ସାମୁଏଲ ମିରାଣ୍ଡା ବନିଲେ ସରକାରୀ witness, ସିବିଆଇ ଡରରେ ରିୟାଙ୍କ ସବୁ ଗୁମର ଖୋଲିଦେଲେ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବେ ସବୁ ଆଡୁ ଫସି ଯାଇଛନ୍ତି । ପ୍ରଥମେ ସିଦ୍ଧାର୍ଥ ପିଠାନି ରିୟା ଙ୍କ ସବୁ କଳା କାରନାମା ସମ୍ପର୍କରେ କହିଥିଲେ ଡିପେଶ ସୱନ୍ତ ମଧ୍ୟ ସବୁ କହିଥିଲେ । ପିଠାନି ଏବଂ ଦୀପେଷ ସରକାରୀ ସାକ୍ଷୀ ହେବା ପାଇଁ କହିଛନ୍ତି ଏବଂ ସବୁ କିଛି କହିବାକୁ ରାଜି ହୋଇଯାଇଛନ୍ତି । ଆଊ ବର୍ତମାନ ର ସବୁଠାରୁ ବଡ଼ ଖବର ସମୁଏଲ ମିରାଣ୍ଡା ମଧ୍ୟ ସରକାରୀ ସାକ୍ଷୀ ପାଲଟି ଯାଇଛନ୍ତି । ଏବଂ ରିୟା ଙ୍କ ସବୁ ଗୁମର ଖୋଲିଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ମିରାଣ୍ଡା ହିଁ ସୁଶାନ୍ତ ଙ୍କ ମ୍ୟାନେଜର ଥିଲେ ଏବଂ ମିରାଣ୍ଡା ଙ୍କ ଦ୍ଵାରା ହିଁ ରିୟା ସୁଶାନ୍ତ ଙ୍କ ପଇସାରେ ଅୟେଶ କରୁଥିଲେ । ରିୟା ଚକ୍ରବର୍ତ୍ତୀ ମିରାଣ୍ଡାଙ୍କ ସହମତି ପରେ ହିଁ ପଇସା ନେଇଥିଲେ । ମାନେ ମିରାଣ୍ଡା ସୁଶାନ୍ତ ଙ୍କ ପରେ ସୁଶାନ୍ତ ଙ୍କ ଘରର ସବୁଠାରୁ ଶକ୍ତିଶାଳୀ ଥିଲା ପଇସା ମାମଲାରେ ଆଊ ସୁଶାନ୍ତ ଙ୍କ ସମ୍ପତ୍ତିରେ ମିରାଣ୍ଡାଙ୍କ ସାଇନ ରହୁଥିଲା ।

ବର୍ତମାନ ସେହି ମିରାଣ୍ଡା ସରକାରୀ ସାକ୍ଷୀ ହେବାକୁ ଯାଉଛନ୍ତି । ପିଠାନି ଏବଂ ସଵନ୍ତ ସରକାରୀ ସାକ୍ଷୀ ପ୍ରଥମରୁ ପାଲଟି ସାରିଥିଲେ ଆଊ ଏବେ ମିରାଣ୍ଡା ମଧ୍ୟ ସରକାରୀ ସାକ୍ଷୀ ପାଲଟିବାକୁ ଯାଉଛନ୍ତି । CBI ର ଲଗାତାର ପଚରା ଉଚୁରା ପରେ ମିରାଣ୍ଡାା ଡରିଯଇଥିଲା ଏବଂ ସବୁ କିଛି କହିଦେଇଥିଲା । ମିରାଣ୍ଡାା କହିଚନ୍ତି କି ଗତ ବର୍ଷ ଠାରୁ ରିୟା ସୁଶାନ୍ତ ଙ୍କ ଘରକୁ ଆସିବା ଆରମ୍ଭ କରିଥିଲେ ।

ମିରାଣ୍ଡାା ମଝିରେ ଗୋଆ ଯାଇଥିଲେ ଏବଂ ସେଠୁ ଫେରିବାପରେ ସେ ଦେଖିଲେ କି ସୁଶାନ୍ତ ଙ୍କ ଜୀବନ ପୁରା ବଦଳି ଯାଇଛି । ରିୟା ଙ୍କ କହିବା ଦ୍ଵାରା ହିଁ ଶ୍ରୁତି ମୋଦି କୁ ସୁଶାନ୍ତ ଙ୍କ ସେଲିବ୍ରିଟି ମ୍ୟାନେଜର କରାଯାଇଥିଲା । ଆଊ ନିଜେ ରିୟା ମଧ୍ୟ ସୁଶାନ୍ତ ଙ୍କ ଘରେ ରହିବା ଆରମ୍ଭ କରିଦେଇଥିଲେ । ରିୟା ଙ୍କ ପିତା ନିଜେ ରିୟା ଙ୍କୁ ସୁଶାନ୍ତ ଙ୍କ ଘରେ ଛାଡ଼ିବାକୁ ଆସୁଥିଲେ ଏବଂ ନିଜେ ସୁଶାନ୍ତ ଏବଂ ରିୟା ଙ୍କ ସହିତ ପାର୍ଟି ରେ ମଧ୍ୟ ଯାଉଥିଲେ ।

