ଚାଲାଖ ନା ସତରେ ବୋକା ? କ୍ୟାମେରାରେ କଏଦ ହେଲା ଚୋର ର ଅଜବ କାରନାମା, ଦେଖନ୍ତୁ video

ଚୋ-ର ନିଜକୁ ଯେତେ ଚତୁର ଭାବୁଥାଉ ନା କାହିଁକି ଧରା ପଡିଯାଏ । ଏହିଭଳି ଏକ ଚୋ-ରି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାକୁ ଏବେ ଖୁବ ଭା-ଇ-ରା-ଲ ହେଉଛି । ଚୋ-ର ଟିର ରଙ୍ଗ ଢଙ୍ଗ ଦେଖିଲେ ଲାଗୁଛି କି ବୋ-କା କି ପା-ଗ-ଳ ଟିଏ ହୋଇଥିବ । କିଛି ନ ଜାଣିବା ଭଳି ଅଭିନୟ କରି ଆସୁଛି ଆଉ କେହି କୁଆଡେ ନଥିବା ଦେଖି ଜଣେ ବ୍ୟକ୍ତିଙ୍କ ଚାରିଚକିଆ ଗାଡିକୁ ଚୋ-ରି କରିବାକୁ ଚେଷ୍ଟା କରୁଛି । ସି-ସି-ଟି-ଭି କ୍ୟା-ମେ-ରା-ରେ ଯେ ସବୁ ରେକର୍ଡ ହେଉଛି ଏହା ବୋଧେ ସେ ଜାଣି ପାରି ନଥିଲା ।

ତେବେ ସତରେ ଇଏ ଚୋ-ର ନା ମା-ନ-ସି-କ ସ-ନ୍ତୁ-ଳ-ନ ହରାଇଥିବାରୁ ଏମିତି ଆଚରଣ କରୁଛି ତାଙ୍କୁ ଦେଖିଲେ ଏହା ଜାଣିବା ମୁସ୍କିଲ ହୋଇ ଯାଉଛି । ପ୍ରଥମେ ପା-ଗ-ଳା-ମି ଭଳି ଅଭିନୟ କରି ଗାଡି ଉପରକୁ କିଛି ପକାଉଛି ଚୋ-ର-ଟି । ବୋଧହୁଏ ଗାଡିରେ ସେନ୍ସର ଲାଗିଛି କି ନାହିଁ ଯା-ଞ୍ଚ କରୁଛି । କିନ୍ତୁ ଗାଡିଟି କିଛି ଆୱାଜ ନ କରିବାରୁ ଏହା ପରେ ସେ ଗାଡିକୁ ଛୁଇଁ ଦେଖୁଛି । କାଳେ ଗାଡି ସେନ୍ସର ଥିବ କିନ୍ତୁ ସେ ପକାଇଥିବା ଜିନିଷରେ ତାହା ବାଜି ନଥିବ ।

ଏସବୁ ଚେ-କ କରିବା ଭିତରେ ଲୋକଟି ବାରମ୍ବାର ଏପଟେ ସେପଟେ ଦେଖୁଛି କେହି କାଳେ ଆସୁଛି କି ନାହିଁ । ଏହା ପରେ ସେ ଗାଡିର ଡୋର୍ ଖୋଲିବାକୁ ଚେଷ୍ଟା କରୁଛି । ଏପଟେ ସେପଟେ କରିକି ଅନେକ ଥର ଚେଷ୍ଟା କରିବା ପରେ ଗାଡିର ଡୋର୍ ଖୋଲି ଯାଉଛି । ଆଉ ତାପରେ ସେ ଗାଡି ଭିତରେ ବସି ଗାଡି ଷ୍ଟାର୍ଟ ମଧ୍ୟ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଗାଡି ଷ୍ଟାର୍ଟ ହେବ ମାତ୍ରେ ଗାଡି ମାଲିକଙ୍କ ନିଦ ଭା-ଙ୍ଗି ଯାଇଥିଲା । ସେ ସାଙ୍ଗେ ସାଙ୍ଗେ ଆସି ଦେଖିବାରୁ ଚୋ-ର-ଟି ପାଖରେ ଯାଇ ଲୁ-ଚି ଯାଇଥିଲା ।

କିନ୍ତୁ ସେ ଚୋ-ର-ଟି-କୁ ଧରିବାରେ ସକ୍ଷମ ହୋଇଥିଲେ । ଗାଡି ମାଲିକଙ୍କ କହିବା ମୁତାବକ ତାଙ୍କର ତିନୋଟି ଗାଡି ଅଛି ସେଥିରୁ ସେ ଅନ୍ୟ ଦୁଇଟି ଗାଡିର କାଚ ମଧ୍ୟ ଭା-ଙ୍ଗି-ବା-କୁ ଚେଷ୍ଟା କରିଛି । କିନ୍ତୁ ଏହି ଗାଡିଟି ଟିକେ ପୁରୁଣା ହୋଇଥିବାରୁ ଏହା କୌଶଳର ସହ ଖୋଲି ଷ୍ଟାର୍ଟ କରି ନେଇ ଯିବାକୁ ବସିଥିଲା । ଠିକ ସମୟରେ ତାଙ୍କ ନିଦ ଭା-ଙ୍ଗି-ବା-ରୁ ଚୋ-ର-ର ମେହନତ ଫସର ଫା-ଟି-ଗ-ଲା ।

ସ୍ଥାନୀୟ ଲୋକେ ତାକୁ ଉ-ଲ-ଗ୍ନ କରି ବା-ନ୍ଧି ଦେଇଥିଲେ । ପୋ-ଲି-ସ ବର୍ତ୍ତମାନ ଘଟଣାର ତ-ଦ-ନ୍ତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।