ବୁଧ ଚଳିଲେ ବୃଷ ରାଶିକୁ, ଏହି ସବୁ ରାଶିମାନଙ୍କୁ ହେବ ଫାଇଦା, କିଏ କରିବେ ଅସୁବିଧାର ସମ୍ମୁଖୀନ, ଜାଣନ୍ତୁ

ବୁଧ ଗ୍ରହକୁ ଗ୍ରହମାନଙ୍କ ରାଜକୁମାର କୁହଯାଏ । ଆପଣଙ୍କୁ କହିଦେଉଛୁ କି  ଶନିବାର ଦିନ ବୁଧ ନିଜର ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରି ସାରିଛନ୍ତି । ବୁଧର ଏହି ରାଶି ପରିବର୍ତ୍ତନ କାରଣରୁ ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ପଡିବ । ବୁଧର ଏହି ପରିବର୍ତ୍ତନ ଆପଣଙ୍କ ରାଶି ପାଇଁ କେମତି ରହିବ ଓ କେଉଁ ରାଶିର ଲୋକମାନଙ୍କୁ ଲାଭ ମିଳିପାରେ ଓ କେଉଁ ରାଶିମାନଙ୍କୁ କଠିନ ସମୟ ମଧ୍ୟ ଦେଇ ଗତି କରିବାକୁ ପଡିବ ? ତେବେ ଆସନ୍ତୁ ଜାଣିବା ସମସ୍ତ ୧୨ଟି ରାଶି ସମ୍ବନ୍ଧରେ ।

ଆସନ୍ତୁ ଜାଣିବା ବୁଧର ରାଶି ପରିବର୍ତ୍ତନ ଦ୍ଵାରା କେଉଁ ରାଶିକୁ ମିଳିବ ଲାଭ

ମେଷ

Image courtesy: Google

ମେଷ ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଦ୍ଵିତୀୟ ଭାଗରେ ଗୋଚର କରିବେ । ଯେଉଁ କାରଣରୁ ଏହି ରାଶିର ଲୋକମାନଙ୍କୁ ଭାଇ ଭଉଣୀଙ୍କ ଦ୍ଵାରା ଆର୍ଥିକ ସହଯୋଗ ମିଳିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ବର୍ଗର ଲୋକମାନଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମର ଫଳ ମିଳିପାରେ । ରଚନାତ୍ମକ କାର୍ଯ୍ୟରେ ଅଧିକ ରୁଚି ରଖିବେ । ଆପଣ ସଠିକ ସମୟ ଉପରେ ନିଷ୍ପତି ନେବାରେ ସକ୍ଷମ ରହିବେ । ଆପଣଙ୍କ ନିଜର ମଧୁରବାଣି ଦ୍ଵାରା ଲୋକମାନଙ୍କୁ ପ୍ରଭାବିତ ହେବେ ।

କର୍କଟ

Image courtesy: Google

କର୍କଟ ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ୧୧ ତମ ଭାବକୁ ଗୋଚର କରିବେ । ଯେଉଁ କାରଣରୁ ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତି ହୋଇପାରେ । ପ୍ରଭାବଶାଳି ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ଘର ପରିବାରରେ ତାଳମେଳ ରହିବ । ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଭଲ ଫଳାଫଳ ହାସଲ ହେବ । ଆପଣ ନିଜର ଶତ୍ରୁ ଉପରେ ହାବି ରହିବେ । ଘର ପରିବାରର ବାତାବରଣ ଠିକ ଠାକ ରହିବ । ବିଜନେସ ପାର୍ଟନରଙ୍କ ପୁରା ସହଯୋଗ ମିଳିବ ।

ସିଂହ

Image courtesy: Google

ସିଂହ ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ୧୦ମ ଭାବରେ ଗୋଚର କରିବେ । ଯେଉଁ କାରଣରୁ ଆପଣ ବଡ ରୁ ବଡ କାମକୁ ବି ସହଜରେ କରି ପାରିବେ । ପିତାଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବାର ଯୋଗ ଅଛି । ଭାଇ ଭଉଣୀଙ୍କ ସାହାର୍ଯ୍ୟ ମିଳିବ । ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ଘର ପରିବାରର ଆର୍ଥିକ ସ୍ଥିତି ମଜବୁତ ରହିବ । ପ୍ରିୟଜନଙ୍କ ସହିତ ସମୟ ବିତାଇବା ଆନନ୍ଦଦାୟକ ରହିବ । ବ୍ୟବସାୟରେ ଅଧିକ ଲାଭ ହେବ ।

