ଭାରତର CDS Bipin Rawatଙ୍କ କଡା ଚେତାବନୀ ଚୀନକୁ, ଭାରତ ଚୀନ ଉପରେ କରିପାରେ ଆକ୍ରମଣ

ଯେଉଁ ସମୟରୁ ଭାରତ ଓ ଚୀନର ବିବାଦ ଆରମ୍ଭ ହୋଇଛି ସେହି ସମୟରୁ ଆଜି ପର୍ଯ୍ୟନ୍ତ ଚୀନ ଭାରତ ବିରୁଦ୍ଧରେ ବିଭିନ୍ନ ପ୍ରକାରର ବୟାନ ଦେଇଛି । କିନ୍ତୁ ଭାରତ କେବେ ବି ଚୀନକୁ କଡା ଶବ୍ଦରେ ସମୋଲଚନା କରି ନାହିଁ । କିନ୍ତୁ ବର୍ତ୍ତମାନ ସ୍ଥିତି ଦେଖି ଲାଗୁଛି କି ଭାରତ ଚୀନର ଏହି ସମସ୍ତ କାର୍ଯ୍ୟକଳାପର ଜବାବ ଦେଇ ପାରେ । କାରଣ ବର୍ତ୍ତମାନ ଭାରତର CDS ବିପିନ ରାବତ ଏକ ବଡ ବୟାନ ଜାରି କରି ଦେଇଛନ୍ତି ।

ଯେଉଁଥିରେ ସେ ସିଧା ସିଧା ଚୀନକୁ ଚେତାବନୀ ଦେଇଛନ୍ତି । ସେ କହିଲେ କି ଯଦି ଚୀନ ଭାରତର କବ୍ଜା କରିଥିବା ସ୍ଥାନ ଗୁଡିକରୁ ପଛକୁ ଫେରିବ ନାହିଁ ଓ ଚୀନ ପୁରୁଣା ସ୍ଥିତି ନ ଫେରିବ ତେବେ ଭାରତ ସୈନ୍ୟ କାର୍ଯ୍ୟକାରୀ ବିଷୟରେ ବି ବିଚାର କରି ପାରେ ।

କହିବାକୁ ଗଲେ ଯେଉଁ ସମୟରୁ ଚୀନ ଓ ଭାରତ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ସେହି ସମୟରୁ ଚୀନ ଓ ଭାରତ ମଧ୍ୟରେ ବହୁତ ବୈଠକ ହୋଇସାରିଛି ଓ ଯେତେବେଳେ ବୈଠକ ହୋଇଥାଏ ତେବେ ଚୀନ ଭାରତର ସମସ୍ତ ସର୍ତରେ ରାଜି ହୋଇଯାଏ । କିନ୍ତୁ ସେହି ସର୍ତ ଉପରେ ଯେତେବେଳେ କାର୍ଯ୍ୟକାରୀ କରିବାର ସମୟ ଆସେ ତେବେ ଚୀନ ମନା କରି ଦିଏ । ଏହା କେବଳ ଥରେ ନୁହେଁ ୨୦ରୁ ବି ଅଧିକ ବୈଠକ ବସି ସାରିଛି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବି ପ୍ରକାରର ସମଧାନ ବାହାରି ନାହିଁ ।

ଏମିତିରେ ଭାରତ ଧୀରେ ଧୀରେ ନିଜର ଧର୍ଯ୍ୟ ଶକ୍ତି ହରାଉଛି । ଅନ୍ୟ ପଟେ ଚୀନ ପୁଣି ଭାରତର ସୀମାବର୍ତ୍ତି ଅଞ୍ଚଲରେ ନିଜର ସୈନ୍ୟବଳକୁ ବୁଦ୍ଧି କରିବାରେ ଲାଗିଛି । ଏମିତିରେ ଭାରତର CDS ବିପିନ ରାବତ ଚୀନକୁ ଚେତାବନୀ ଦେଇ କହିଛନ୍ତି ଯଦି ଚୀନ ନିଜର ସୈନ୍ୟକୁ ନ ଫେରାଇବ ତେବେ ଭାରତ ବଡ ସୈନ୍ୟ କାର୍ଯ୍ୟକାରୀ ବିଷୟରେ ବିଚାର କରିପାରେ ।

ଏହା ଛଡା ଆମେ ଆପଣଙ୍କୁ କହିଦେଉଛୁ କି ଚୀନ ବିରୁଦ୍ଧରେ କୌଣସି ବି ପ୍ରକାରର କାର୍ଯ୍ୟକଳାପ କରିବା ପାଇଁ ଏହା ସବୁଠୁ ଉଚିତ ସମୟ ଅଟେ । କିନ୍ତୁ ୨ ମାସ ପରେ ଚୀନ ଉପରେ ଆକ୍ରମଣ କରିବେ ତେବେ ଭାରତକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ବର୍ତ୍ତମାନ ସମୟରେ ଆମେରିକା ସହ ଭାରତକୁ ଅନ୍ୟ କେତେକ ଦେଶର ବି ସପୋର୍ଟ ଅଛି । କାରଣ ଆସନ୍ତା ୨ ମାସ ପରେ ଆମେରିକାରେ ଯେଉଁ ନିର୍ବାଚନ ଅଛି ସେଥିରେ ଯଦି ଜୋ ୱାର୍ଡେନ ଜିତିଯିବେ ତେବେ ଭାରତ ପାଇଁ ଅସୁବିଧା ହୋଇପାରେ ।

କାରଣ ସେ ଭାରତକୁ ଅଧିକ ସପୋର୍ଟ କରନ୍ତି ନାହିଁ । ସେଥିପାଇଁ ଭାରତ ଆସନ୍ତା ୨ ମାସ ମଧ୍ୟରେ ଏହି ବିବାଦକୁ ସମଧାନ କରିବାକୁ ଚାହୁଁଛି । ଏଥିରେ ଭାରତକୁ ସୈନ୍ୟ କାର୍ଯ୍ୟକାରି ବି ପଡିପାରେ ତେବେ ଭାରତ କରିପାରେ କାରଣ ବର୍ତ୍ତମାନ ସମୟରେ ଭାରତକୁ ଆମେରିକାର ଫୁଲ ସପୋର୍ଟ ଅଛି । ଏମିତିରେ ଚୀନ ଯଦି ନ ସୁଧାରେ ତେବେ ଭାରତ କିଛି ବଡ ପଦକ୍ଷେପ ନେଇ ପାରେ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।