ବସ୍ ଭିତରେ ସ୍କୁଲ ଛାତ୍ରୀ ଙ୍କ ଉନ୍ମତ୍ତ କାଣ୍ଡ ! ଭିଡିଓ ଦେଖିଲେ ଲାଜରେ ମୁଣ୍ଡ ନଇଁଯିବ, ଦେଖନ୍ତୁ ଏହି viral ଭିଡିଓ

ନିଶା ମଦ ପିଇବା ଆଉ ପେଶା ହେଉଛି ପାଠ ପଢିବା । ଢକ ଢକ କରି ପିଇ ଯାଉଛନ୍ତି ମଦ । ଏହି ଦୃଶ୍ୟ ଦେଖିଲେ ଆପଣ ବି ବିସ୍ମିତ ହୋଇଯିବେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଭା-ଇ-ରା-ଲ ହେବାରେ ଲାଗିଛି । ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ସମସ୍ତେ ପିଇବାରେ ବ୍ୟସ୍ତ ଆଉ ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ମଦ ବୋତଲ ।

ମଦ ପିଇବା ନିଶା ଏମିତି ଘାରିଛି ଯେ ରାସ୍ତା ଘାଟ ବି ମାନୁ ନାହାନ୍ତି । ଚଳନ୍ତା ବସ୍ ରେ କିଛି ଛାତ୍ରୀ ମଦ ପିଉଥିବାର ଦେଖିବାକୁ ମିଳିଛି । ତାମିଲନାଡୁର ଚେଙ୍ଗଲପାଟୁ ଅଞ୍ଚଳରେ ଘଟିଛି ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଖୁବ ଭା-ଇ-ରା-ଲ ହେଉଛି । ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ ହୋଇଥିବା ଏହି ଭିଡିଓଟିକୁ ବସ୍ ଭିତରୁ ହିଁ ମୋବାଇଲ ଯୋଗେ ଶୁଟିଙ୍ଗ କରାଯାଇଛି ।

ଏହି ଭିଡିଓରେ କିଛି ଛାତ୍ରୀ ବିୟର ବୋତଲ ଖୋଲି ଏହାକୁ ଜଣକ ପରେ ଜଣେ ଢକ ଢକ କରି ପିଇ ଯାଉଥିବାର ଦେଖିବାକୁ ମିଳିଛି । ଏମାନେ ସମସ୍ତେ ତାମିଲନାଡୁର ଚେଙ୍ଗଲପାଟୁରେ ଥିବା ଏକ ସରକାରୀ ସ୍କୁଲର ଛାତ୍ରୀ ବୋଲି କୁହାଯାଉଛି । ପ୍ରାଥମିକ ଅବସ୍ଥାରେ ଏହି ଭିଡିଓଟି ବହୁ ପୁରୁଣା ବୋଲି କିଛି ଲୋକ କହୁଥିଲେ ।

କିନ୍ତୁ ଏହି ଘଟଣାଟି ଗତ କିଛିଦିନ ହେଲା ଘଟିଥିବା ସ୍ପଷ୍ଟ ହୋଇଛି । ଏକ ସ୍କୁଲ ବସ୍ ଭିତରେ କିଛି ଛାତ୍ରୀ ଠିଆ ହୋଇଛନ୍ତି । ସମସ୍ତେ ସମାନ ୟୁନିଫର୍ମ ପିନ୍ଧିଛନ୍ତି ଏବଂ ଦୁଇଟି ବେଣୀ ମଧ୍ୟ ବାନ୍ଧିଛନ୍ତି । ଆଉ ହାତରେ ଧରିଥିବା ବିୟର ବୋତଲରୁ ପାଳି ପାଳି କରି ପିଇ ଯାଉଛନ୍ତି । ଏମାନେ ସମସ୍ତେ ସ୍କୁଲ ଛାତ୍ରୀ ହୋଇଥିବା ଜଣାପଡିଛି । ତେବେ ବସ୍ ଭିତରୁ କେହି ଜଣେ ଏହି ଘଟଣାର ଭିଡିଓ କରି ଭା-ଇ-ରା-ଲ ପରେ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।