ଚଳିତ ବର୍ଷ ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍‌ରେ ଭାରତ ଏ ପର୍ଯ୍ୟନ୍ତ ୩୦୦ ରନ୍ ଛୁଇଁ ପାରି ନାହିଁ ଯାହାକୁ ନେଇ ଏବେ ଚିନ୍ତାରେ ଟିମ ଇଣ୍ଡିଆ…

6 ଥର ଜିତିବା ପରେ ମଧ୍ୟ ଭାରତୀୟ ଟିମ ଏବେ ଚିନ୍ତା ରେ । ବିଶ୍ଵକପରେ ଭାରତ ଏ ଯାଏଁ 300 ରନ ଛୁଇଁ ପାରିନି । ଚଳିତ ବର୍ଷ ବିଶ୍ଵକପ ରେ ଏ ଯାଏଁ ଭାରତ ଟିମ ଭଲ ପ୍ରଦର୍ଶନ କରିଛି । ଲଗାତାର ଭାବେ 6ଟି ମ୍ଯାଚ ମଧ୍ୟ ଜିତି ସାରିଛି ଟିମ ଇଣ୍ଡିଆ । ଗତ କାଲି ଇଂଲଣ୍ଡ ବିପକ୍ଷରେ ଭାରତ ବିଜୟୀ ହୋଇ ସେମି ଫାଇନାଲ ର ଦ୍ଵାରାଦେଶରେ ପହଞ୍ଚି ସାରିଛି । ଇଂଲଣ୍ଡ ବିପକ୍ଷ ମ୍ଯାଚରେ ଟିମ ଇଣ୍ଡିଆ ପାଇଁ ପ୍ରଥମ ଥର ପାଇଁ ଭୟ ର ସାମନା କରିବାକୁ ପଡିଥିଲା ଦର୍ଶକ ମାନଙ୍କୁ ।

ଆଗାମୀ ମ୍ଯାଚରେ ଅଧିନାୟକ ରୋହିତ ସର୍ମା ଙ୍କ ସହ ଟିମ କୁ ଏହାର ସମାଧାନ ଖୋଜିବାକୁ  ହେବ । ନ ହେଲେ ଭାରତ ପାଇଁ ସମସ୍ଯା ବଢିପାରେ । ICC ବିଶ୍ଵକପ 2023 ରେ ସବ୍ୟ ମ୍ଯାଚ ଜିତିଥିବା ଦଳ ହେଉଛି ଟିମ ଇଣ୍ଡିଆ । ଭାରତ ବ୍ଯତୀତ ବିଶ୍ଵକପ ଖେଳିବାକୁ ଓଲହାଥିବା ସବୁ ଟିମ ହାରି ସାରିଛନ୍ତି । ଭାରତ ଅଷ୍ଟ୍ରେଲିୟା ବିପକ୍ଷରେ ଆରମ୍ଭ କରିଥିଲା ବିଜୟୀ ର ଅଭିଯାନ । ଯାହା ପରେ ପରେ ଆଫଗାନିସ୍ତାନ, ବାଙ୍ଗାଲଦେଶ, ଇଂଲଣ୍ଡ, ପାକିସ୍ତାନ, ନିୟୁଜଲ୍ୟାଣ୍ଡ ଦେଶ ସହ ଟିମ ଇଣ୍ଡିଆ ମ୍ଯାଚ ରେ ଜିତି ସାରିଛି ।

ଇଂଲଣ୍ଡ ବିପକ୍ଷରେ ମ୍ଯାଚ ଜିତିବା ପରେ ମଧ୍ୟ ଭାରତ ର ଚିନ୍ତା ବଢି ଯାଇଛି । ପ୍ରଥମେ ଟାର୍ଗେଟ ବଢାଇ 5ଟି ମ୍ଯାଚ ଜିତି ଥିଲା ଟିମ ଇଣ୍ଡିଆ । ଏବଂ ଟପ ବର୍ଡର ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଭାରତ ଅଷ୍ଟ୍ରେଲିୟା କୁ 6 ୱିକେଟ, ଆଫଗାନିସ୍ତାନ କୁ 8 ଟି ବିକ୍ତ, ପାକିସ୍ତାନ କୁ 7ଟି ୱିକେଟ, ବାଙ୍ଗଲାଦେଶ କୁ 7ଟି ୱିକେଟ ଓ ନିୟୁଜଲ୍ୟାଣ୍ଡ କୁ 4ଟି ୱିକେଟ ରେ ପରାସ୍ତ କରିଛି । ଟୁର୍ଣ୍ଣା ମେଣ୍ଟ ରେ ପ୍ରଥମ ଥର ପାଇଁ ଇଙ୍ଗଲଣ୍ଡ ବିପକ୍ଷରେ ବ୍ୟାଟିଙ୍ଗ କରିଥିବା ବେଳେ ଟିମ ଇଣ୍ଡିଆ ମାତ୍ର 229 ରନ କରିଥିଲା ।

ଆଗାମୀ ମ୍ଯାଚ ଗୁଡିକରେ ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ ଓ ଏକ ବଡ ସ୍କୋର କରିବାକୁ ସକ୍ଷମ ନ ହୁଏ ତେବେ ଭାରତ ପାଇଁ ସେମି ଫାଇନାଲ ଜିତିବା କଷ୍ଟକର ହୋଇ ପଡିବ । ଏହି ଟୁର୍ଣ୍ଣା ମେଣ୍ଟ ରେ କୌଣସି ବି ମ୍ୟାଚ ରେ 300 ରନ ଛୁଇଁ ପାରି ନାହିଁ । କିନ୍ତୁ ପଏଣ୍ଟ ଟେବଲ ର ଶୀର୍ଷ 4 ନମ୍ବର ରେ ଥିବା ଦକ୍ଷିଣ ଆଫ୍ରିକା 4 ଥର 300 ରନ କରିଛି । ଅଷ୍ଟ୍ରେଲିୟା ଦଳ ମଧ୍ୟ 4 ଥର 300 ରନ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।