Jyotish Shastra- ପଇସା ରଖିବା ପାଇଁ କିଣି ନିଅନ୍ତୁ ଏବେ ତିଜୋରି, କାରଣ 4, 5, 6, 7 ମାର୍ଚ୍ଚ ରେ ଏହି 4 ଟି ରାଶିଙ୍କୁ ମିଳିବ ବଡ ଖୁସି ଖବର

ଯଦି ଗ୍ରହ ମାନଙ୍କର ଚଳଣି ନକରାତ୍ମକ ହୋଇଥାଏ ତେବେ ଏହା ଆମକୁ ଅଶୁଭ ଭଲ ଦେଇଥାଏ । ଆସୁଥିବା ସମୟ ଆପଣଙ୍କର ବହୁତ ଭଲ ହେବାକୁ ଯାଉଛି । ଏବେ ଗ୍ରହ ମାନଙ୍କର ଭଲ ଚଳଣି ହେତୁ ଏବେ କିଛି ରାଶିଙ୍କର ବହୁତ ଲାଭ ହେବାକୁ ଯାଉଛି । ସେହି ରାଶିର ଲୋକ ମାନଙ୍କୁ ବହୁତ ଅର୍ଥ ଓ ଶୁଭ ହେବ । ଏହି ରାଶିର ଲୋକେ ତାଙ୍କ ଜୀବନରେ କିଛି ବହୁତ ବଡ ପରିବର୍ତନ ସହିତ ସେମାନେ କିଛି ନୂଆ ଜିନିଷ ଆରମ୍ଭ କରିପାରନ୍ତି । ଆଉ କିଛି ଦିନ ଭିତରେ ନିଜର ସବୁ ସମସ୍ୟା ଦୂରେଇଯିବ ।

ଆପଣ ଯଦି ଏହି ସମୟରେ କିଛି ନୂଆ ଜିନିଷ କରିବାକୁ ଚାହୁଛନ୍ତି ତେବେ ଆପଣ ନିଶ୍ଚୟ ଆରମ୍ଭ କରନ୍ତୁ । ଏହାର ପୂର୍ବରୁ ଆପଣ ଗରିବ ପିଲାଙ୍କୁ କିଛି ଖାଇବାକୁ ଦିଅନ୍ତୁ ଯାହା ଦ୍ଵାରା ନିଜର ସବୁ କାର୍ଯ୍ୟରେ କୌଣସି ଅସୁବିଧା ଦେଖା ଦେବ ନାହିଁ ।

 

ଆପଣ ସମସ୍ତଙ୍କୁ ସାହାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ବହୁତ ଖୁସି ହେବେ ଓ ଆଶ୍ରିବାଦ ମଧ୍ୟ ଦେବେ । ଆପଣଙ୍କର ଏହି ସମୟରେ ସବୁ ମନ ସ୍କାମନା ପୂର୍ଣ୍ଣ ହୋଇଯିବ । ଏହି ସମୟରେ ଭଲ କାମ ଓ ଧାର୍ମିକ ଅନୁଷ୍ଠାରେ ଭଲ କାମ କରିବା ହେତୁ ଆପଣଙ୍କୁ ବହୁତ ମାନ ଓ ସଂମମାନ ମଧ୍ୟ ମିଳିବ । ଆସୁଥିବା ସମୟରେ ଏହି ରାଶିର ଲୋକ ମାନେ ବହୁତ ଊର୍ଣ୍ଣତି କରିବାର ଦେଖିବେ ।

