CBI ମହେଶ ଭଟ୍ଟଙ୍କୁ କରିବ ଗିରଫ? ରିୟା ମହେଶ ଭଟ୍ଟଙ୍କ କଳା କାରନାମା ଉପରୁ ଉଠାଇଲା ପରଦା

ସତ ର ସର୍ବଦା ଜୟ ହୋଇଥାଏ, ମିଥ୍ୟା ବେଶି ଦିନ ଚାଲି ନଥାଏ । ୨ ଦିନ ଜେଲ ରେ ରହିବା ପରେ ରିୟା ଖୋଲିଲେ ମୁହଁ । CBI ଦ୍ଵାରା ରିୟା ଏବଂ ତାଙ୍କ ଭାଇଙ୍କୁ ଗିରଫ କରିବାପରେ ରିୟା ଡରିଯାଇ ସବୁ କଥା କହୁଛନ୍ତି । ରିୟା ମହେଶ ଭଟ୍ଟ ଙ୍କ କଳା କାରନାମା ସମ୍ପର୍କରେ କହିବା ମଧ୍ୟ ଆରମ୍ଭ କରିଦେଇଛନ୍ତି, ଯେତେବେଳେ CBI ଅଫିସର କହିଲେ ଯଦି ଆପଣ ନିଜ ଇଛାରେ ସବୁ ସତ କହିବେ ତେବେ ଆମେ ଟେଷ୍ଟ କରିବୁ ଯାହା ଦ୍ଵାରା ସବୁ ସତ ଜଣାପଡ଼ିବ ଏବଂ ଏହା ପରେ ରିୟା ଡରିଯାଇ ସବୁ କହିବା ଆରମ୍ଭ କରିଛନ୍ତି ।

ଖବର ମିଳିଛି କି ରିୟା ମହେଶ ଭଟ୍ଟ ଏବଂ ସନ୍ଦୀପ ଙ୍କ ମିତ୍ରତା ବିଷୟରେ କହିଛନ୍ତି । ରିୟା କହିଛନ୍ତି ମହେଶ ଭଟ୍ଟ ଏବଂ ସନ୍ଦୀପ ସିଂ ୧୨ ଜୁନ ରେ ଦେଖାକରିଥିଲେ, ଏବଂ ଠିକ୍ ଗୋଟେ ଦିନ ପରେ ସୁଶାନ୍ତ ଙ୍କୁ ଦୁନିଆରୁ ହଟାଇ ଦିଆଯାଇଥିଲା । ବର୍ତମାନ ସନ୍ଦୀପ ସିଂ ଏବଂ ମହେଶ ଭଟ୍ଟ ଙ୍କ ଉପରେ CBI ନିଜର ନଜର ରଖିଛି।

ଖବର ମିଳିଛି ଆଜି ହିଁ ମହେଶ ଭଟ୍ଟ ଙ୍କୁ ଗିରଫ କରିପାରେ କାରଣ ଦିଶା ଙ୍କ ମୃତ୍ୟୁ ଦିନ ମହେଶ ଭଟ୍ଟ ରିୟା ଙ୍କ ସହିତ କଥା ହୋଇଥିଲେ ଏବଂ ସୁଶାନ୍ତ ଙ୍କ ମୃତ୍ୟୁ ପରେ ମଧ୍ୟ ରିୟା ଙ୍କ ସହିତ କଥା ହୋଇଥିଲେ ତେବେ ଆଜି ଆଗେ CBI ମହେଶ ଭଟ୍ଟ ଏବଂ ସନ୍ଦୀପ ସିଂ ଙ୍କୁ ଅଲଗା ଅଲଗା ପଚରା ଉଚରା କରିବ କି ୧୨ ଜୁନ ରେ ଦୁଇଜଣ ଙ୍କ ଭିତରେ କଣ କଣ କଥା ହେଇଥିଲେ ଏବଂ ତାପରେ ଗିରଫ ମଧ୍ୟ କରିପାରେ। ଯଦି ୧୨ ଜୁନ ରେ ସନ୍ଦୀପ ସିଂ ଏବଂ ମହେଶ ଭଟ୍ଟ ଦେଖା କରିଥିଲେ ତେବେ ସୁଶାନ୍ତ ଙ୍କୁ ନିଶ୍ଚିନ୍ତ ସନ୍ଦୀପ ସିଂ ୧୩ ଜୁନ ରାତିରେ ରେ ହତ୍ୟା କରିଛନ୍ତି। ରିୟା ଡରିଯାଇ କଣ କଣ ସବୁ CBI ଙ୍କୁ କହିଛନ୍ତି ଚାଲନ୍ତୁ ଜାଣିବା।

୧୩ ଜୁନ ରେ ସୁଶାନ୍ତ ଙ୍କ ଘରର ସବୁ ଲାଇଟ ବନ୍ଦ ହୋଇଯାଇଥିଲା ବୋଲି ସବୁ ପଡୋଶୀ କହିଥିଲେ। ଏବଂ CBI ମଧ୍ୟ କହିସାରିଛି କି ସୁଶାନ୍ତ ସିଂ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଥିଲା। ଏବଂ ଏବେ ହୋଇଛି ବଡ଼ ଖୁଲାସା କି ରିୟା ଆଗରୁ କଣ ପାଇଁ ମହେଶ ଭଟ୍ଟ ଏବଂ ସନ୍ଦୀପ ସିଂ ଙ୍କ ବିଷୟରେ କହିନଥିଲେ, ରିୟା ସବୁ କିଛି ଜାଣିଛନ୍ତି । ବର୍ତମାନ ରିୟା ସବୁ କିଛି କହିବା ଆରମ୍ଭ କରିଦେଇଛନ୍ତି କାରଣ ରିୟା ଙ୍କୁ CBI ଗିରଫ କରିଛି ଏବଂ ରିୟା ଜେଲ ରେ ଅଛନ୍ତି।