ଯେତେବେଳେ ସୁଶାନ୍ତ ଙ୍କ ସମ୍ପର୍କ ନୂଆ ଥିଲା ସେତେବେଳେ ସୁଶାନ୍ତ ରିୟା ଙ୍କ ସବୁ କଥା ମାନୁଥିଲେ ସେଥିପାଇଁ ରିୟା ଙ୍କ କହିବା ଦ୍ଵାରା ହିଁ ସୁଶାନ୍ତ ଅନ୍ୟ ଏକ ଘର କିଣିଥିଲେ । ମିରାଣ୍ଡାା କହିଚନ୍ତି କି ରିୟା ସୁଶାନ୍ତ ଙ୍କୁ ଜବରଦସ୍ତି କହୁଥିଲେ କି ସେ ଠିକ ନାହିଁ ତାଙ୍କ ଦେହ ଭଲ ନାହିଁ ସେ ପାଗଳ ହୋଇ ଯାଇଛନ୍ତି । ସେଥିପାଇଁ ରିୟା ସୁଶାନ୍ତ ଙ୍କୁ ନିଜ ଘରକୁ ମଧ୍ୟ ନେଉଥିଲେ ।

ମିରାଣ୍ଡାା କହିଚନ୍ତି କି ରିୟା ଙ୍କ ଘରେ ସୁଶାନ୍ତ ଙ୍କ ସହିତ କଣ ହେଉଥିଲା ସେ ଜାଣି ନାହାନ୍ତି କିନ୍ତୁ ରିୟା କହୁଥିଲେ କି ତାଙ୍କ ପିତା ଡକ୍ଟର ଅଟନ୍ତି ଏବଂ ଘରେ ସୁଶାନ୍ତ ଙ୍କ ଚିକିତ୍ସା କରାଯାଉଛି । ସୁଶାନ୍ତ ମିରାଣ୍ଡା ଙ୍କୁ କହିଥିଲେ କି ଘରର ସବୁ ଜିନିଷ ବିକ୍ରି କରିଦିଅ ଆଊ ପଇସା ଆକାଉଣ୍ଟ ରେ ରଖିଦିଅ କାରଣ ସେ ଗାଁ ରେ ଯାଇ ରହିବାକୁ ଚାହୁଁଥିଲେ ।

ମିରାଣ୍ଡାାଙ୍କ କହିବା ଅନୁସାରେ ରିୟା ତାଙ୍କୁ ସବୁ ଜିନିଷ ବିକ୍ରି କରିବାକୁ ଦେଇନଥିଲେ କାରଣ ସେ ଚାହୁନଥିଲେ କି ସୁଶାନ୍ତ ମୁମ୍ବାଇ ଛାଡି ଆଊ କୋଉଠି କୁ ଯାଆନ୍ତୁ ବୋଲି । ମିରାଣ୍ଡା କହିଚନ୍ତି କି ରିୟା ସୁଶାନ୍ତ ଙ୍କୁ ଡ୍ରଗ ଦେଉଥିଲେ ଆଊ ସୁଶାନ୍ତ ଙ୍କ ସବୁ ପଇସା ଖର୍ଚ୍ଚ କରୁଥିଲେ । ରିୟା ନିଜର ସବୁ ଖର୍ଚ୍ଚ ସୁଶାନ୍ତ ଙ୍କ ପଇସାରୁ ହିଁ କରୁଥିଲେ । ରିୟା ସୁଶାନ୍ତ ଙ୍କୁ ଲୁଚାଇ ତାଙ୍କୁ ଡ୍ରଗ ଦେଉଥିଲେ ।

ଯେତେବେଳେ ସୁଶାନ୍ତ ପଇସା ଖର୍ଚ୍ଚ ବିଷୟରେ ଜାଣିଲେ ସେତେବେଳେ ସୁଶାନ୍ତ ମିରାଣ୍ଡାାଙ୍କୁ ଘରୁ ବାହାର କରିଦେଇଥିଲେ ଏବଂ ତାପରେ ମିରାଣ୍ଡାା ଆଊ ସୁଶାନ୍ତ ଙ୍କ ଘରକୁ ଯାଇନଥିଲେ କିନ୍ତୁ ମାର୍ଚ୍ଚ ପରେ ସୁଶାନ୍ତ ଙ୍କ ସହିତ କଣ କରିଥିଲେ ରିୟା ଜଣା ପଡିନାହିଁ । CBI ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି ।

CBI କହିଛି ସୁଶାନ୍ତ ଙ୍କ ହତ୍ୟାକାରୀ ସମକୁ ଆସିବାକୁ ଯାଉଛି ଖୁବ ଶୀଘ୍ର । ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ । ଏବଂ ଦୋଷୀ କୁ କଠୋର ଦଣ୍ଡ । ସୁଶାନ୍ତ ଙ୍କ ନ୍ୟାୟ ପାଇଁ ପୁରା ଭାରତ ବାସି ଜଗିକି ବସିଛନ୍ତି । ଏବଂ ଖୁବ ଶୀଘ୍ର ସୁଶାନ୍ତ ଙ୍କ କେଶ ସଲଭ ହେବାକୁ ଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।