍ଯ୍ୟ ହୋଇ ଯାନ୍ତି । ସେ ଆପଣଙ୍କୁ ସବୁ ବେଳେ ମିସ କରନ୍ତି ।

ଯଦି ଆପଣ ପଞ୍ଚମ ଫୁଲ ବାଛି ଛନ୍ତି ତେବେ ଆପଣଙ୍କ ପ୍ରେମିକକୁ ଏହା ଭଲ ଲାଗେ ଯଦି ଆପଣ କେବଳ ତାଙ୍କ ପାଇଁ ଚିନ୍ତା କରନ୍ତି ତାଙ୍କ ଉପରେ ନିଜର ଅଧିକାର ଦେଖାନ୍ତି । ତେବେ ଆପଣଙ୍କର ଏଭଳି ଗୁଣ ଖୁବ ପସନ୍ଦ ଆସିଥାଏ ତାଙ୍କୁ । ସେ ଆପଣଙ୍କ ଅପେକ୍ଷାରେ ସବୁ ବେଳେ ଥାନ୍ତି ସେ ସବୁବେଳେ ଆପଣଙ୍କ ବାଟରେ ନିଜର ଖୁସି ରଖିବାକୁ ଚାହାଁନ୍ତି ।ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ  ପେଜକୁ ଲାଇକ କରିବେ ।