Gk Questions With Answers: ଟ୍ରେନର ଶେଷ ବଗିର ପଛପଟେ X କାହିଁକି ଲେଖା ଯାଇଥାଏ ? କଣ ଆପଣ ଜାଣନ୍ତି ?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କୁ ଶିଖିବାକୁ ମଜାଦାର ଲାଗିବ ଓ ଜୀବନରେ ଅନେକ କ୍ଷେତ୍ରରେ ଏହକା କାର୍ଯ୍ୟରେ ମଧ୍ୟ ଆସିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ପୂର୍ବରୁ ଜାଣିଛନ୍ତି ତେବେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ଏବଂ ଯଦି ଉତ୍ତର ନ ଜାଣିଛନ୍ତି ତେବେ ପ୍ରଶ୍ନ ତଳେ ଏହାର ଉତ୍ତର ଆମେ ଆପଣଙ୍କ ପାଇଁ ଲେଖି ଦେଇଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ପ୍ରଶ୍ନୋତ୍ତର ।

୧- ରାସ୍ତା ଅଛି ହେଲେ ଗାଡି ନାହିଁ, ବଣ ଅଛି ହେଲେ ଗଛ ନାହିଁ, ଗାଁ ଅଛି ହେଲେ ମଣିଷ ନାହିଁ, କହିଲେ ଦେଖି ଏମିତି ଜାଗାଟେ କାହିଁ ?

ଉ: ମାନଚିତ୍ର

୨- ଶରୀରର କେଉଁ ଅଙ୍ଗରୁ ଝାଳ ବାହାରେ ନାହିଁ ?

ଉ: ଓଠ

 

୩- ରାଷ୍ଟ୍ରୀୟ ଏକତା ଦିବସ କେବେ ପାଳନ କରାଯାଏ ?

ଉ: ଅକ୍ଟୋବର ୩୧ ତାରିଖ

୪- ଇଣ୍ଟରନେଟ କିଏ ଆବଷ୍କାର କରିଥିଲେ ଏବଂ କେଉଁ ଦେଶରେ ?

ଉ: ରିନ ଟନ କେଫ, ଆମେରିକା

୫- ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ?

ଉ: ୫ ବର୍ଷ

୬- ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ?

ଉ: ୬ ବର୍ଷ

୭- ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ?

ଉ: ଉପରାଷ୍ଟ୍ରପତି

୮- ଲୋକସଭାର ସଭାପତି କିଏ ?

ଉ: ବାଚସ୍ପତି

୯- ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ ?

ଉ: ପ୍ରତିଭା ସିଂ ପାଟିଲ

୧୦- ଭାରତର ପ୍ରଥମ ବ୍ଯାଙ୍କ କେଉଁଟି ?

ଉ: ବମ୍ବେ ବ୍ଯାଙ୍କ

୧୧- କେଉଁଟି ଭାରତର ବୃହତ୍ତମ ନଦୀ ?

ଉ: ଗଙ୍ଗା ନଦୀ

୧୨- ଭାରତର ବୃହତ୍ତମ ଜିଲ୍ଲାର ନାମ କଣ ?

ଉ: ବିଶାଖପାଟଣା

୧୩- ଭାରତର ଜାତୀୟ ନୀତି କଣ ?

ଉ: ଅହିଂସା

୧୪- ସଦାକୋଟ କାହିଁକି ପ୍ରସିଦ୍ଧ ?

ଉ: ଡ: ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ

୧୫- ସୁରାଟ କାହିଁକି ପ୍ରସିଦ୍ଧ ?

ଉ: ଲୁଗାକଳ ପାଇଁ

୧୬- ପ୍ରଥମ ଇଲେକ୍ଟ୍ରିକ ଟ୍ରେନର ନାମ କଣ ?

ଉ: ଡେକାନ କୁଇନ

୧୭- କମ୍ପାସରେ କେଉଁ ଚୁମ୍ବକ ଥାଏ ?

ଉ: ସୂଚୀ ଚୁମ୍ବକ

୧୮- ଭାରତର କେଉଁ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କ ସଂଖ୍ୟା ଅଧିକ ?

ଉ: କେରଳ

୧୯- କେଉଁ ଜୀବ ଠି୨୦- ଆ ହୋଇ ଶୋଇପାରେ ?

ଉ: ଘୋଡା

୨୦- କେଉଁ ପ୍ରାଣୀର ଅଙ୍ଗ କଟିଗଲେ ସଙ୍ଗେ ସଙ୍ଗେ ଆଉ ଗୋଟେ ହୋଇଥାଏ ?

ଉ: ପ୍ରଜାପତି

୨୧- ବିଶ୍ଵର କେଉଁ ନଦୀର ପାଣି ଗରମ ଅଟେ ?

ଉ: ନୀଳନଦୀ

୨୨- କେଉଁ ଦେଶର ବରଫରୁ ବିଜୁଳି ପ୍ରସ୍ତୁତ ହୋଇଥାଏ ?

ଉ: ଆମେରିକା

୨୩- ବିଶ୍ଵର ଅନ୍ନଭଣ୍ଡାର କାହାକୁ କୁହାଯାଏ ?

ଉ: ୟୁକ୍ରେନ

୨୪- ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପୀୟ କିଏ ?

ଉ: ଆଲେକଜାଣ୍ଡାର

୨୫- ଟ୍ରେନର ଶେଷ ବଗିର ପଛପଟେ X କାହିଁକି ଲେଖା ଯାଇଥାଏ ?

ଉ: ଏହାଦ୍ବାରା ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣିପାରିବେ ଯେ ଟ୍ରେନର ସବୁ ବଗି ଷ୍ଟେସନ ଅତିକ୍ରମ କଲା ବୋଲି

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।