ଚାହା ପିଇସାରି ଖାଉଛନ୍ତି କି ଏହିସବୁ ଜିନିଷ ? ହୋଇଯାନ୍ତୁ ସାବଧାନ ! ଏବେ ହିଁ ଜାଣି ରଖନ୍ତୁ ନହେଲେ ଶରୀରରେ ମାଡିଯିବ ଏହି ଭୟଙ୍କର ରୋଗ (Health tips)

ଆମ ଦେଶରେ ଚାହା ପିଇବାର ପରମ୍ପରା ଅନେକ କାଳରୁ ରହିଛି । ଆଜିକାଲି ଯୁବପିଢିଙ୍କ ଭିତରେ ବି ଚାହାକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । କିନ୍ତୁ ଅନେକ ସମୟରେ ଆମେ ଚାହା ପିଇବା ପରେ ଯାହା ନାଇ ତାହା ଖାଇ ଦେଇଥାଉ । ଏପରି କିଛି ଖାଦ୍ୟ ରହିଛି ଯାହା ଚାହା ପିଇବା ପରେ ଖାଇବା ଦ୍ଵାରା ଆମ ଶରୀରର କ୍ଷତି ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ସେହି ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ଚାହା ପିଇ ସାରିବା ପରେ ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ ।

ଆଜିକାଲି ଆମ ଦେଶରେ ଚାହା ପିଇବାର ପଦ୍ଧତି ବେଶ ବଢିଯାଇଛି । ଚାହା ପିଇବାକୁ ଅନେକ ବ୍ୟକ୍ତିଙ୍କୁ ଖୁବ ଭଲ ଲାଗିଥାଏ । ଚାହା ବିନା ଦିନର ଆରମ୍ଭ କରିବା ମଧ୍ୟ ନେକ ଲୋକଙ୍କ ପାଇଁ ମୁସ୍କିଲ ହୋଇଯାଏ । କିନ୍ତୁ ଆମେ ଚାହା ପିଇବା ପରେ ଅନେକ ସମୟରେ ଯାହାବି ମିଳେ ଖାଇ ଦେଇଥାଉ । ଯାହା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ତେଣୁ ସକାଳ ଖାଲିପେଟରେ ଚାହା ପିଇ ସାରିବା ପରେ ଭୁଲରେ ମଧ୍ୟ ଏଭଳି ଜିନିଷ ଖାଆନ୍ତୁ ନାହିଁ ।

ଆପଣ ଅନେକ ସମୟରେ ଲୋକଙ୍କ ଚର୍ମରେ ଧଳା ଧଳା ଦାଗ ବା ଛଉ ହୋଇଥିବାର ଦେଖିଥିବେ । ତେବେ ଚାହା ପିଇ ସାରିବା ପରେ ଯଦି ବତୁରା ବୁଟ କିମ୍ବା ମୁଗ ଖାଉଛନ୍ତି ତେବେ ଚର୍ମରେ ଏପରି ଧଳା ଦାଗ ହୋଇଥାଏ । ତେଣୁ ଏହା ଠାରୁ ଦୂରେଇ ରୁହନ୍ତୁ । ଗରମ ଚାହା ପିଇ ସାରିବା ପରେ କେବେ ମଧ୍ୟ ପାଣି ପିଅନ୍ତୁ ନାହିଁ ।

ଏପରି କରିବା ଦ୍ଵାରା ଦନ୍ତ ଥଣ୍ଡା ଲାଗିବା, ଝିମଝିମ ହେବା ଓ ଦାନ୍ତ ଭାଙ୍ଗିବା ଭଳି ସମସ୍ଯା ଦେଖା ଦେଇଥାଏ । ଚାହା ପିଇ ସାରିବା ପରେ କେବେ ହେଲେ ଲେମ୍ବୁରେ ତିଆରି ଜିଂସିହା ବା ଲେମ୍ବୁ ଖାଆନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆମ ପେଟରେ ଏହା ବିଷରେ ପରିଣତ ହୋଇ ଯାଇଥାଏ । ଯାହାଫଳରେ ଆମ ଶରୀରରେ ଅନେକ ରୋଗ ମାଡି ଯାଇଥାଏ । ଏହା ଆମ ଶରୀର ପାଇଁ ଘାତକ ଏବଂ ହାନିକାରକ ହୋଇଥାଏ ।

ଚାହା ପିଇ ସାରିବା ପରେ ହଳଦୀ ଏବଂ ବେସନରେ ତିଆରି କୌଣସି ଜିନିଷ ଖାଆନ୍ତୁ ନାହିଁ । ଏହା ଦ୍ଵାରା ବାଳ ଶୀଘ୍ର ଧଳା ହେବା ଏବଂ ଝଡିବା ଭଳି ସମସ୍ଯା ଦେଖା ଦେଇଥାଏ । ଚାହା ପିଇବାର ତୁରନ୍ତ ଏହି ସବୁ ନଖାଇ କିଛି ସମୟ ବା ଏକ ଘଣ୍ଟା ପରେ କିମ୍ବା ଏକ ଘଣ୍ଟା ପୂର୍ବରୁ ଖାଆନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇ କରନ୍ତୁ ।