ପିଓକେ ପାଇଁ ଭାରତର ବଡ ପ୍ରସ୍ତୁତି, ଏହି 3ଟି କଥାରୁ ଆପଣ ଜାଣିଯିବେ

କହିବାକୁ ଗଲେ ଭାରତ ସରକାର ପିଓକେକୁ ଭାରତରେ ସାମିଲ କରିବା ପାଇଁ ପୁରା ପ୍ଲାନିଙ୍ଗ ଆରମ୍ଭ କରିସାରିଛନ୍ତି । ଏହି ପ୍ଳାନ ମଧ୍ୟରେ ଗିଲଗିଟ, ବଲ୍ଟିସ୍ତାନ ଓ ମୁଜାଫରାବାଦର ମୌସମ ବିଷୟରେ ଭାରତର ମୌସମ ବିଭାଗ ଲଗାତର ସୂଚନା ଦେବ । କାରଣ ଏହି ଅଞ୍ଚଳ ଗୁଡିକ ଭାରତର ଅଭିନ୍ନ ଅଂଶ ଅଟେ । ଏହିଭଳି ନିଜେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ନିଜର ବୟାନରେ କହିଥିଲେ ।

ଏହାର ଅର୍ଥ ଏହା ଅଟେ କି ଜଲ୍ଦି ହିଁ ପିଓକେକୁ ଭାରତରେ ସାମିଲ କରିବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଭାରତ ବହୁତ ସମୟ ହେବ ପାକିସ୍ତାନକୁ ଏହା ଚେତାବନୀ ଦେଇ ଆସୁଛି ତୁମର ଅବୈଧ କବ୍ଜାକୁ ପିଓକେରେ ହଟାଇ ଦିଅ । କିନ୍ତୁ ପାକିସ୍ତାନ ଏହାକୁ ଅବମାନନା କରି ଚାଲିଛି । ଏମିତିରେ ଭାରତ ବର୍ତ୍ତମାନ ନୂତନ ଯୋଜନା ଉପରେ କାମ କରିବା ଆରାମ୍ଭ କରି ଦେଇଛି ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ପାକିସ୍ତାନ ଲଗାତାର ଚୁପଚାପ ସିଜଫାୟର ଉଲ୍ଲଂଘନ କରୁଛି । ସେ ଚୁପଚାପ ଭାରତ ସୀମା ମଧ୍ୟ ଦେଇ ପଶି ଭାରତରେ ଜନତାଙ୍କୁ ମାରୁଛି ଓ ଲୁଚି ଲୁଚି ଆମର ସୈନିକମାନଙ୍କ ଉପରେ ବି ଆକ୍ରମଣ କରୁଛି । କିନ୍ତୁ ଏସବୁ ସତ୍ବେ ବି ଭାରତ ଏହାର କଡାକଡି ଜବାବ ଦେଉଛି । ଆପଣଙ୍କୁ କହିଦେଉଛୁ କି ଏହି କିଛି ଦିନ ମଧ୍ୟରେ ଆତଙ୍କବାଦୀ ରିୟାଜ ନାଇକୁ ଭାରତ ସୈନିକମାନେ ମାରି ଦେଇଛନ୍ତି ।

ଯାହା ଦ୍ଵାରା ପାକିସ୍ତାନ ଆହୁରି ବି ଭୟଭୀତ ହୋଇ ଯାଇଛି । ଏହା ପରେ ପୁଣିଥରେ ଯେତେବେଳେ ପାକିସ୍ତାନ ଆକ୍ରମଣ କରିଲା ତେବେ ଭାରତ ବି ଜବରଦସ୍ତ ଆକ୍ରମଣ କରିଲା । ଏମିତିରେ ଇମରାନ ଖାନ ଡରି ଯାଇଛି କି ଭାରତ ପୁଣିଥରେ ସର୍ଜିକାଲ ସ୍ଟ୍ରାଇକ ନ କରି ଦେଉ । ଇମରାନ ଖାନର ମନ୍ତ୍ରୀ ମଣ୍ଡଳ ବି ପୂରାପୂରି ଭୟଭୀତ ହୋଇ ଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।