କ୍ୟାମେରାରେ ରେକର୍ଡ ହୋଇଗଲା ନହେଲେ କେହି ବି ବିଶ୍ଵାସ କରି ନ ଥାନ୍ତେ କି ଏମିତି ବି ହେଇ ପାରେ

ଆମର ଦୁନିଆରେ କିଛି ଘଟଣା ଏମିତି ଘଟିଥାଏ କି ଯାହା ଉପରେ ବିଶ୍ଵାସ କରିବା ବହୁତ କଷ୍ଟ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଘଟଣା ବିଷୟରେ କହିବାକୁ ଯାଉଛୁ । ଯଦି ଏହି ସମସ୍ତ ଘଟଣା କ୍ୟାମେରାରେ ରେକର୍ଡ ନ ହୋଇଥାନ୍ତା ତେବେ ଏହା ଉପରେ ବିଶ୍ଵାସ କରିବା କଷ୍ଟ ହୋଇଥାନ୍ତା । Time Travel ଅର୍ଥାତ ସମୟ ଯାତ୍ରା କଣ ଏହା ସମ୍ଭବ ଅଟେ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ପରେ ବୋଧେ ଆପଣଙ୍କୁ ବିଶ୍ଵାସ ହୋଇଯିବ କି Time Travel ସମ୍ଭବ ଅଟେ ।

ପ୍ରଥମ

ଏହି ଫଟୋରେ ଆପଣ ଦେଖିପାରୁଥିବେ କି ଅଚାନକ ଗୋଟିଏ କାର ଅନ୍ୟ ଏକ କାର ସାମ୍ନାକୁ ଚାଲି ଆସୁଛି । ଏହି କାର କେଉଁଠୁ ଆସିଲା । ଯାହାକି ଏକ ବଡ ପ୍ରଶ୍ନ ଅଟେ । ଏହାକୁ ଏହି କାର ପଛରେ ଯାଉଥିବା ଏକ କାରର ଡ୍ରାଇଭର ରେକର୍ଡ କରିଛି ।

ଦ୍ଵିତୀୟ

ଏହି ଫଟୋରେ ଅଚାନକ ଆପଣ ଏକ ସାଇକେଲ ଚାଲୁଥିବା ବ୍ୟକ୍ତି କଥାବାର୍ତ୍ତା କରୁଥିବା ଲୋକମାନଙ୍କ ପଛରୁ ଚାଲି ଆସୁଛି ଓ ଏହା କ୍ୟାମେରାରେ ରେକର୍ଡ ହୋଇଗଲା । ଯେତେବେଳେ କି କେଉଁଠି ବି ସାଇକେଲ ଚଲାଉଥିବା ବ୍ୟକ୍ତି କ୍ୟାମେରାରେ କେଉଁଠି ବି ନ ଥିଲା । ଏମିତିରେ ଲୋକମାନଙ୍କ ଏହା ମାନିବା ଅଟେ କି ସେ ଏକ ଟାଇମ ଟ୍ରାଭେଲର ଥିଲା ।

ତୃତୀୟ

ଏହି ଭିଡିଓ ବି ଟାଇମ ଟ୍ରାବେଳର ଅଟେ । ଏହା ଏକ ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରର ଫୁଟେଜ ଅଟେ । ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ଦୋକାନର ଗେଟ ବନ୍ଦ ହେବା ସତ୍ବେ ବି ଦୋକାନ ଭିତରକୁ ଚାଲି ଯାଉଛି ଓ ଯେମିତି ହିଁ ସେ ପ୍ରବେଶ କରୁଛି ସିସିଟିଭି କ୍ୟାମେରାର ଡେଟ ପରିବର୍ତ୍ତନ ହେବାକୁ ଲାଗୁଛି ଓ ତାରିଖ ମନକୁ ମନ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ବଦଳିବାରେ ଲାଗୁଛି ଓ ଯେତେବେଳେ ସେହି ବ୍ୟକ୍ତି ଜଣକ ଦୋକାନରୁ ବାହାରକୁ ଆସୁଛି ତେବେ ସବୁକିଛି ନର୍ମାଳ ହୋଇ ଯାଉଛି ଓ ସିସିଟିଭି କ୍ୟାମେରା ସଠିକ ରୂପରେ କାମ କରିବାକୁ ଲାଗୁଛି । ଯେଉଁ ବ୍ୟକ୍ତି ଦୋକାନ ବାହାରେ ବସିଥିଲା ସେ ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।

ଚତୁର୍ଥ

ଏହି ଦୃଶ୍ୟକୁ ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଦେଖିଥିବେ । ଏହା ଜାପାନର ରାସ୍ତାରେ ଲାଗିଥିବା ଏକ ସିସିଟିଭି କ୍ୟାମେରା ରେକର୍ଡିଂ ଅଟେ । ଯେଉଁଥିରେ ଆପଣ ଦେଖିପାରିବେ କି ଅଜଣା ବ୍ୟକ୍ତି ଅତ୍ୟଧିକ ସ୍ପୀଡରେ ଆସି ଏକ ସାଇକଲ ଯାତ୍ରୀକୁ ଜିଆବ୍ନ ବଞ୍ଚାଉଛି । କହିବାକୁ ଗଲେ ଏହି ବ୍ୟକ୍ତି ଜଣକ ନିଜର ନାମ ଜନ ସ୍ମିଥ କହିଥିଲା । କିନ୍ତୁ ପରେ ଏହାର ନାମ ଥୋମାସ ଡନ କୁହାଗଲା ।

ଏହି ବ୍ୟକ୍ତି ଜଙ୍କ ସେହି ସମୟରେ ମିଡିଆର ସବୁଠୁ ଚର୍ଚାର ବିଷୟ ଥିଲା । କେତେକ ବିଶେଷଜ୍ଞମାନଙ୍କ ଆଣିବାର ଥିଲା କି ଏହି ବ୍ୟକ୍ତି ଜଣକ ଟାଇମ ଟ୍ରାବେଳର ଥିଲା । ଏହା ସହିତ ୨୦୧୨ ପର ଠାରୁ କେହି ବି ଏହି ବ୍ୟକ୍ତିକୁ ଦେଖି ନାହାନ୍ତି । କାହାକୁ ବି ଜଣା ନାହିଁ କି ସେ କେଉଁଠି ଗଲେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।