ଏହି ୪ ଟି ରାଶିମାନେ ଜୀବନରେ ସହିଥାନ୍ତି ସବୁଠୁ ଅଧିକ ଦୁଃଖ, ଭାଗ୍ୟ ବି ଦେଇ ନ ଥାଏ ଏମାନଙ୍କ ସାଥ

ଦୁଖ ଏକ ଏମିତି ଜିନିଷ ଅଟେ ଯାହାକୁ ସମସ୍ତେ ନିଜର ପିଛା ଛଡାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଭାଗ୍ୟ ଏତେ ଖରାପ ଅଟେ କି ଯେତେ ଚେଷ୍ଟା କରିଲେ ବି ଏହା ଆମ ଜୀବନ ସାମନାକୁ ଚାଲି ଆସେ । ଯେତେବେଳେ ବି ଜୀବନରେ ଖୁସି ଆସେ ତେବେ ତାହା ଅଧିକ ଦିନ ପର୍ଯ୍ୟନ୍ତ ରହି ପାରେ ନାହିଁ । ଏହାର ଏକ କାରଣ ଅଟେ ଆପଣଙ୍କର ରାଶି । ଏହା ସହିତ ଜଡିତ ଗ୍ରହ ନକ୍ଷତ୍ର ସବୁବେବେଳ ଏମିତି ଏକ ପୋଜିସନରେ ରହେ ଯାହା କି ଏକ ନେଗେଟିବ ପ୍ରଭାବ ଉତ୍ପନ୍ନ କରିଥାଏ । ଏହା ଆପଣଙ୍କର ଭାଗ୍ୟକୁ କମଜୋର ଏବଂ ଦୁର୍ଭାଗ୍ୟକୁ ପ୍ରବଳ କରିଦେଇଥାଏ ।

ମେଷ ରାଶି

Image courtesy: Google

ଏହି ରାଶିର ଲୋକମାନଙ୍କ ଜୀବନରେ ଅଧିକ ଦିନ ପର୍ଯ୍ୟନ୍ତ ଖୁସି ରୁହେ ନାହିଁ । ଏମାନଙ୍କର ଗୋଟିଏ ସମସ୍ୟା ଶେଷ ହେବା ମାତ୍ରେ ହିଁ ଅନ୍ୟ ଏକ ସମସ୍ୟା ଚାଲି ଆସେ । ଦୁଖ ଏହି ରାଶିମାନଙ୍କର ଜାତକରେ ବସି ରହିଥାନ୍ତି । ଏହି ଦୁଖକୁ ଦୂର କରିବା ପାଇଁ ଆପଣ ସବୁ ବୁଧବାର ଦିନ ଗଣେଶଙ୍କୁ ପ୍ରସାଦ ଚଢାନ୍ତୁ । ଏବଂ ପ୍ରସାଦକୁ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଭାଗ୍ୟ ଉଦୟ ହେବ ।

କର୍କଟ ରାଶି

Image courtesy: Google

ଏହି ରାଶିର ଲୋକମାନେ ନିଜର ଦୁର୍ଭାଗ୍ୟ ଉପରେ ସବୁବେଳେ ଚିନ୍ତିତ ରହିଥାନ୍ତି । ଏମାନଙ୍କୁ ଯେଉଁ କଥା ପ୍ରତି ଡର ଥାଏ ପ୍ରାୟତଃ ତାହା ହିଁ ଏମାନଙ୍କ ସାମନାକୁ ଆସିଯାଏ । ଏମାନଙ୍କର ସମସ୍ତ କାମରେ ଦୁର୍ଭାଗ୍ୟ ବାଧା ଦେଇଥାଏ । ଏହି ରାଶିର ଲୋକମାନେ ସବୁ ଶନିବାର ଦିନ ବଜରଙ୍ଗବଳିଙ୍କୁ ତେଲର ଦୀପ ଲଗାଇ ହନୁମାନଙ୍କର ଚାଳିଶା ପାଠ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ଦୁଖ ଦୂର ହୋଇଯିବ ।

କୁମ୍ଭ ରାଶି

Image courtesy: Google

ଏହି ରାଶିର ଜାତକମାନଙ୍କର ଜୀବନରେ ଦୁଖ ସବୁବେଳେ ଥାଏ । ଜୀବନ ଏମାନଙ୍କୁ ବହୁତ ନଚାଇ ଥାଏ । ଏମାନେ ଜୀବନରେ ଖୁସିରେ ରହିବାକୁ ଭରପୁର ଚେଷ୍ଟା କରନ୍ତି କିନ୍ତୁ ଅବସ୍ଥା କିଛି ଏମିତି ହୋଇଯାଏ କି ସ୍ଥିତି କଣ୍ଟ୍ରୋଲରୁ ବାହାରକୁ ଚାଲିଯାଏ । ନିଜ ଜୀବନରେ ଖୁସି ଆଣିବା ପାଇଁ ଏମାନଙ୍କୁ ପ୍ରତି ଗୁରୁବାର ଗାଈଙ୍କୁ ଘିଅ ସହିତ ରୁଟି ଏବଂ ଗୁଡ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।

ମୀନ ରାଶି

Image courtesy: Google

ଏହି ରାଶିର ଲୋକମାନେ କେବେ ବି ନିଜ ଜୀବନରେ ଶାନ୍ତିରେ ରହି ପାରିବେ ନାହିଁ । ଏମାନଙ୍କର ଜୀବନରେ ସବୁବେଳେ କିଛି ନା କିଛି ଚାଲି ଥାଏ ଯାହାକି ଏମାନଙ୍କୁ ଶାନ୍ତିରେ ରଖିବାକୁ ଦିଏ ନାହିଁ । କେବେ କେବେ ଏମାନଙ୍କୁ ନିଜ ଜୀବନ ପ୍ରତି ଘୃଣା ବି ଚାଲିଆସେ । ଏହି ଲୋକମାନଙ୍କୁ ନିଜ ଜୀବନରେ ଶାନ୍ତି ପ୍ରାପ୍ତ କରିବା ପାଇଁ ପ୍ରତି ସୋମବାର ଶିବଙ୍କୁ ପାଣି ଚଢାନ୍ତୁ ଏବଂ ତାଙ୍କ ନାମର ବ୍ରତ ବି କରିବା ଦରକାର । ଯଦି ଆପଣଙ୍କୁ ଏହି ସୂଚନା ପସନ୍ଦ ଆସିଛି ତେବ ଅନ୍ୟ ବ୍ୟକ୍ତିମାନଙ୍କ ସହ ଏହାକୁ ଶେୟାର କରନ୍ତୁ । ଯାହା ଦ୍ଵାରା ସମସ୍ତେ ଏହି ଉପାୟକୁ କରି ନିଜ ଜୀବନର ସମସ୍ତ ଦୁଖ ବ୍ୟଥାକୁ କମ କରି ପାରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।