ଚାଲୁ କ୍ୟାମେରା ସାମ୍ନାରେ ଝିଅଟି ସହ ଯାହା ହେଲା ନା…ଦେଖିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ Video

କେହି ଦେଖନ୍ତୁ ବା ନ ଦେଖନ୍ତୁ କିନ୍ତୁ ଉପରବାଲା ସବୁ ଦେଖୁଛି, ଏହି କଥା ଟି ତ ନିହାତି ସତ ଅଟେ । କିନ୍ତୁ ଆଜିର କଳିଯୁଗ ସମୟରେ ଉପରବାଲା ବ୍ଯତୀତ ଆଉ ଏକ ଜିନିଷ ମଧ୍ୟ ଅଛି ଯାହା ସବୁ କିଛି ଦେଖିପାରେ । ଆଜ୍ଞା ହଁ, ତାହା ହେଉଛି କ୍ୟାମେରା । ଏହି କଥା ଉପରେ କ୍ୟାମେରାରେ କଏଦ ହୋଇଥିବା ଏକ ଭାଇରାଲ ଭିଡିଓ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ, ଯାହା କ୍ୟାମେରାରେ ଯଦି କଏଦ ହୋଇ ନ ଥାନ୍ତା ତେବେ କେହି ମଧ୍ୟ ଏହା ଜାଣି ପାରି ନ ଥାନ୍ତେ କି ବିଶ୍ବାସ କରିବା ମଧ୍ୟ କଷ୍ଟ ହୋଇ ଥାଆନ୍ତା ।

ଆଜିର କ୍ୟାମେରା ଯୁଗରେ କେହି କିଛି କରି କ୍ୟାମେରା ଆଗରୁ ବଞ୍ଚିବା ଖୁବ କଷ୍ଟ ଅଟେ । କେହି ନ ଦେଖୁ ଥିଲେ ମଧ୍ୟ କ୍ୟାମେରା ସବୁ ଦେଖି ପାରୁଛି । ତେବେ ଲୋଭ ଏକ ବହୁତ ବଡ ସମସ୍ଯା ଅଟେ ଯାହା ମଣିଷକୁ ଭୁଲ କରିବାକୁ ବାଧ୍ୟ କରି ଦିଏ ଓ ଲୋଭ ଯୋଗୁଁ ମଣିଷ ବେକାରରେ ବଡ ବଡ ଅସୁବିଧାରେ ପଡିଯାଏ । ଲୋଭ ଯୋଗୁଁ ଅନେକ ସମୟରେ ମଣିଷ ଲଜ୍ଜା ମଧ୍ୟ ପାଏ । ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ଆପଣ ଏହା ଶୁଣି ଆସୁଥିବେ । ତେବେ ଆଜି ଆମେ ଆପଣଙ୍କୁ ଏହାର ଏକ ଉଦାହରଣ ଦେଖାଇବାକୁ ଯାଉଛୁ ।

ଏହି ମହିଳା ଓ ଏହି ବ୍ୟକ୍ତି ନିଜ ବାଇକରେ ରାସ୍ତାରେ ଆରମରେ ଯାଉଥିଲେ ଓ ସେହି ସମୟରେ ଅଚାନକ ଦେଖିଲେ କି ରାସ୍ତାରେ ଏକ ମୋବାଇଲ ଫୋନ ପଡିଛି । ସେହି ସମୟରେ ରାସ୍ତା ମଧ୍ୟ ପ୍ରାୟ ଖାଲି ଥିଲା । ଏହି ମହିଳା ଓ ବ୍ୟକ୍ତି ଦୁଇ ଜଣଙ୍କ ମଧ୍ୟରେ ଲୋଭ ଆସି ଯାଇଥିଲା ଓ ସେମାନେ ସାଙ୍ଗେ ସାଙ୍ଗେ ନିଜ ଗାଡି ଅଟକାଇ ଦେଇଥିଲେ ଓ ମହିଳା ଜଣଙ୍କ ଗାଡିରୁ ଓହ୍ଲାଇ ରାସ୍ତାରେ ପଡିଥିବା ମୋବାଇଲ ଉଠାଇବାକୁ ଆସିଗଲେ ।

ତେବେ ସେ ନଇଁ ପଡି ଫୋନ ଉଠାଇବାକୁ ଚେଷ୍ଟା କରିବା ମାତ୍ରେ ଖୁବ କମାଲ ଭାବେ ପୋପଟ ବନି ଯାଇଥିଲେ । ଅସଲରେ ରାସ୍ତାରେ ପଡିଥିବା ଏହି ଫୋନ ଏକ ଦଉଡିରେ ବନ୍ଧା ହୋଇଥିଲା । ମହିଳା ଜଣକ ଫୋନ ଟିକୁ ଉଠାଇବାକୁ ଚେଷ୍ଟା କରିବା ମାତ୍ରେ ଫୋନକୁ ସୂତାରେ ବାନ୍ଧି ଧରିଥିବା ବ୍ୟକ୍ତି ସାଙ୍ଗେ ସାଙ୍ଗେ ଫୋନକୁ ସୂତା ସାହାଯ୍ୟରେ ଟାଣି ନେଇଥିଲେ ।

ତେବେ ଯାହା କୁହନ୍ତୁ ଏହି ମ୍ୟାଡାମ ସେତେବେଳେ ଖୁବ କମାଲ ବେଜିତ ହୋଇଥିବେ । ଆପଣଙ୍କ ସହ ମଧ୍ୟ କେବେ ଏମିତି ପୋପଟ ହେଇଛି ? ଆମକୁ ନିଶ୍ଚୟ କାମେଣ୍ଟ କରି ଜଣାନ୍ତୁ । ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।