ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ଗୁଡିଏ ଜଣା ଓ ଅଜଣା କଥାର ସମାହାରକୁ ନେଇ ସାଧାରଣ ଜ୍ଞାନ ପ୍ରସ୍ତୁତ କରାଯାଇଥାଏ । ତେବେ ସେହି ସମସ୍ତ ଜ୍ଞାନ ପୂର୍ଣ୍ଣ କଥା ମଧ୍ୟ ଆମ ସମସ୍ତଙ୍କୁ ନିହାତି ଭାବରେ ଜାଣିବା ମଧ୍ୟ ଆବଶ୍ୟକ ହୋଇଥାଏ । ତେବେ ଚାଲନ୍ତୁ ଆଉ ବିଳମ୍ବ ନକରି କେତେ ଗୁଡିଏ ଜ୍ଞାନପୂର୍ଣ୍ଣ ତଥ୍ୟ ଆଲୋଚନା କରିବା ।
୧;- କେଉଁ ପାରିବା ଖାଇଲେ, ମସ୍ତିଷ୍କ ପ୍ରଖର ହୋଇଥାଏ ?
ଉତ୍ତର;- ପାଳଙ୍ଗ ଖାଇଲେ, ମସ୍ତିଷ୍କ ପ୍ରଖର ହୋଇଥାଏ ।
୨;- ମନୁଷ୍ୟ ଶରୀରର ରକ୍ତରେ କେଉଁ ପ୍ରକାର ଧାତୁ ମିଳିଥାଏ ?
ଉତ୍ତର;- ମନୁଷ୍ୟ ଶରୀରରେ ଥିବା ରକ୍ତରେ ଲୁହା ବା ଆଇରନ ଧାତୁ ମିଳିଥାଏ ।
୩;- ମନୁଷ୍ୟ ଶରୀରରେ କେଉଁଠାରେ ସବୁଠାରୁ ଶକ୍ତିଶାଳୀ ହାଡ ରହିଥାଏ ?
ଉତ୍ତର;- ମନୁଷ୍ୟ ଶରୀରରେ ସବୁଠାରୁ ଶକ୍ତିଶାଳୀ ହାଡ ଜଙ୍ଘରେ ରହିଥାଏ ।
୪;- କଳା ରଙ୍ଗର ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?
ଉତ୍ତର;- କଳା ରଙ୍ଗର ଗୋଲାପ ତୁର୍କୀ ଦେଶରେ ଦେଖିବାକୁ ମିଳିଥାଏ ।
୫;- ମହାତ୍ମା ଗାନ୍ଧୀଙ୍କର କେତେ ଜଣ ସନ୍ତାନ ଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କର ୪ ଜଣ ସନ୍ତାନ ଥିଲେ ।

୬;- ଭାରତରେ ପୋଲିସ କାହାକୁ ଗିରଫ କରିପାରିବ ନାହିଁ ?
ଉତ୍ତର;- ଭାରତରେ ପୋଲିସ ରାଷ୍ଟ୍ରପତିଙ୍କୁ ଗିରଫ କରିପାରିବ ନାହିଁ ।
୭;- ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ କେଉଁଠି ?
ଉତ୍ତର;- ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ।
୮;- କେଉଁ ଦେଶରେ ଗୋଟିଏ ମଧ୍ୟ ଆରମୀ ସେନା ନାହାନ୍ତି ?
ଉତ୍ତର;- ଆଇସଲାଣ୍ଡ ଦେଶରେ ଗୋଟିଏ ମଧ୍ୟ ଆର୍ମୀ ସେନା ନାହାନ୍ତି ।
୯;- ମରିଯିବା ପରେ ଶରୀରରେ କେତେ ଓଜନ କମିଯାଇଥାଏ ?
ଉତ୍ତର;- ମରିଯିବା ପରେ ଶରୀରରେ ୨୧ ଗ୍ରାମ ଓଜନ କମିଯାଇଥାଏ ।
୧୦;- ଚାନ୍ଦ ଉପରେ ସବୁଠାରୁ ପ୍ରଥମେ କେଉଁ ଗଛକୁ ରୋପଣ କରଯାଇଥିଲା ?
ଉତ୍ତର;- ଚାନ୍ଦ ଉପରେ ସବୁଠାରୁ ପ୍ରଥମେ କପା ଗଛକୁ ଲଗାଯାଇଥିଲା ।

୧୧;- ପୃଥିବୀ ଦିବସ କେବେ ପାଳନ କରାଯାଇଥାଏ ?
ଉତ୍ତର;- ପୃଥିବୀ ଦିବସ ଏପ୍ରିଲ ୨୨ ତାରିଖରେ ପାଳନ କରାଯାଇଥାଏ ।
୧୨;- କେଉଁ ଜୀବ ଉପରେ ମଦ ଢାଳିବା ପରେ ସେ ପାଗଳ ହୋଇଯାଇଥାଏ ?
ଉତ୍ତର;- ବିଛା ଉପରେ ମଦ ଢାଳିବା ପରେ ସେ ପାଗଳ ହୋଇଯାଇଥାଏ ।
୧୩;- ସୂର୍ଯ୍ୟମୁଖୀ କେଉଁ ଦେଶର ଜାତୀୟ ଫୁଲ ଅଟେ ?
ଉତ୍ତର;- ସୂର୍ଯ୍ୟମୁଖୀ ୟୁକ୍ରେନ ଦେଶର ଜାତୀୟ ଫୁଲ ଅଟେ ।
୧୪;- ଗଙ୍ଗା ନଦୀକୁ ବାଙ୍ଗଲାଦେଶରେ କେଉଁ ନଦୀ ନାମରେ ଜଣା ଯାଇଥାଏ ?
ଉତ୍ତର;- ଗଙ୍ଗା ନଦୀକୁ ବାଙ୍ଗଲାଦେଶରେ ପଦ୍ମା ନାମରେ ଜଣା ଯାଇଥାଏ ।

୧୫;- ଚା’ ସହିତ କ’ ଣ ଖାଇବା ଦ୍ଵାରା ବ୍ୟକ୍ତିର ମୃ-ତ୍ୟୁ ହେବାର ସମ୍ଭାବନା ରହିଥାଏ ?
ଉତ୍ତର;- ଚା’ ସହିତ ହଳଦୀ ମିଶାଇ ଖାଇବା ଦ୍ଵାରା ବ୍ୟକ୍ତିର ମୃ-ତ୍ୟୁ ହେବାର ସମ୍ଭାବନା ରହିଥାଏ ।
ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ଆଧିକରୁ ଅଧିକ ପଢିବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