ଜୀବନରେ ବହୁତ ଉପରକୁ ଓ ବଡ ସଫଳତା ପାଇବେ । ଏହି ସମୟରେ ବହୁତ ପରିସମର କରିବାକୁ ପଡିବ ନାହିଁ ଅଳ୍ପ ପରିଶ୍ରମ କରି ଅଧିକା ସଫଳତା ପାଇବେ । ନିଜର ଥିବା ବହୁତ ସମସ୍ୟା ଏବେ ଦୂରେଇଯିବ । ନିଜର ସ୍ୱାସ୍ଥ୍ୟ ଉପରେ ନିଜେ ଟିକେ ଧ୍ୟାନ ରହିବା ଉଚିତ ନଚେତ ସ୍ୱାସ୍ଥ୍ୟ ବାହାଉତ ଖରାପ ହେବାର ସମ୍ଭାବନା ଅଛି ।

ଯଦି ଆପଣ କେଉଁ ଠାରେ ଗାଡି ଚାଳକ ଅଛନ୍ତି ତେବେ ଆଉ କିଛି ଦିନ ଭିତରେ ନିଜର ଏକ ଗାଡି କରିବାରେ ସକ୍ଷମ ହେବେ । କିନ୍ତୁ ଏହି ସମୟରେ ଯାନବାହାନ ଧୀରେ ଚଳାଇବେ । ଏହି ସମୟରେ ଆପଣ କେବେ ହେଲେ କାହା କଥା ଶୁଣି କୌଣସି କାର୍ଯ୍ୟ କରନ୍ତୁ ନାହି ନଚେତ ପଛରେ ବହୁତ ବଡ ଅସୁବିଧାରେ ପଡି ପାରନ୍ତି ।

ନିସ୍ପତି ନେବା ପୂର୍ବରୁ ନିଜ ଘରେ ଥିବା ବଡ ଲୋକଙ୍କ ଠାରୁ ଆପଣ କିଛି ସହାୟତା ମାଗି ଓ ତାଙ୍କୁ ପଚାରୀ ସେହି ଜିନିଷରେ ଆଗକୁ ବଢନ୍ତୁ । ଆପଣଙ୍କ ଭାବୁଥିବା ବହୁତ ଦିନ କାର୍ଯ୍ୟ ଏବେ ଖୁବ ଶୀଘ୍ର ପୂର୍ଣ ହେବାକୁ ଯାଉଛି । ଚାକିରି କରୁଥିବା ଲୋକେ ବହୁତ ବଡ ପଦବୀ ପାଇବାରେ ସକ୍ଷମ ହୋଇପାରନ୍ତି । ଚାକିରି କରୁଥିବା ସ୍ଥାନରେ ଆପଣଙ୍କୁ କେହି ଜଣେ ସାହାର୍ଯ୍ୟ କରିବା ହେତୁ ଆପଣ ବହୁତ ଆଗକୁ ବଢିବା ସହିତ ନିଜ ଭାଗ୍ୟ ପରିବର୍ତନ ହେବାନ ଆପଣ ଦେଖିବେ ।

ଯେଉଁ ମାନେ ନିଶାଦ୍ରବ୍ୟ ଆଦି ଖାଉଛନ୍ତି ତାଙ୍କ ସାଙ୍ଗ ଆପଣ ଏହି ସମୟରେ ଛାଡି ଦେବା ଉଚିତ । ମାତା ଲକ୍ଷ୍ମୀଙ୍କ କୃପାର ମଧ୍ୟ ଆପଣଙ୍କର ଧନରେ କେବେ କମିବ ନାହିଁ । ଆପଣ ଏହି ସମୟରେ ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆପଣ ଆରମ୍ଭ କରିପାରିବେ । ନିଜ ପାଇଁ ବହୁତ ଲାଭ ଦାୟକ ହେବ । ନିଜ ରାଗ ଉପରେ ନିୟତ୍ରଣ ରଖନ୍ତୁ । ଏହି ସମୟରେ ଆପଣ କରଜ ମୁକ୍ତ ମଧ୍ୟ ହୋଇଯିବେ । ଯେଉଁ ରାଶିଙ୍କର ଭଲ ହେବାକୁ ଯାଉଛି ସେମାନେ ହେଉଛନ୍ତି ସିଂହ, କନ୍ୟା, ତୁଳା, ମେଷ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।