ଚପଲରେ କ୍ୟାମେରା ଫିଟ କରି ବନଉଥିଲା ଝିଅମାନଙ୍କର ସ୍କର୍ଟ ଭିତରର ଭିଡିଓ, ଆଉ ତା ପରେ…

ଜଣେ ବ୍ୟକ୍ତି କେତେ ତଳକୁ ଖସି ପାରିବ ଏହି କଥାର ଅନ୍ଦାଜ ଆପଣ କେରଳରେ ରହୁଥିବା ଏହି ବ୍ୟକ୍ତିର କାମକୁ ଦେଖି ଲଗାଇ ପାରିବେ । କେରଳରେ ରହୁଥିବା ବୈଜୂ ନାମକ ଏକ ବ୍ୟକ୍ତି ନିଜ ଚପଲ ରେ ହିଡେନ କ୍ୟାମେରା ଲଗାଇ ସ୍କୁଲ ଛାତ୍ରୀ ମାନଙ୍କର ସ୍କର୍ଟ ତଳର ଭିଡିଓ କରୁଥିଲା । ଆସନ୍ତୁ ଜାଣିବା ମାମଲାକୁ ବିସ୍ତାର ରୂପରେ ।

କହିବାକୁ ଗଲେ କେରଳର ଥ୍ରୀସୁର ଜିଲ୍ଲାରେ ସ୍କୁଲ ଆର୍ଟ ଫେସ୍ଟିବଲ ‘Kerala Kalolsavam‘ ର ଆୟୋଜନ କରାଯାଇଥିଲା । ଏହି ଫେସ୍ଟିବଲରେ ବୈଜୂ ନାମକ ଏକ ବ୍ୟକ୍ତି ବି ଆସିଥିଲା । ଏହି ବ୍ୟକ୍ତି ନିଜ ଚପଲ ରେ ହିଡେନ କ୍ୟାମେରା ଲୁଚାଇ ଫେସ୍ଟିବଲରେ ଭାଗ ନେବାକୁ ଆସିଥିବା ଛାତ୍ରୀ ଓ ମହିଳାମାନଙ୍କର ଡ୍ରେସ ତଳର ଭିଡିଓ କରୁଥିଲା ।

ଏହା ପରେ ସେଠିକାର ପୋଲିସଙ୍କୁ ବୈଜୂର ବ୍ୟବହାରରେ କିଛି ଭିନ୍ନ ନଜର ଆସିଲା ତେବେ ସେମାନେ ତାକୁ ଧରି ପଚରା ଉଚରା କରିବାକୁ ଲାଗିଲେ । ଯେତେବେଳେ ପୋଲିସ ବୈଜୂର ତଲାଶୀ ନେଲେ ତେବେ ତାଙ୍କ ହାତରେ କିଛି ଏମିତି ଜିନିଷ ଲାଗିଲା ଯାହାକୁ ଦେଖି ସେମାନଙ୍କର ହୋସ ଉଡିଗଲା । ବୈଜୂ ନିଜର ଚପଲର ଉପର ଭାଗରେ କଣା କରି ଗୋଟିଏ  ମୋବାଇଲକୁ ଚପଲ ଭିତରେ ରଖିଥିଲା ।

ଏହି ମୋବାଇଲ ଏହିଭଳି ପୋଜିଶନରେ ଥିଲା କି ତାହାର କ୍ୟାମେରା ଚପଲ ର କଣାରୁ ଦେଖା ଯାଉଥିଲା । ଏହି କ୍ୟାମେରା ସାହାର୍ଯ୍ୟରେ ସେ ମହିଳାମାନଙ୍କର ପର୍ସନଲ ଭିଡିଓ କରୁଥିଲା ।

ବୈଜୂ ଏହି ମୋବାଇଲକୁ ଏକ ଷ୍ଟିଲ ର କେସ ଭିତରେ ରଖି ଥିଲା । ଯାହା ଦ୍ଵାରା କେହି ଭୁଲରେ ଚପଲରେ ଗୋଡ ରଖି ଦେଲେ ମଧ୍ୟ ତାହାର କ୍ୟାମେରା ଖରାପ ହେବ ନାହିଁ । ଏତିକି ନୁହେଁ ମୋବାଇଲର ବ୍ୟାଟେରୀ ଶେଷ ହୋଇଗଲେ ମଧ୍ୟ ତାହା ପାଖରେ ଏକ ବ୍ୟାକଅପ ମୋବାଇଲ ବ୍ୟାଟେରୀ ବି ଥିଲା ।

ବୈଜୂ ଏହି ହିଡେନ କ୍ୟାମେରା ବାଲା ଚପଲ କୁ ନେଇ ଭିଡ ମଧ୍ୟରେ ପଶି ଯାଉଥିଲା । ଚପଲ କୁ ଝିଅମାନଙ୍କର ସ୍କର୍ଟ ତଳେ ରଖି ସେମାନଙ୍କର ପର୍ଶନାଲ ଭିଡିଓ କରୁଥିଲା । ବେଳେ ବେଳେ ସେ ଚପଲ କୁ ସ୍କର୍ଟ ତଳେ ରଖି ଦୂରରେ ଛିଡା ହୋଇ ଦୃଶ୍ୟ ଦେଖୁଥିଲା । ଆପଣଙ୍କୁ କହିଦେଉଛୁ କି ବୈଜୂ ଏହି ଫେସ୍ଟିବଲ ଛଡା ଅନ୍ୟ କେତେ ଥର ବି ଏହିଭଳି ଭିଡିଓ କରିଛି । ଲାଜ୍ୟାଜନକ କଥା ଏହା ଅଟେ କି  ବୈଜୂ ଭଳି ଯୁବକ କୌଣସି କାମ କିମ୍ବା ଆବିଷ୍କାର କରିବା ବଦଳରେ ଏହିଭଳି ଖରାପ କାମ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।