26 ମେ 2021, ଚନ୍ଦ୍ର ଗ୍ରହଣ, କଣ ଏହା ସାରା ଓଡିଶାରେ ଦେଖାଦେବ ? ଜାଣନ୍ତୁ କେତେବେଳେ ହେବ ହାଣ୍ଡିଛାଡ ?

୨୦୨୧ ର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହି ସମୟରେ ଆପଣ କିଭଳି ରହିବେ ଏହା ଓଡିଶାରେ ଦେଖା ଜୀବ କି ନା ? କେଉଁ ସମୟର ମଧ୍ୟରେ ଏହା ଲାଗିବ ? କେଉଁ ସମୟରେ ଆପଣ ଏହାକୁ ପାଳିବେ କି ନା ?

ଏହି ସବୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଏହି ବର୍ଷ ୨ ଟି ଚନ୍ଦ୍ର ଗ୍ରହଣ ଓ ୨ ସୂର୍ଯ୍ୟ ପରାଗ ହେବାକୁ ଯାଉଛି , ବର୍ଷ ଆରମ୍ଭରେ ଏହା ପଡୁଛି ଏହି ମାସ ମାନେ ମେ ମାସ ୨୬ ତାରିଖରେ ଏହା ପଡୁଛି ।  ଏହା ବୁଧ ପୁର୍ନିମା ରେ ହେବାକୁ ଯାଉଛି । ଏହା ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ । ଏହା ଦିନ ୨.୧୭ ମିନିଟ ରେ ଲାଗିବାକୁ ଯାଉଛି ସଂଧ୍ୟା ରେ ୭.୨୧ ମିନିଟ ରେ ସେସ ହେବାକୁ ଯାଉଛି । ଏହା ମହା କାଶରେ ପ୍ରାୟ ୫.୨୩ ମିନିଟ ଯାଏ ଦ୍ରୁଶ୍ଯ ମାନ ହେବ ।

ଦିନ ୪.୪୮ ମିନିଟ ରେ ଏହା ଅଧିକ ହେବ ।  ସାଧାରଣତଃ ଗ୍ରହଣ ଲାଗିବାର ୯  ଘଣ୍ଟା ଆଗରୁ କିମ୍ବା ୩ ପ୍ରହାର ପୂର୍ବରୁ ଓ ପରାଗ ଲାଗିବାର ୧୨ ଘଣ୍ଟା କିମ୍ବା ୪ ପ୍ରହର ଆଗରୁ ହାଣ୍ଡି ଛାଡ କରାଯାଏ । ଏବେ ଯେହେତୁ ଏହା ଚନ୍ଦ୍ର ଗ୍ରହଣ ହେବ ୯ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ ହେବ । ଏହା ଦିନ ସମୟରେ ଲାଗୁଥିବା ରୁ ଏହା ଦକ୍ଷିଣ ଓ ଉତ୍ତର ଆମେକରିକା ସହ ଦକ୍ଷିଣ ଆଫ୍ରିକା ଓ ସାଉଦି ଆରବରେ ଦେଖାଯିବ ।

ଏହା ଓଡିଶାରେ ଦେଖାଯିବନି । ଏହା ଭାରତର ଉତ୍ତର ପୂର୍ବ ରାଜ୍ୟ ମାନଙ୍କରେ କିଛି ସମୟ ପାଇଁ ହେବ ଦ୍ରୁଶ୍ଯ ମାନ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହେଉଥିବାରୁ ଏହାର ହାଣ୍ଡି ଛାଡ ହେବା ନିଷେଧ ହେବ । କୁହା ଯାଏ କି ଯାହାକୁ ଆମେ ଖାଲି ଆଖିରେ ଦେଖି ପାରୁ ସେହି ଭଳି ଗ୍ରହଣ ର ହାଣ୍ଡି ଛାଡ ହୁଏ।

ତେଣୁ ଏହି ଚନ୍ଦ୍ର ଗ୍ରହଣ ଖାଲି  ଆଖିରେ ଦେଖା ଯାଏନି । ଗ୍ରହଣ ସେତେବେଳେ ଲାଗିଥାଏ ଯେତେବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଆସି ଥାଏ । ଏହା ସମ୍ପୂର୍ଣ ଭାବେ ଏକ ସରଲ ରେଖାରେ ରହୁଥିବା ସମୟରେ ଗ୍ରହଣ ଲାଗି ଥାଏ ବୋଲି କୁହା ଯାଏ । ମାତ୍ର ଏଥର ଏହା ସୂର୍ଯ୍ୟ ସାମନାକୁ ଆସିବା ଆଗରୁ ଏହା ପୃଥିବୀର ଛାୟା ମଧ୍ୟରେ ପଶି ଯାଇଥିବା ତେଣୁ ଏହାକୁ ଉପଛାୟା ଚନ୍ଦ୍ରଗ୍ରହଣ କୁହାଯାଏ ।

ଅନେକ ସମୟରେ ଏଭଳି ହୋଇ ଥାଏ କି ଚନ୍ଦ୍ର କିଛି ସମୟ ପାଇଁ ପୃଥିବୀ ର ଛାୟା ଭିତରେ ଆସି ପୁଣି ଏହା ଫେରି ଯାଇ ଥାଏ । ଏଭଳି ହେବା ଦ୍ଵାରା ଏହା ପାଉଁସୀୟା ଦେଖା ଯାଇଥାଏ । ଏହା ସମ୍ପୂର୍ଣ ଅନ୍ଧାର ଦେଖା ଯାଏନି । ଏହା ପାଇଁ ଦେବ ନୀତି କିମ୍ବା ହାଣ୍ଡି ଛାଡ ହେବନି ଏଥର ଗ୍ରହଣ ସମୟରେ।  ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗିଲେ ଏହି ପେଜକୁ ଏକେ ଲାଇକ କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