ଚନ୍ଦ୍ରରୁ ଫେରିବା ପୂର୍ବରୁ ନିଲ ଆର୍ମଷ୍ଟ୍ରଙ୍ଗ ସାମ୍ନାକୁ ଆସିଯାଇଥିଲା ଏଲିୟନ, କହିଥିଲେ କିଛି ଏମିତି କଥା !

ନୀଲ ଆର୍ମଷ୍ଟ୍ରାଙ୍ଗ ହୋଇଥିଲେ ଏଲିୟନ ସହ କଥା । ଚନ୍ଦ୍ରରୁ ଫେରିବା ପୂର୍ବରୁ ତାଙ୍କ ସାମ୍ନା କୁ ଆସି ଯାଇଥିଲା ଏଲିୟନ । ମରୁ ମରୁ ବଞ୍ଚିଗଲେ ଆଉ କହିଲେ ଆଉ ଯିବୀ ନାହିଁ ଚନ୍ଦ୍ର ପୃଷ୍ଠ କୁ । ହଁ ଦର୍ଶକ ବନ୍ଧୁ ଆମେରିକାର ନାସା ଯିଏ ଆପୋଲୋ-11 ରୁ ଡ଼ିଲିଟ କରିଛି ଏଲିୟନ କୁ ନେଇ ତଥ୍ୟ । ଏଥିରେ ରେକର୍ଡ ହୋଇଥିଲା ନୀଲ ଆର୍ମଷ୍ଟ୍ରଙ୍ଗ ଓ ଏଲିୟନ ଙ୍କ ମାଧରେ ହୋଇଥିବା ବାର୍ତ୍ତାଳାପ ।

ଯାହାକୁ ସବୁ ଦିନ ପାଇଁ ଲୁଚାଇ ଦେଇଛି ନାସା ସଂସ୍ଥା । ଆଉ ବୋଧ ହୁଏ ସେଥିପାଇଁ ଚନ୍ଦ୍ର କୁ କରୁନି ଯାତ୍ରା ଆମେରିକା । ପ୍ରଥମେ ଆମେରିକା ଚନ୍ଦ୍ର ପୃଷ୍ଠ କୁ ମଣିଷକୁ ନେଇ ଯିବାରେ ସଫଳ ହୋଇଥିଲା । ଏହି ମିସନରେ ସାମିଲ ହୋଇଥିଲେ ଏରୋନେଟିକାଲ ଇଞ୍ଜିନିୟର ନୀଲ ଆର୍ମଷ୍ଟ୍ରଙ୍ଗ ଓ ତାଙ୍କର 2 ଜଣ ସାଥି । 1969 ମସିହାରେ ପ୍ରଥମେ ନୀଲ ଆର୍ମଷ୍ଟ୍ରାଙ୍ଗ ଚନ୍ଦ୍ର ପ୍ରୁଷ୍ଠ ରେ ପାଦ ଦେଇଥିଲେ ।

ଆପୋଲୋ-11 ହେଉଛି ସେହି ସ୍ପେସ କ୍ରାଫ୍ଟ ଯିଏ ପ୍ରଥମ ଥର ପାଇଁ ଚନ୍ଦ୍ର କୁ ଯାତ୍ରା କରିଥିଲା । ଚନ୍ଦ୍ର ରେ ଅଓହାଇଲା ପରେ ନୀଲ ବିଭିନ୍ନ ଦିଗକୁ ଯାଇ ଅନୁସନ୍ଧାନ କରିଥିଲେ । ମାଟି ଠାରୁ ଆରମ୍ଭ କରି ଚନ୍ଦ୍ରରେ ପାଣି ରହିଛି କି ନାହିଁ ତାହାର ସତ୍ୟତା ଖୋଜିଥିଲେ ନୀଲ । ନଦୀ ଭଳି ଶୁଖିଲା ଧାରା ତାଙ୍କୁ ମିଳିଥିବା ବେଳେ ପାଣି ବିଷୟରେ କିଛି ସତ୍ୟତା ନ ଥିଲା ।

ସେଠାରେ ମାଟି ନେଇ ନୀଳ ପୃଥିବୀ ପୃଷ୍ଠ କୁ ଆସିଥିଲେ । କିନ୍ତୁ ନୀଲ ଙ୍କ ଆସିବାର କିଛି ସମୟ ପୂର୍ବରୁ ସେତେବେଳେ ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା ଯାହାକୁ ନାସ ପୁରା ବିଶ୍ଵ କୁ ଲୁଚାଇ ଥିବା ଏବେ ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି କି ଏଲିୟନ ସହ କଥା ହୋଇଥିଲେ ନୀଳ ଆର୍ମଷ୍ଟ୍ରଙ୍ଗ । ପୃଥିବୀ କୁ ଫେରିବା ସମୟରେ ତାଙ୍କର ଏଲିୟନ ମାନଙ୍କ ସହ ଦେଖା ହୋଇଥିଲା ।

ଆର୍ମଷ୍ଟ୍ରଙ୍ଗ ବୋଟ ପଠାଇବା ସହ ଏଲିୟନ ମାନଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ କଥା ହୋଇପାରି ନ ଥିଲେ । ଯେଉଁ ସମୟରେ ନାସା ଓ ଆପୋଲୋ-11 ମଧ୍ୟରେ ସମ୍ପର୍କ ବିଚନ୍ନା ହୋଇଥିଲା । ନାସା ଭାବି ସାରିଥିଲା କି ନୀଲ ଆର୍ମଷ୍ଟ୍ରଙ୍ଗ ଆଉ ବଞ୍ଚି ନାହିଁ । ତେଣୁ ନାସା ନୀଳ ଆର୍ମଷ୍ଟ୍ରଙ୍ଗ ଙ୍କୁ ନେଇ ଏକ ଶ୍ରଦ୍ଧାଞ୍ଜଳି ଚିଠି ଲେଖିଥିଲା ଆହକୁ ସେତେବେଳେ ପ୍ରେସିଡେନ୍ଟ ରିଚାର୍ଟ ନେସନ ପଢିଥାନ୍ତେ ।

ହେଲେ ହଠାତ ନାସା କୁ ମ୍ଯାସେଜ ଆସିଥିଲା କି ନୀଳ ଆର୍ମଷ୍ଟ୍ରଙ୍ଗ ପୃଥିବୀ କୁ ଲ୍ୟାଣ୍ଡ କରୁଇଛନ୍ତି । ହେଲେ ଏହି ସବୁ ଆପୋଲୋ-11 ରେ ରେକର୍ଡ ହୋଇଥିଲା । ଯାହାକୁ ପୃଥିବୀ ରେ ପହଞ୍ଚିବା ପରେ ଡ଼ିଲିଟ କରି ଦେଇଥିଲା ନାସା । ଏଭଳି ରହସ୍ୟକୁ ନାସା ପଦ କୁ ଆସିବାକୁ ଦେଇ ନ ଥିଲା । ବୋଧ ହୁଏ ଏହି କଥାକୁ ସମଙ୍କୁ ଆସିଲେ ପୃଥିବୀର କ୍ଷତି ହୋଇପାରେ ବୋଲି ନାସା ଭାବିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।