କନ୍ୟା

Image courtesy: Google

କନ୍ୟା ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ନବମ ଭାବରେ ଗୋଚର କରିବେ । ଯେଉଁ କାରଣରୁ ଆପଣଙ୍କ ଭାଗ୍ୟ ଆପଣଙ୍କ ସହଯୋଗ କରିବ । ଆପଣ କେତେକ କ୍ଷେତ୍ରରେ ସଫଳତା ହାସଲ କରି ପାରିବେ । ଧର୍ମ କର୍ମ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଜୀବନସାଥିଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ । ବିଦ୍ୟାର୍ଥୀ ବର୍ଗର ଲୋକମାନଙ୍କ ପାଇଁ ଏହି ପରିବର୍ତ୍ତନ ବହୁତ ହିଁ ଲାଭଦାୟକ ପ୍ରମାଣିତ ହୋଇପାରେ ।

ବିଚ୍ଛା

Image courtesy: Google

ବିଚ୍ଛା ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ସପ୍ତମ ଭାବରେ ଗୋଚର କରିବେ । ଯେଉଁ କାରଣରୁ ଆପଣଙ୍କୁ ବ୍ୟପାରରେ ଭଲ ଲାଭ ମିଳିବ । ଯଦି ଆପଣ କୌଣସି କାର୍ଯ୍ୟ ପାର୍ଟନରଶୀପରେ କରୁଛନ୍ତି ତେବେ ଆପଣଙ୍କୁ ଆହୁରି ଅଧିକ ଲାଭ ମିଳିବ । ଏହି ରାଶିର ଲୋକମାନଙ୍କ ପାଇଁ ନୂଆ ପ୍ରେମ ସମ୍ବନ୍ଧ ସ୍ଥାପିତ ହୋଇପାରେ । ଆପଣ ନିଜର କଥାକୁ ଲୋକମାନଙ୍କ ସହିତ ଶେୟାର କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଭଲ ଲାଭ ମିଳିବ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କ କେମିତି ରହିବ ସମୟ

ବୃଷ

Image courtesy: Google

ବୃଷ ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ଲଗ୍ନ ଭାବରେ ଗୋଚର କରିବାକୁ ଯାଉଛନ୍ତି । ଯେଉଁ କାରଣରୁ ଏହି ରାଶିର ଲୋକମାନଙ୍କୁ ମିଶ୍ରିତ ପରିଣାମ ହାସଲ ହେବ । ଘର ପରିବାରରେ ସୁଖ ଶାନ୍ତି ରହିବ । ବୈବାହିକ ଜୀବନରେ ମିଶ୍ରିତ ରହିବ । ଆପଣ ନିଜର କଥାକୁ କହିବା ପରିବର୍ତ୍ତେ ଅନ୍ୟ ଲୋକମାନଙ୍କ କଥାକୁ ଶୁଣିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ନିଜର ଯୋଜନା ଉପରେ ବୁଝି ସୁଝି କାମ ଆରମ୍ଭ କରନ୍ତୁ ।

ମିଥୁନ

Image courtesy: Google

ମିଥୁନ ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ୧୨ ତମ ଭାବରେ ଗୋଚର କରିବ । ଯେଉଁ କାରଣରୁ ଆପଣଙ୍କ ଖର୍ଚ ଅଧିକ ବଢିପାରେ । ସେଥିପାଇଁ ଆପଣ ନିଜ ଉପରେ କାବୁ ରଖନ୍ତୁ । ଅନ୍ୟଥା ଆର୍ଥିକ ସମସ୍ୟାରେ ସାମ୍ନା କରିବାକୁ ପଡିପାରେ । ଏହି ରାଶିର ଲୋକମାନେ ନିଜର ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ । ପରିବାରର କୌଣସି ସଦସ୍ୟ ଆପଣଙ୍କ ପାଇଁ ଉପହାର ଆଣିପାରେ । ଆର୍ଥିକ ନେବା ଦେବାରେ ଆପଣ ବୁଦ୍ଧିମାନର ସହ କାମ କରନ୍ତୁ ।

ତୁଳା

Image courtesy: Google

ତୁଳା ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ଅଷ୍ଟମ ଭାବରେ ଗୋଚର କରିବେ । ଯେଉଁ କାରଣରୁ ଆପଣଙ୍କୁ କୌଣସି ବି ଯାତ୍ରା କରିବା ପୂର୍ବରୁ ବଞ୍ଚିବାର ଅଛି । ଅନ୍ୟଥା ଦୁର୍ଘଟଣା ହେବାର ସମ୍ଭାବନା ଅଛି । ଆପଣ କିଛି ମାମଲାରେ ଭଲ ପରିଣାମ ମିଳିପାରେ । କିନ୍ତୁ ଆପଣ ନିଜର କାମ କାର୍ଯ୍ୟରେ କୌଣସି ବି ପ୍ରକାରର ଶୀଘ୍ର ଶୀଘ୍ର କାମ କରନ୍ତୁ ନାହିଁ । ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଦରକାର ଅଛି ।

