ସୁଶାନ୍ତଙ୍କ ହତ୍ୟାର ରାଜ ଜାଣିଥିବା ଆନନ୍ଦୀ ଧାବନ ଗଲେ କୁଆଡେ, ସୁଶାନ୍ତଙ୍କ ଭଳି ତାଙ୍କୁ ମଧ୍ୟ ଚୁପ କରିଦିଆ ଯାଇନାହିଁ ତ!

ସୁଶାନ୍ତ ଙ୍କ ମୃତ୍ୟୁ କୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ରିୟା ଙ୍କ ଡ୍ରଗ୍ ମାଫିଆ ରେ ଆଜି ଆଊ ଏକ ନୂଆ ତଥ୍ୟ ମିଳିଛି ଯାହା ହେଉଛି ଆନନ୍ଦୀ ଧବାନ୍ । ରିୟା ଙ୍କୁ CBI ପଚରା ଉଚୁରା କରୁଛି । କିନ୍ତୁ ବର୍ତମାନ ର ସବୁଠାରୁ ବଡ଼ ଖବର ଆନନ୍ଦୀ ଧାବାନ ଗଲେ କୁଆଡେ । ତେବେ ଚାଲନ୍ତୁ ଜାଣିବା ।

ରିୟା ଚକ୍ରବର୍ତ୍ତୀ ଙ୍କ ଏକ ଡ୍ରଗ ଚାଟ୍ ଭାଇରଲ ହୋଇଛି ଜୋଉଥିରେ ରିୟା, ପିଠାନି, ମୀରାନ୍ଦେ ଏବଂ ଆଊ ୨ ଜଣଙ୍କ ନାମ ସାମ୍ନାକୁ ଆସିଛି । ସେହି ୨ ଜଣ ହେଉଛନ୍ତି ଆନନ୍ଦୀ ଧବନ ଏବଂ ଆୟୁଷ । କିନ୍ତୁ ଆନନ୍ଦୀ ଧବାନ ଙ୍କ କୌଣସି ଅତା ପତା ନାହିଁ । କାହିଁକି ଆନନ୍ଦୀ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହାନ୍ତି ।

ବର୍ତ୍ତମାନ ଲୋକେ ପ୍ରଶ୍ନ କରିଛନ୍ତି କି ଆନନ୍ଦୀ ଧାବନ ବଞ୍ଚିଚନ୍ତି କି ନାହିଁ? କାରଣ ଆନନ୍ଦୀ ଧାବାନ ଙ୍କୁ ଖୋଜା ଚାଲିଛି କିନ୍ତୁ ତାଙ୍କର କୌଣସି ଖବର ମିଳୁନାହିଁ । କଣ ଆନନ୍ଦୀ ଧବାନ ସବୁକିଛି ଜାଣିଥିଲେ ଯୋଉଥି ପାଇଁ ତାଙ୍କୁ କିଦନାପ କରାଯାଇଛି କି ତାଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଆନନ୍ଦୀ ଧାବନ୍ ସୁଶାନ୍ତ ଙ୍କ ଡ୍ରେମ ପ୍ରୋଜେକ୍ଟ ରେ କାମ କରୁଥିଲେ ।

ଖବର ମିଳିଛି କି ଆନନ୍ଦୀ ସୁଶାନ୍ତ ଙ୍କ ବାନ୍ଦ୍ରା ରେ ଥିବା ଘରକୁ ମଧ୍ୟ ବହୁତ ଥର ଆସିଥିଲେ । କିନ୍ତୁ ଜୁନ ୧୪ ପରେ ଆନନ୍ଦୀ ଙ୍କ କୌଣସି ଖବର ମିଳିନାହିଁ । ତେବେ ସେ ଗଲେ କୁଆଡେ । ଯେତେବେଳେ CBI ଯାଞ୍ଚ କଲା ଏବଂ ଆନନ୍ଦୀ ଙ୍କୁ ଖୋଜିଲା ସେତେବେଳେ ଗୁଗଲ ରେ ଆନନ୍ଦୀ ଙ୍କ ଗୋଟେ ଫଟୋ ମିଳିଲା । ଗତ ବର୍ଷ ରିୟା ନିଜର ଗୋଟେ ଫଟୋ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ କ୍ରେଡିଟ ଗୋଜ ଟୁ ଆନନ୍ଦୀ ଧଵନ ।

କିନ୍ତୁ ଆନନ୍ଦୀ ଙ୍କ ପ୍ରୋଫାଇଲ୍ କୁ ଡିଲେଟ କରାଯାଇଛି ତେବେ କଣ ଆନନ୍ଦୀ ନିଜେ ଦିଲିଟ କରିଛନ୍ତି କି କରାଯାଇଛି । ସମସ୍ତଙ୍କ ନା ସାମ୍ନାକୁ ଆସିଛି କିନ୍ତୁ ଆନନ୍ଦୀ କୁଆଡେ ଗଲେ । ସୁଶାନ୍ତ ଏବଂ ଡିଶା ଙ୍କ ସହିତ ଯାହା ହେଲା କଣ ଆନନ୍ଦୀ ଜାଣିଥିଲେ ଜୋଉଥିପାଇଁ ସେ ଏବେ ମିଲୁନାହନ୍ତି । ତେବେ କଣ ଆନନ୍ଦୀ ଙ୍କୁ ହତ୍ୟା କରାଯାଇଛି ।

ସୁଶାନ୍ତ ଙ୍କ ମୃତ୍ୟୁ କୁ ଦେଢ଼ ମାସ ହୋଇସାରିଲାଣି କିନ୍ତୁ ପ୍ରକୃତ ଦୋଷୀ ଏବେ ମଧ୍ୟ ସାମ୍ନାକୁ ଆଶିନୀ । CBI ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି । CBI କହିଛି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି । ଏବଂ ଦୋଷୀ ଖୁବ ଶୀଘ୍ର ପୁରା ଭାରତ ବାସି ଙ୍କ ସାମ୍ନାକୁ ଆସିବ । ଏବଂ ଖୁବ ଶୀଘ୍ର ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।