ଚଳନ୍ତା କାର ରେ ପ୍ରେମିକା ସହ ଏମିତି କରୁଥିଲା ପ୍ରେମିକ… ପ୍ରେମିକାରେ ଅଭିଯୋଗ ପରେ ପ୍ରେମିକକୁ ଗିରଫ କରିଛି ପୋଲିସ ।

କାର ଚାଲୁଥିଲା ପ୍ରେମିକ ଦୁଷ୍କର୍ମ କରି ଚାଲିଥିଲା । ପ୍ରେମିକାର ଅନିଚ୍ଛା ସତ୍ବେ ତାକୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା ପ୍ରେମିକ । ଏମିତି କିଛି ଖବର ଆସିବା ପରେ ଏବେ ପ୍ରେମିକ କି ଗିରଫ କରିଛି ପୋଲିସ । ହଁ ଦର୍ଶକ ବନ୍ଧୁ ସମସ୍ତେ କୁହନ୍ତି ବିଶ୍ଵାସର ଅନ୍ୟ ନାମ ହେଉଛି ପ୍ରେମ । ପ୍ରେମ ଅମର, ପ୍ରେମ ସତ୍ୟ, ପ୍ରେମ ଶଶ୍ଵତ, ପ୍ରେମ ବିଦ୍ୟ, ପ୍ରେମ ମଙ୍ଗଳମୟ, ପ୍ରେମ ହିଁ ସତ୍ୟ । ପ୍ରେମ କୌଣସି ଜାତି କି ଧର୍ମ ବୁଝେ ନାହିଁ ।

ସେଥିପାଇଁ କୁହାଯାଏ ପ୍ରେମ ରେ ପଡିଲେ ମଣିଷ ଅନ୍ଧ ହୋଇଯାଏ । ଏହି ପ୍ରେମ ମଣିଷର ହିତାହିତ ଜ୍ଞାନ କୁ ଭୁଲାଇ ଦିଏ । ଏହି ପ୍ରେମ ପାଇଁ ମଣିଷ ଅନ୍ଧ ହୋଇଯାଏ । ପ୍ରେମ ଆଗରେ ମଣିଷ କୁ କିଛି ଦେଖାଯାଏ ନାହିଁ । ଏହି ପ୍ରେମ ପାଇଁ ମନରେ କାମନା ସୃଷ୍ଟି ହୁଏ । ଏହି କଥାର ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଚଳନ୍ତା କାର ଭିତରେ । ଯେବେ ନିଜ ପ୍ରେମିକା କୁ କାର ଚାଲୁଥିବା ସମୟରେ ପ୍ରେମିକ ଦୁଷ୍କର୍ମ କରି ଚାଲିଥିଲା ।

ଚଳନ୍ତା କାର ଭିତରେ ନିଜ ପ୍ରେମିକ ଆକୁ ଦୁଷ୍କର୍ମ କରିଛି ପ୍ରେମିକ । ଏମିତି ଏକ ଅଭିଯୋଗ ପରେ ରସିକିଆ ପ୍ରେମିକ କି ପୋଲିସ ଗିରଫ କରିଛି । ପ୍ରେମିକ ଜଣକ ହେଉଛନ୍ତି ବାଲିକୁଡା ବଜାର ସାହି ର ଆଶିଷ ମହାପାତ୍ର । ସୂଚନା ଅନୁଯାୟୀ ଆଶିଷ ମହାପାତ୍ର ଙ୍କର ଗୋଟେ ଦୋକାନ ରହିଛି । ଅନ୍ୟ ପଟେ ପ୍ରେମିକ ଜଣକ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଉଭୟଙ୍କ ମଧ୍ୟରେ ଗତ 1 ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଦୁହେଁ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ । ପ୍ରେମିକା ଶିକ୍ଷୟତ୍ରୀ ଙ୍କୁ ପ୍ରେମିକ ନିଜ ଘରକୁ ନେଇଥିଲା । କିନ୍ତୁ ପ୍ରେମିକ ଆଶିଷ ଙ୍କ ଘର ଲୋକେ ଦୁହିଙ୍କର ସମ୍ପର୍କ କୁ ମଞ୍ଜୁରୀ ଦେଇ ନ ଥିଲେ । ଓ ଏହି ବିବାହ ହୋଇ ପାରିବ ନାହିଁ ବୋଲି ଆଶିଷ ଙ୍କ ପରିବାର ଲୋକେ କହିଥିଲେ । ଆଉ ତା ପରେ ଶିକ୍ଷୟତ୍ରୀ ପ୍ରେମିକା ଙ୍କୁ ତାଙ୍କ ଘରକୁ ଛାଡିବାକୁ ଆସିଥିଲେ ପ୍ରେମିକ ଆଶିଷ ।

ଆଉ ଗାଡି ରେ ଆସିବା ପରେ ଆଶିଷ ଶିକ୍ଷୟତ୍ରୀ ଙ୍କ ଏମିତି କାଣ୍ଡ ଘଟାଇ ଥିଲେ । ଆଉ ବାରମ୍ବାର କରି ଚାଲିଥିଲେ ଦୁଷ୍କର୍ମ । ତାହା ପୁଣି ଚଳନ୍ତା କାର ରେ । ବାଲିକୁଡ଼ା ରେ ପହଞ୍ଚିବା ପରେ ପୋଲିସ ଆଶିଷ ଙ୍କୁ ଗିରଫ କରିଥିଲା । ଆଉ ତା ପରେ ରସିକିଆ ଆସି ଏବେ ଥାନା ହାଜତ ରେ ଅଛନ୍ତି ।

ତେବେ ଯେଉଁ ପ୍ରେମିକା ତାଙ୍କୁ ବିଶ୍ଵାସ କରିଥିଲା ଆଜି ସେହି ପ୍ରେମିକ ତାଙ୍କ ସହ ଏମିତି କରିଛି ଆଉ ତାଙ୍କୁ ଧୋକା ଦେଇଛି । ସିଧା ସଳଖ କହିଲେ ଆଶିଷ ନିଜ ପ୍ରେମିକାଙ୍କର ବିଶ୍ଵାସ କୁ ଭାଙ୍ଗି ଦେଇଛି । ସତରେ ପ୍ରେମ ମଣିଷ କୁ କଣ କରାଇ ଦିଏ ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଖବର ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।