ଏହି 4 ନାମର ଝିଅଙ୍କୁ ମିଳିଥାଏ ସବୁଠୁ ସୁନ୍ଦର ସ୍ଵାମୀ -Jyotish Shastra  

ପ୍ରତ୍ୟେକ ଝିଅ ର ଜୀବନ ରେ ନିଜ ବିବାହ କୁ ନେଇ ବହୁତ କିଛି ସ୍ବପ୍ନ ରହିଥାଏ ଏବଂ ପ୍ରତ୍ୟେକ ଝିଅ ପାଇଁ ବିବାହ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁଠାରୁ ଖୁସି ର କଥା । ସବୁ ଝିଅ ନିଜ ମନରେ ଏହି ବିଷୟକୁ ନେଇ ଅନେକ ଆଶା ସଂଚାର କରି ରଖିଥାନ୍ତି ଏବଂ ପ୍ରତ୍ୟେକ ଝିଅ ଚାହାନ୍ତି ଯେ, ସେ ଯେଉଁ ପୁଅ କୁ ବିବାହ କରିବେ ସେ ଦେଖିବାକୁ ବହୁତ ସୁନ୍ଦର ହୋଇଥାଉ ଏବଂ ଏହା ସହିତ ଜ୍ଞାନୀ ଗୁଣୀ ମଧ୍ୟ ହୋଇଥାନ୍ତି । କିଛି ଏପରି ଝିଅ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସେ ତାଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଦୁନିଆ ର ସବୁ ଖୁସି ତାଙ୍କୁ ପ୍ରଦାନ କରିଥାନ୍ତି ।

ତାଙ୍କ ବୈବାହିକ ଜୀବନ ସୁଖ ଓ ଶାନ୍ତି ରେ ଅତିବାହିତ ହୋଇଥାଏ । କିନ୍ତୁ ରାଶି ଅନୁସାରେ ଏଭଳି ୪ଟି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅ ଅଛନ୍ତି ସେମାନଙ୍କ ସ୍ୱାମୀ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୪ଟି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅ ମାନଙ୍କ ସମ୍ବନ୍ଧରେ ।

୧) ପ୍ରଥମ ଅକ୍ଷର ଟି ହେଉଛି ‘S’ । ଏହି ଅକ୍ଷରରୁ ଯେଉଁ ଝିଅ ଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ୱାମୀ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏହାସହିତ ସେମାନେ ସର୍ବଦା ନିଜ ଜୀବନ ସାଥି ର କଥା କୁ ମାନିଥାନ୍ତି ଏବଂ ତାଙ୍କର କୌଣସି କଥା କୁ ଅଣଦେଖା କରନ୍ତି ନାହିଁ ଏବଂ ତାଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ ।

୨) ଦ୍ଵିତୀୟ ଅକ୍ଷର ଟି ହେଉଛି ‘M’ । ଏହି ଅକ୍ଷରରୁ ଯେଉଁ ଝିଅ ଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ୱାମୀ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି । ଏହି ନାମ ର ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ନିଜ ଭାଗ୍ୟ ବଳ ରେ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବା ସ୍ୱାମୀ ମିଳିଥାନ୍ତି ।

 

୩) ତୃତୀୟ ଅକ୍ଷରଟି ହେଉଛି ‘A’ । ଏହି ଅକ୍ଷରରୁ ଯେଉଁ ଝିଅ ମାନଙ୍କ ନାମ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କ ସ୍ୱାମୀ ଦେଖିବାକୁ ବହୁତ ସୁନ୍ଦର ଏବଂ ସ୍ମାର୍ଟ ହୋଇଥାନ୍ତି । ସେ ସବୁ ସମୟରେ ଯେ କୌଣସି ପରିସ୍ଥିତିରେ ତାଙ୍କ ସାଥ ଦେଇଥାନ୍ତି ଏବଂ କେବେବି କୌଣସି ଅସୁବିଧା ହେବାକୁ ଦେଇ ନଥାନ୍ତି ।

୪) ଚତୁର୍ଥ ଅକ୍ଷର ଟି ହେଉଛି ‘P’ । ଏହି ଅକ୍ଷରରୁ ଯେଉଁ ଝିଅ ମାନଙ୍କ ନାମ ଆରମ୍ଭ ହୋଇଥାଏ ତାଙ୍କ ସ୍ୱାମୀ ବହୁତ ହାଣ୍ଡସମ ହୋଇଥାନ୍ତି ଏବଂ ସବୁବେଳେ ତାଙ୍କର ଯତ୍ନ ନେଇଥାନ୍ତି ଏବଂ ଏହାସହିତ କେବେବି ନିଜ ଜୀବନ ସାଥି କୁ ଏକୁଟିଆ ରହିବାକୁ ଦିଅନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।