ରିୟା ସବୁ ସତ କହିବାପରେ ବଲିଉଡ ରେ ବହୁତ କିଛି ହେବାକୁ ଯାଉଚି କାରଣ ବଲିଉଡ କୁ ଚଳାଉ ଥିବା ବଡ଼ ବଡ଼ ଖାନ୍ ଏବଂ ଠାକରେ ଜେଲ ଭିତରେ ରହିବେ।ଏବେ ପ୍ରମାଣ ହୋଇଯାଇଛି କି ସର୍ବଦା ସତ୍ୟତା ର ହିଁ ଜୟ ହୋଇଥାଏ। ଏମସ୍ ଡକ୍ଟର ମଧ୍ୟ ବଡ଼ ଖୁଲାସା କରିଛନ୍ତି ଏବଂ କହିଛନ୍ତି ସୁଶାନ୍ତ ଙ୍କ ପୋଷ୍ଟମର୍ଟମ ରିପୋର୍ଟ ଭୁଲ ଥିଲା। CBI ଆଊ ଥରେ ସିଦ୍ଧାର୍ଥ ପିଠାନି,ସନ୍ଦୀପ ସିଂ ଏବଂ ଚାବି ଵାଲାକୁ ପଚରା ଉଚୁରା କରିଥିଲା।ପୋଷ୍ଟମର୍ଟମ ରିପୋର୍ଟ ରେ ବହୁତ କିଛି ଲୁଚାଯାଇଥିଲ ଏବଂ ଏହା ସନ୍ଦୀପ ସିଂ ଙ୍କ କହିବା ଦ୍ଵାରା ହୋଇଥିଲା।

ସୁଶାନ୍ତ ଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରମାଣକୁ ଲୁଚାଯାଇଛି ଯେମିତି କି ସୁଶାନ୍ତ ଙ୍କ ଘରକୁ ରଙ୍ଗ କରାଯାଇଥିଲା ସବୁ ଫର୍ଣିଚର ବଦଳାଯାଇଥିଲା । ଡକ୍ଟର ସୁଶାନ୍ତ ଙ୍କ ଘରେ ସବୁ ଦେଖିଥିଲେ ଏବଂ କହୁଥିଲେ କି ଏହା କରାଯାଇଛି ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ଏବଂ CBI କୁ କହିଥିଲେ କି ଆପଣ ଆଗେ ସନ୍ଦୀପ ସିଂ ଙ୍କୁ ଧରନ୍ତୁ ଏବଂ ତାଙ୍କୁ ପଚାରନ୍ତୁ କି ସେ ସୁଶାନ୍ତ ଙ୍କ ମୃତ୍ୟୁ ଦିନ କେମିତି ତାଙ୍କ ଘରେ ପାଗଞ୍ଚିଯାଇଥିଲେ ଏବଂ ପୋଷ୍ଟମର୍ଟମ ପାଇଁ କୂପର ହସ୍ପିଟାଲ କାହିଁକି ନେଇଥିଲା।

ଏମ୍ସ ଡକ୍ଟର କହିଥିଲେ କି ଆପଣ ସନ୍ଦୀପ ସିଂ ଙ୍କୁ ଜଲ୍ଦୀ ଗିରଫ କରନ୍ତୁ କାରଣ ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ସନ୍ଦୀପ ସିଂ ଙ୍କ ମାଷ୍ଟର ମାଇଣ୍ଡ ରହିଛି।ସନ୍ଦୀପ ସିଂ ଙ୍କୁ ଲଗାତାର CBI ପଚରା ଉଚୁରା କରୁଛି। ରିୟା ଧୀରେ ଧୀରେ ସବୁ କିଛି କହିବା ଆରମ୍ଭ କରିଦେଇଛନ୍ତି ଏବଂ ଖୁବ ଶୀଘ୍ର ସୁଶାନ୍ତ ଙ୍କ ପ୍ରକୃତ ହତ୍ୟାକାରୀ ସାମ୍ନାକୁ ଆସିବ। ସୁଶାନ୍ତ ଙ୍କ ମୃତ୍ୟୁ କୁ ୩ ମାସ ହୋଇସାରିଛି କିନ୍ତୁ ସୁଶାନ୍ତ ଙ୍କୁ କେହିମଧ୍ୟ ଭୂଲି ପାରିନାହନ୍ତି ।

ସୋସିଆଲ ମିଡିଆରେ ସୁଶାନ୍ତ ଙ୍କ ଭିଡିଓ ,ଫଟୋ ଆଦି ଭାଇରାଲ ହୋଇଚାଲିଚି । ସୁଶାନ୍ତ ଙ୍କୁ ନ୍ୟାୟ ଖୁବ ଶୀଘ୍ର ମିଳିବାକୁ ଯାଉଛି ବୋଲି CBI ଅଧିକାରୀ କହିଛନ୍ତି। CBI କହିଛି ଦୋଷୀ କୁ କଠୋର ଦଣ୍ଡ ମିଳିବ, ସୁଶାନ୍ତ,ତାଙ୍କ ପରିବାର ଏବଂ ଭାରତ ବାସି ଙ୍କୁ ନ୍ୟାୟ ନିଶ୍ଚିନ୍ତ ଭାବରେ ମିଳିବ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।