ଦିମାଗ ଲଗାନ୍ତୁ ଓ ଖୋଜନ୍ତୁ ଏହି ଫଟୋରେ ଲୁଚି ରହିଥିବା ଝିଅକୁ, ସଠିକ ଜବାବ ପାଇଁ ଦେଖନ୍ତୁ

କୌଣସି ବ୍ୟକ୍ତିର ବୁଦ୍ଧିର ପରୀକ୍ଷା ନେଉଥିବା ଏକ ପ୍ରକାରର ପ୍ରଶ୍ନ, ବାକ୍ୟ ଅଥବା ବର୍ଣନକୁ ପହେଲୀ (Puzzle) କୁହାଯାଏ । ଯେଉଁଥିରେ କୌଣସି ବସ୍ତୁକୁ ବୁଲାଇ ଭ୍ରମ ରୂପରେ ପ୍ରସ୍ତୁତ କରାଯାଇଥାଏ ଓ ତାହାକୁ ସମାଧାନ କରିବା ଅଥବା ତାହାର ବିଶେଷ ରୂପରେ ନାମ କହିବାର ପ୍ରସ୍ତାବ ଦିଆଯାଏ । ପହେଲି ବ୍ୟକ୍ତିଙ୍କର ଚତୁରତାକୁ ଚ୍ୟାଲେଞ୍ଜ ଦେବା ଭଳି ପ୍ରଶ୍ନ ହୋଇଥାଏ ।

ଯେଉଁଭଳି ଭାବରେ ଗଣିତର ମହତ୍ଵକୁ ମନା କରି ହେବ ନାହିଁ । ଠିକ ସେହିଭଳି ନଜର ଅନ୍ଦାଜ କରି ହେବ ନାହିଁ ଏହି ପହେଲୀ ଗୁଡିକୁ । ପହେଲୀ ଆଦି କାଳରୁ ହିଁ ବ୍ୟକ୍ତିତ୍ୱର ଅଂଶ ରହିଛି । ସେ ଗୁଡିକ କେବଳ ମନୋରଞ୍ଜନ କରିନଥାଏ ଏହା ଛଡା ମସ୍ତିଷ୍କକୁ ତାଜା ମଧ୍ୟ କରିଥାଏ ।

କଣ ଏହି ଫଟୋରେ ଆପଣଙ୍କୁ ଏକ ଯୁବତୀ ନଜର ଆସୁଛି ?

ଏହି ଫଟୋରେ ବି ଜଣେ ଝିଅ ଲୁଚି ଅଛି । ତାହାକୁ ଖୋଜିବାର ଅଛି ଆପଣଙ୍କୁ

ଆମେ ଆପଣଙ୍କୁ ଆଗକୁ କିଛି ସହଜ ଟିପ୍ସ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ନିଜର ବୁଦ୍ଧିର ସ୍ତରକୁ ଉନ୍ନତ କରିପାରିବେ । ଆପଣ ଜାଣି ଖୁସି ହେବେ କି ଏହା ବହୁତ ସହଜ ଉପାୟ ଅଟେ ଯାହା କି ସରଳତାର ସହ ଆପଣଙ୍କୁ ସବୁଦିନର ଗତିବିଧିରେ ସାମିଲ କରି ପାରିବେ । କୌଣସି ବି ପରୀକ୍ଷାରେ ସବୁବେଳେ ବୁଦ୍ଧିମତାର ପ୍ରଶ୍ନ ପଚରା ଯାଇଥାଏ । ସମସ୍ତ ପ୍ରଶ୍ନର ଉତ୍ତର ସହଜ ହୋଇଥାଏ କିନ୍ତୁ ତଥାପି ସେ ଗୁଡିକ ବୁଝି ହୁଏ ନାହିଁ ।

କଣ ଆପଣଙ୍କୁ ଏହି ଫଟୋରେ ଏରୋପ୍ଲେନ ନଜର ଆସୁଛି ?

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏକ ଭଲ ଆଡ୍ଡା ଅଟେ । ସୋସିଆଲ ମିଡିଆରେ ଲୋକମାନେ ନିଜର ଫଟୋ, ଚିନ୍ତାଧାରା, ଥଟ୍ଟା ଓ ପହେଲି ଇତ୍ୟାଦି ପୋଷ୍ଟ କରିଥାନ୍ତି । ଯଦି ଆମେ ଏହାକୁ ସଠିକ ରୂପରେ ଉପଯୋଗ କରିବା ତେବେ ସବୁକିଛି ବୁଝିବାକୁ ଓ ଶିଖିବାକୁ ମିଳିଥାଏ ଓ ତାହା ପୁଣି ଘରେ ବସି ।

ଯେମିତି କି ଆମେ ସମସ୍ତେ ଜାଣିଛୁ କି କୌଣସି ବି ପ୍ରତିଯୋଗୀତା ପରୀକ୍ଷାରେ ପାସ ହେବା ପାଇଁ ଆପଣଙ୍କର ବୁଦ୍ଧି ଭଲ ହେବା ଦରକାର । କ୍ୱିକ ରିପ୍ଲାଈ ଓ ଭଲ ନଜର ଆପଣଙ୍କୁ ପରୀକ୍ଷାରେ ସାହାର୍ଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ଏହାର ପ୍ରାକ୍ଟିସ ପାଇଁ କିଛି ପଜଲ ଦେଖାଇଲୁ । ଯାହା ଦ୍ଵାରା ଆପଣ ଏହାର ପ୍ରସ୍ତୁତି କରି ପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।