Chanakya Neeti- କେବେବି ଅଲଗା ହୁଅନ୍ତି ନାହିଁ ଏହି ୫ ଟି ନାମର ଯୋଡି

ମନୁଷ୍ୟ ତାର ଜୀବନରେ ସବୁ ବେଳେ ଏକ ଭଲ ଜୀବନ ସାଥି ଆବଶ୍ୟକ କରିଥାଏ କିନ୍ତୁ ବର୍ତମାନ ଜୀବନ ଶୈଳୀରେ ଭଲ ଜୀବନ ସାଥି ମିଳିବ କଷ୍ଟ କର ହୋଇଥାଏ । କାରଣ ଆଜି କାଲୀ ପ୍ରେମର ଅର୍ଥ ବଦଳି ଯାଇଛି । ଏହି ବିଷୟରେ ଜୋତିଶ ଶାସ୍ତ୍ରଙ୍କ ମତ କଣ ଆସନ୍ତୁ ଜାଣିବା । କୁହାଯାଏ ସ୍ଵାମୀ ସ୍ତ୍ରୀଙ୍କ ଯୋଡି ଭଗବାନ ତିଆରିକରି ପଠାଇଥାନ୍ତି । କିନ୍ତୁ ମଣିଷକୁ ଏହି ସମ୍ପର୍କ କୁ ତୁଲାଇବାକୁ ପଡିଥାଏ । ଜୋତିଶ ଶାସ୍ତ୍ର ଅନୁସାରେ ଏମିତି କିଛି ନାମର ଯୋଡି ଅଛନ୍ତି କି ସେମାନେ ଜୀବନ ସାରା ପରସ୍ପର ସହିତ ରହିଥାନ୍ତି ଏବଂ ଏହି ନାମର ଯୋଡି ଭଲ ଦମ୍ପତି ହୋଇଥାନ୍ତି । ଆସନ୍ତୁ ଜାଣିବା ଏହି ଯୋଡ଼ିଙ୍କ ବିଷୟରେ ।

୧ – H ଓ J ନାମ ବାଲା ଯୋଡି

ଏହି ଯୋଡି ନିଜ ପାର୍ଟନର ଉପରେ ବହୁତ ବିଶ୍ଵାସ କରନ୍ତି । ଏମାନଙ୍କ  ମନ ଧ୍ୟାନରେ ସବୁ ପ୍ରେମ ଭାବନା ଥାଏ ଓ ଝଗଡାର ସ୍ଥିତି ବହୁତ କମ ଥାଏ । ଏମାନଙ୍କ ମନଧ୍ୟାନରେ ଭଲ ବୁଝା ମଣା ଥାଏ । ଏମାନେ ସବୁବେଳେ ଖୁସିରେ ରହିଥାନ୍ତି ।

୨ – A ଓ S ନାମ ବାଲା ଯୋଡି

ଏମାନେ ସବୁବେଳେ ଜୀବନ ସାରା ଉଭୟ ଉଭୟଙ୍କର ସାଥ ଦେଇଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ଉଦାରତା ଥାନ୍ତି । ସେଥିପାଇଁ ଜୀବନ ଥିବା ପର୍ଯ୍ୟନ୍ତ ଏମାନେ ସବୁ ବେଳେ ଏକାଠି ହୋଇ ରହିଥାନ୍ତି ।

୩ – B ଓ M ନାମ ବାଲା ଯୋଡି

ଏମାନେ କେବେ ବି ପରସ୍ପର ସହିତ ବିଶ୍ଵାସ ଘାତକତା କରନ୍ତି ନାହିଂ । ଏମାନଙ୍କର ସମ୍ପର୍କ ରେ ଦୃଢତା ଥାଏ । ପରସ୍ପର ସବୁ ମିଳି ମିଶି ରହିଥାନ୍ତି । ଏଥି ପାଇଁ ଏମାନେ ସବୁ ବେଳେ ଖୁସି ରେ ରହିଥାନ୍ତି ।

୪ -A ଓ T  ନାମ ବାଲା ଯୋଡି

ଏହି ନାମ ବାଲା ଯୋଡି ପ୍ରେମ କୁ ବହୁତ ମହତ୍ଵ ଦେଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କ ସବୁ ପରିସ୍ଥିତି ରେ ସାଥ ଦେଇଥାନ୍ତି । ଏହି ଯୋଡିମାଙ୍କ ଭିତରୁ ଯଦି ଜେନ କମଜୋର ହୋଇଯାଏ ତେବେ ଦୁଇଜଣଙ୍କ ମନଧ୍ୟା ରେ ଥିବା ପ୍ରେମ ଦୁଇଜଣଙ୍କୁ ଏକ ଶୁତ୍ର ରେ ବାନ୍ଧି ରଖୀ ଥାଏ । ଶେଠୀ ପାଇଁ ସବୁବେଳେ ଏମାନେ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି

୫ – R ଓ P  ନାମ ବାଲା ଯୋଡି

ଏହି ନାମ ବାଲା ଯୋଡି ନିଜ ପାର୍ଟନର ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଏମାଙ୍କ ମନ୍ଧ୍ୟ ରେ କୌଣସି ସନ୍ଧେହ ନଥାଏ  । ଏମାନେ କୌଣସି ପରିସ୍ଥିତି ରେ ନିଜ ର ହାତ ଛାଡନ୍ତି ନାହିଁ । ଏଥିପାଇଁ ଏମାନେ ସବୁ ବେଳେ ଖୁସିରେ ନିଜ ଜୀବନ ବିତାଇଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।