CBI ଜାଲରେ ଫସିଲେ ଆଦିତ୍ୟ ଠାକରେ? ସମସ୍ତଙ୍କୁ ଥିଲା ଏହାର ଅପେକ୍ଷା, ରିୟାଙ୍କ ମୁହଁରୁ ବାହାରିଲା ସତ, ହଁ ଆଦିତ୍ୟ ଠାକରେ ହିଁ

ବର୍ତ୍ତମାନ ହିଁ ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ଜେଲରେ ବନ୍ଦ ଥିବା ରିୟା ଚକ୍ରବତୀଙ୍କ ଭାଇ ସୌଭିକ ସୁଶାନ୍ତଙ୍କ ହତ୍ୟାକୁ ନେଇ ଏକ ବଡ ନାଁ CBI ସାମ୍ନାରେ କହିଛନ୍ତି । ଏମିତିରେ ସମସ୍ତେ ସନ୍ଦେହ କରୁଛନ୍ତି ଏହା ପଛରେ ଆଦିତ୍ୟ ଠାକରେ ଅଛନ୍ତି । ଯାହାକୁ ବଞ୍ଚାଇବା ପାଇଁ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ରର ସରକାର ବହୁତ ଚେଷ୍ଟା କରିଥିଲେ ।

କହିବାକୁ ଗଲେ ବର୍ତ୍ତମାନ CBI ଦିଲ୍ଲୀରୁ କିଛି ବଡ ବଡ ଅଧିକାରୀଙ୍କୁ ଡାକିଛନ୍ତି ଓ ଏମାନେ ମୁମ୍ବାଇ ଆସିବା ମାତ୍ରେ ହିଁ ବହୁତ ବଡ ଲେବୁଲରେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏହା ସହିତ ବହୁତ ବଡ ବଡ ଲୋକମାନଙ୍କୁ ପୁଛତାଛ କରିବା ଆରମ୍ଭ କରି ଦେଇଛନ୍ତି ।

ଏହି ଅଧିକାରୀମାନେ ଆଦିତ୍ୟ ଠାକରେଙ୍କ ଘରକୁ ବି ଯାଇ ପାରନ୍ତି ଓ ସେହି ଅଧିକାରୀମାନେ ବି ଯିବେ ଯେଉଁମାନେ ଡ୍ର୍ଗସ ମାମଲାକୁ ଉଜାଗର କରିଥିଲେ ଏବଂ ଗୌରବ ଆରିୟାଙ୍କ ଠାରୁ ସବୁ ସତ ବାହାର କରିଥିଲେ । ଆପଣଙ୍କୁ କହିଦେଉଛୁ କି ଗୌରବଙ୍କ ବୟାନ ପରେ ହିଁ ରିୟାଙ୍କ ଭାଇ ସୌଭିକକୁ ଜେଲ ନେଇ ସବୁ ଉଜାଗର କରିଥିଲେ । ବର୍ତ୍ତମାନ କୁହାଯାଉଛି କୁ ବର୍ତ୍ତମାନ ରିୟାଙ୍କ ବନ୍ଧୁ ଆଦିତ୍ୟ ଠାକରେଙ୍କ ନାଁ ବି ସାମ୍ନାକୁ ଆସିପାରେ ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି CBI ବର୍ତ୍ତମାନ ମୁମ୍ବାଇ ପୋଲିସର ବଡ ବଡ ଅଧିକାରୀଙ୍କ ଠାରୁ ନେଇ ଓ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀମାନଙ୍କ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି କି କେଉଁଠି ନା କେଉଁଠି ଏହି ସମସ୍ତଙ୍କ ସମ୍ବନ୍ଧ ରିୟାଙ୍କ ସହ ଅଛି । CBIର ବିଶେଷ ଅଧିକାରୀମାନେ ଗୌରବ ଆରିୟା ଠାରୁ କିଛି ଗୁପ୍ତ ସୂଚନା ବି ହାସଲ କରିଛନ୍ତି ଯାହା ଉଚ୍ଚ ସ୍ତରର ଲୋକମାନଙ୍କ ଯାଞ୍ଚ ପାଇଁ ବହୁତ ଜରୁରୀ ପ୍ରମାଣ ଅଟେ ।

ବର୍ତ୍ତମାନ କୁହାଯାଉଛି କି ଆଦିତ୍ୟ ଠାକରେଙ୍କ ପର୍ଯ୍ୟନ୍ତ ଏହି ବିଶେଷ ସିବିଆଇ ଟିମ ଯିବେ । CBIର ଏକ ବିଶେଷ ଟିମ ଯିଏ ଡ୍ର୍ଗସ ମାମଲାକୁ ଯାଞ୍ଚ କରିଛନ୍ତି ସେମାନେ ଆଉ ଅଳ୍ପ ଦିନ ମଧ୍ୟରେ ସବୁ କଳାଚିଠା ସାମ୍ନାକୁ ନେଇ ଆସିବେ । ଏହା ସହିତ ଏହି ଟିମ ବର୍ତ୍ତମାନ ଆଦିତ୍ୟ ଠାକରେଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି । ଆପଣଙ୍କୁ କହିଦେଉଛୁ କି ଦିଲ୍ଲୀର ଅଫିସରମାନଙ୍କୁ ବହୁତ ପ୍ରମାଣ ମିଳି ସାରିଛି ଓ ସେ ଆହୁରି ବି ଯାଞ୍ଚ କରୁଛନ୍ତି ।

ଏମିତିରେ CBI ସୁଶାନ୍ତକୁ ହତ୍ୟା କରିଥିବା ଅସଲ ଅପରାଧିର ପାଖାପାଖି ହୋଇ ଯାଇଛନ୍ତି । କହିବାକୁ ଗଲେ CBIକୁ ପ୍ରଥମରୁ ହିଁ ମହାରାଷ୍ଟ୍ର ସରକାରଙ୍କ ଷଡଯନ୍ତ୍ରର ଗନ୍ଧ ମିଳି ଯାଇଅଥିଲା । ଏହା ପରେ ରିୟା ଓ ତାହାର ଭାଇକୁ ଜେଲରେ ବନ୍ଦ କରିବା ପରେ ଆହୁରି ବହୁତ କିଛି ପ୍ରମାଣ ମିଳିସାରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।