ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ବଡ ଖବର ଚନ୍ଦ୍ର ରେ ଚାଲିଲା ରୋଭର । ଲ୍ୟାଣ୍ଡର ରୁ ବାହାରିବା ପରେ ଚନ୍ଦ୍ର ପୃଷ୍ଠ ରେ ଚାଲିଲା ରୋଭର । ଚନ୍ଦ୍ର ପୃଷ୍ଠ ରେ ଚାଲିବ ଏ ନେଇ ସୂଚନା ମିଳିଛି । ଇସ୍ରୋ ପକ୍ଷରୁ କାଲି ଯେମିତି ସଫଳତା ର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ ଚନ୍ଦ୍ର ପ୍ରୁଷ୍ଠ ରେ କରୁଥିଲା ଓ ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିଲା । 4 ଚକିଆ ଲ୍ୟାଣ୍ଡର ଚନ୍ଦ୍ର ର ଦକ୍ଷିଣ ମେରୁ ରେ ଅବତରଣ କରି 6 ଟିକିଆ ରୋଭର ପ୍ରକ୍ରିୟା କୁ ନିୟୋଜିତ କରିବାର କ୍ଷମତା ରଖିଛି ।
ଏହା ଚନ୍ଦ୍ର ରେ ବୁଲିବା ସହ ରାସାୟନିକ ବିଶ୍ଳେଷଣ ମଧ୍ୟ କରିବ । ଇସ୍ରୋ ର ସୂଚନା ଅନୁଯାୟୀ ଲ୍ୟାଣ୍ଡର ରୁ ବାହାରିଛି ବିକ୍ରମ ରୁ ଲ୍ୟାଣ୍ଡର ରୋଭର । ଅଲଗା ହୋଇଛି ଲ୍ୟାଣ୍ଡର ପ୍ରଜ୍ଞାନ ରୋଭର । ମିସନ-3 କୁ ନେଇ ଇସ୍ରୋ ର ଏହା ଟ୍ବିଟ କରା ଯାଇଛି । ପରବର୍ତ୍ତୀ ସମୟରେ ଚନ୍ଦ୍ର ରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ରୋଭର । ବିଶେଷ କରି ଚନ୍ଦ୍ର ରେ ଥିବା ରାସାନିୟକ ପଦାର୍ଥର ମାତ୍ରା ଓ ଗୁଣବାର୍ତ୍ତା ଯାଞ୍ଚ କରିବ ରୋଭର ।
ଚନ୍ଦ୍ର ରେ ମହଜୁଦ ଥିବା ଖଣିଜ ପଦାର୍ଥ ର ସନ୍ଧାନ କରିବ । ଅନେକ ତଥ୍ୟ ବୈଜ୍ଞାନିକଙ୍କୁ ଦେବ ରୋଭର ପ୍ରଜ୍ଞାନ ଯାହା ବର୍ତ୍ତମାନ ର ବଡ ଖବର । ଗତ କାଲି ଜେଭଳି ଇତିହାସ ରହିଛି ଭାରତ ଓ ଚନ୍ଦ୍ରପୃଷ୍ଠ ର ଦକ୍ଷିଣ ମେରୁ ରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ସଫଳ ହୋଇଥିଲା ଲ୍ୟାଣ୍ଡର । ଲ୍ୟାଣ୍ଡର ରୁ ବାହାରିବା ପରେ ନିଜର କାମ ଆରମ୍ଭ କରିଛି ରୋଭର ।
ଚନ୍ଦ୍ରରେ କେଉଁ ଉପାଦାନ ରହିଛି, ମ୍ୟାଗ୍ନେସିୟମ, ଆଲୁମିନିୟମ, ପୋଟାସିୟମ, ସିଲିକନ ଭଳି ଲୌହ ର ସନ୍ଧାନ କରିବ ପ୍ରଜ୍ଞାନ ରୋଭର ଓ ବିକ୍ରମ । କାଲି ଦେଶବାସୀ ଙ୍କ ପାଇଁ ଗୌରବର ମୁହୁର୍ତ୍ତ ଥିଲା ଯେତେବେଳେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଥିଲା ଲ୍ୟାଣ୍ଡର । ଆଜି ଚନ୍ଦ୍ର ରେ ଚାଲିଛି ରୋଭର । 14 ଦିନ ଯାଏଁ ରୋଭର ଚନ୍ଦ୍ର ପୃଷ୍ଠ ରେ ଚାଲିବ । ସମସ୍ତ ତଥ୍ୟ ସଂଗ୍ରହ କରିବ ।
ଚନ୍ଦ୍ରରେ 14 ଦିନ ଗୋଟିଏ ଦିନ ସହ ସମାନ ହୋଇଥାଏ । ନୂଆ ନୂଆ ଫୋଟୋ ମଧ୍ୟ ଆସିବାର ଅପେକ୍ଷା ରହିଛି ଯାହା ଇସ୍ରୋ ସୂଚନା ଦେଇଛି । ଗତ କାଲି ଗୋଟେ ଫୋଟୋ ମଧ୍ୟ ଆସିଥିଲା ଯାହା ଇସ୍ରୋ ଭାଇରାଲ କରିଥିଲା । ଏହା ପ୍ରଥମ ରୋଭର ଯାହା ପ୍ରାକୃତିକ ଉପାୟ ରେ ଚନ୍ଦ୍ରରେ ପହଞ୍ଚିବା ପରେ ରୋଭର ପ୍ରଜ୍ଞାନ ର କାମ ଆଗକୁ ରହୁଛି ।
ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି 6 ଚକିଆ ରୋଭର ପ୍ରଜ୍ଞାନ କୁ ନିୟନ୍ତ୍ରିତ କରିବାର କ୍ଷମତା ରହିଛି । ଚନ୍ଦ୍ର ପୃଷ୍ଠ ରେ ପରୀକ୍ଷଣ କରିବା ପାଇଁ ଲ୍ୟାଣ୍ଡର ଓ ରୋଭର ପାଖରେ ବୈଜ୍ଞାନିକ ଫେଲୁୟର ମଧ୍ୟ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।