ଧନୁ

Image courtesy: Google

ଧନୁ ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ଷଷ୍ଠରେ ଗୋଚର କରିବେ । ଯେଉଁ କାରଣରୁ ଆପଣ ନିଜ ଜୀବନସାଥିଙ୍କ ଉପରେ ବିଶେଷ ଧ୍ୟାନ ଦେବାର ଦରକାର ଅଟେ । ଏହି ରାଶିର ଲୋକମାନଙ୍କ ବାହନ ପ୍ରୟୋଗ କରିବା ଠାରୁ ସାବଧାନ ରହିବା ଉଚିତ । ଆପଣ ବାହନ ଅନିୟନ୍ତ୍ରିତ ଗତିରେ ଚଲାନ୍ତୁ ନାହିଁ । ଆପଣ ମାନସିକ ରୂପରେ ଅଳ୍ପ ଚିନ୍ତିତ ରହିବେ । କୌଣସି ଘଟଣାକୁ ନେଇ ଆପଣ ଭାବୁକ ହୋଇ ପାରନ୍ତି । ଅନ୍ୟଥା ଆର୍ଥିକ କ୍ଷତିର ସମ୍ଭାବନା ଅଛି । ଆପଣଙ୍କ ପ୍ରୟାସରେ ଜୀବନରେ କୌଣସି ନୂତନ ଦିଗ ମିଳିପାରେ । ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ ।

ମକର

Image courtesy: Google

ମକର ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ପଞ୍ଚମ ଭାବରେ ଗୋଚର କରିବେ । ଆଜି ଆପଣ ନିଜର ସମ୍ପର୍କୀୟ ଲୋକମାନଙ୍କ ସହିତ ନିଜର ମନର କଥାକୁ ଶେୟାର କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ହାଲକା ହୋଇଯିବ । ପ୍ରେମରେ ଥିବା ବ୍ୟକ୍ତିମାନେ ଆଜି ପରସ୍ପରର ଭାବନାକୁ ବୁଝି ପାରିବେ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ଆହୁରି ଅଧିକ ମଜବୁତ ହେବ । ଆଜି ବ୍ୟବସାୟିକ ଗତିବିଧିରେ କିଛି ଚେଞ୍ଜେସ ଆସିପାରେ । ଆର୍ଥିକ ରୂପରେ ବି ଏମାନେ ଭାଗ୍ୟବାନ ରହିବେ ।

କୁମ୍ଭ

Image courtesy: Google

କୁମ୍ଭ ରାଶି ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ଚତୁର୍ଥ ଭାବରେ ଗୋଚର କରିବେ । ବ୍ୟବସାୟୀ, ଆର୍ଥିକ ଓ ସାମାଜିକ ପ୍ରତିବାନ୍ଧତା ଆପଣଙ୍କ ଉପରେ ପ୍ରଭାବ ପକାଇବ । ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସେହିଭଳି ଖାସ ରହିବ ନାହିଁ । ପ୍ରେମୀ ଯୁଗଲଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ । କିଛି ଅନିଷ୍ଟ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କୌଣସି କଥାକୁ ନେଇ ସହଯୋଗୀଙ୍କ ସହ ବିବାଦ ହୋଇପାରେ । ସାବଧାନର ସହ କାମ କରନ୍ତୁ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ନିଜର ପର୍ସନାଳ ଜୀବନରେ କିଛି ସମସ୍ୟା ଆସିପାରେ ।

ମୀନ

Image courtesy: Google

ମୀନ ରାଶିର ବାଲା ଲୋକମାନଙ୍କ ରାଶିରେ ବୁଧ ଗ୍ରହ ତୃତୀୟ ଭବାରେ ଗୋଚର କରିବେ । ଜୀବନସାଥି ଆପଣଙ୍କ ସହିତ ନିଜର ମନର କଥାକୁ ଶେୟାର କରିବେ । ଘର ପରିବାର ପରିସ୍ଥିତି ସାମାନ୍ୟ ରହିବ । ଆପଣଙ୍କୁ ନିଜର ପରିବାର ଦରକାରୀ ଜିନିଷ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆର୍ଥିକ ସ୍ଥିତି ଠିକ ରହିବ । ଆପଣ ନିଜର ଆମଦାନୀ ଓ ଖର୍ଚର ସନ୍ତୁଳନ ରଖନ୍ତୁ । ଆପଣଙ୍କ ମଧ୍ୟରୁ କିଛି ଲୋକମାନେ ବିଦେଶୀ ସମ୍ପର୍କ ଦ୍ଵାରା ପ୍ରଚୁର ଆର୍ଥିକ ଲାଭ ପ୍ରାପ୍ତ କରି ପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।