ଦେଖନ୍ତୁ ଭାଇରାଲ Video: ଯେତେବେଳେ କ୍ୟାମେରାରେ କ୍ୟାପଚର ହେଲା ପୋଲିସ କର୍ମୀଙ୍କ ଲଜ୍ୟାଜନକ ଘଟଣା, Video ଦେଖି ଆପଣ ବି କହିବେ ଛିଃ…ଛିଃ…

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ କିଛି ନା କିଛି ଘ-ଟ-ଣା ପୋ-ଲି-ସ ମାନଙ୍କୁ ନେଇ ଘ-ଟୁ-ଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘ-ଟ-ଣା ନେଇ ଆସିଛୁ ଯାହା ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦୁଇ ଜଣ ପୋ-ଲି-ସ କ-ର୍ମୀ ପରସ୍ପର ସହ ଡିୟୁଟି ସମୟରେ ଏପରି ଅ-ଶ୍ଳୀ-ଳ ଆ-ଚ-ର-ଣ କରୁଛନ୍ତି ଯାହା ପୁରା ପୋ-ଲି-ସ ଡିପାର୍ଟମେଣ୍ଟ ପାଇଁ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ । ଅନ୍ୟ ଏକ ଭିଡିଓରେ ଜଣେ ମହିଳା ନିଜର ଖର୍ଚ୍ଚ ଉଠାଇବା ପାଇଁ ପୋ-ଲି-ସର ଡ୍ରେ-ସ ଧା-ର-ଣ ନ-କ-ଲି ପୋ-ଲି-ସ ହୋଇ ଲୋକ ମାନଙ୍କ ଠାରୁ ଚା-ଲା-ଣ ଆଦାୟ କରୁଥିବା ସମୟରେ ଧ-ରା ପଡିଥିଲେ । ଏହି ନ-କ-ଲି ମହିଳା ପୋ-ଲି-ସଙ୍କୁ ମଧ୍ୟ ପ୍ରଦେଶର ରତଲାମ ସହରରେ ଘ-ଟି-ଛି ସାଧାରଣ ଜନତାଙ୍କ ଦ୍ଵାରା ଧରା ପଡିଥିଲେ ।

ଏହା ପରେ ଯେଉଁ ଭିଡିଓ ରହିଛି ଏଥିରେ ଜଣେ ପୋ-ଲି-ସ ଅଫିସର ଡିୟୁଟି ସମୟରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଚା-ଳ-ନ ଆଦାୟ କରିବା ସହ ତାଙ୍କ ସହ ଖ-ରା-ପ ବ୍ୟବହାର କରିଛନ୍ତି । ସେହି ପୋ-ଲି-ସ ଅଫିସର ଜଣକ ତାଙ୍କ ବି-ରୁ-ଦ୍ଧ-ରେ ପୋ-ଲି-ସ ଷ୍ଟେସନରେ ମା-ମ-ଲା ରୁ-ଜୁ କରିବାକୁ ମଧ୍ୟ ଟ୍ରକ ଡ୍ରାଇଭରଙ୍କୁ ଧ-ମ-କ ଦେଇଛନ୍ତି । ଅନ୍ୟ ଏକ ଭିଡିଓରେ ଜଣେ ପୋ-ଲି-ସ ଅ-ଫି-ସ-ର ଟଙ୍କା ଲୋ-ଭରେ ଜଣେ ଟ୍ରକ ଡ୍ରାଇଭରଙ୍କ ଗାଡିରେ ଚଢି ତାଙ୍କ ଠାରୁ ଚା-ଳ-ନ ଆଦାୟ କରିବାକୁ ଚେଷ୍ଟା କରିଥିଲେ ।

ସେହି ଡ୍ରାଇଭର ଜଣକ ପୋ-ଲି-ସକୁ ଶି-କ୍ଷା ଶିଖାଇବା ପାଇଁ ତାଙ୍କୁ ଗା-ଡିରୁ ଡେଇଁ ପ-ଡି-ବା-କୁ କହିଥିଲେ । ପୋ-ଲି-ସ ଅଫିସର ଜଣକ ଗା-ଡି-ରୁ ନିଜର ଚାକିରି ବଞ୍ଚେଇବା ପାଇଁ ଗାଡିରୁ ଡେଇଁ ପଡିଥିଲେ । ଏହି ଘ-ଟ-ଣାରୁ ସ୍ପଷ୍ଟ ହେଉଛି ଯେ ଜଣେ ପୋ-ଲି-ସ ନିଜର ସ୍ଵାର୍ଥ ପାଇଁ କେତେ ତଳକୁ ଖସି ଯାଇପାରେ । ରି-ଶ୍ବ-ତ ନେବା ଘ-ଟ-ଣା ଆମ ଦେଶରେ ଏକ ସାଧାରଣ କଥା ହୋଇ ଗଲାଣି । ଠିକ ସେହି ଭଳି ଅନ୍ୟ ଏକ ଭିଡିଓରେ ଦେଖା ଯାଇଛି ।

ଏହି ଭିଡିଓରେ ଜଣେ ପୋ-ଲି-ସ କର୍ମୀ ରି-ଶ୍ବ-ତ ନେବା ସମୟରେ ଅନ୍ୟ ଜଣେ ପୋ-ଲି-ସ କ-ର୍ମୀ-ଙ୍କୁ ଧରିଥିଲେ । ଯେଉଁ ପୋ-ଲି-ସ ଅନ୍ୟ ଜଣେ ପୋଲିସଙ୍କୁ ରି-ଶ୍ବ-ତ ନେବା ସମୟରେ ଧରିଥିଲେ ସେ ନିଜ ମତରେ କହିଛନ୍ତି ଯେ ନିଜେ ତ ଖରାପ କାମ କରୁଛ ତା ସହ ପୁରା ପୋ-ଲି-ସ ଡି-ପା-ର୍ଟ-ମେ-ଣ୍ଟ-କୁ ମଧ୍ୟ ବ-ଦ-ନା-ମ କରୁଛ । ଅନ୍ୟ ଏକ ଭିଡିଓରେ ଅଲ୍ଲୀଗଡର ସବ-ଇନ୍ସ୍ପେକ୍ଟର ଆଶିଷ  ବହୁତ ଚର୍ଚ୍ଚାରେ ରହିଛନ୍ତି ।

ଗତ କିଛି ଦିନ ତଳେ ଇନ୍ସ୍ପେକ୍ଟର ଆଶିଷ କୁମାର ଦାଦୋ କ୍ଷେତ୍ରରେ ଗଙ୍ଗା ନଗରରେ ୨୨ ବର୍ଷର ଜଣେ ଯୁବକଙ୍କୁ ପାଣିରେ ବୁଡି ଯାଉଥିବା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ଷା କରିଥିଲେ ।

ଏଥିପାଇଁ ତାଙ୍କୁ ୫୦,୦୦୦ ତାଙ୍କ ସହପ୍ରଶ୍ବସ୍ତି ପତ୍ରରେ ସମ୍ନାନ କରା ଯାଇଥିଲା । ଏହି ସବୁ ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ଆମ ଦେଶରେ ଏମିତି କିଛି ପୋ-ଲି-ସ ଅଛନ୍ତି ଯିଏ ନିଜର ଭଲ କାମ ପାଇଁ ପ୍ରଶଂସା ପାଉଛନ୍ତି ତ ଆଉ କେତେକ ନିଜର ଖରାପ କମ ପାଇଁ ନି-ନ୍ଦା ପାଉଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