ବଲୀଉଡ ର ଏହି ତରକା ମାନେ ଫିଲ୍ମ ସିନ୍ ପାଇଁ ଖୋଲି ଦେଇଥିଲେ ପୁରା କପଡା

କୌଣସି ଭି ଫିଲ୍ମ ଦେଖି ଆମେ ସେହି ଫିଲ୍ମ ରେ ହୋଇଥିବା ପରିଶ୍ରମର ଅନ୍ଦାଜ ଲଗାଇ ପାରୁ । ଆମ ପାଇଁ ଏକ୍ଟିଂ କରିବା ବୋଧେ ସବୁଠୁ ସହଜ କାମ, କିନ୍ତୁ ଏହା ଏତେ ମଧ୍ୟ ସହଜ ନୁହେଁ । ଅଭିନେତା ମାନଙ୍କୁ ଗୋଟେ ଫିଲ୍ମ ର ସେକ୍ସ ଦୃଶ୍ୟ ପାଇଁ ବହୁତ କିଛି କରିବାକୁ ପଡେ । ଗୋଟେ ଫିଲ୍ମ କୁ ସୁପରହିଟ କରିବା ପାଇଁ ଫିଲ୍ମର ନିର୍ମାତା ଏବଂ ଅଭିନେତା ସବୁ ପ୍ରକାର ଚେଷ୍ଟା କରିଥାନ୍ତି, ହଟ୍ ଦୃଶ୍ୟ ପାଇଁ କଳାକାର ମାନଙ୍କୁ ନିଜର ବସ୍ତ୍ର ଓହ୍ଲାଇ ବାକୁ ବାଧ୍ୟ ହୋଇଯାଉଛନ୍ତି । ଫିଲ୍ମ ରେ ସ୍କ୍ରିପ୍ଟ ହିସାବରେ ଯାହା ଆବଶ୍ୟକ ସେଥିପାଇଁ କିଛି ଅଭିନେତା ମାନଙ୍କୁ ନିଜର ବସ୍ତ୍ର ମଧ୍ୟ ଖୋଲିବାକୁ ପଡେ । ଏମିତି ନାହିଁ କି ବଲୀଉଡ ଏବେ ହିଁ ଯାଇ ବୋଲ୍ଡ ହୋଇଛି, ଏହା କିଛି ବର୍ଷ ପୂର୍ବରୁ ହୋଇ ଆସୁଛି । କେତେ କଳାକାର ତ ନିଜର ସମୁର୍ଣ୍ଣ ବସ୍ତ୍ର ଖୋଲି ଗୁପ୍ତାଙ୍ଗ ମଧ୍ୟ ଦେଖାଇଛନ୍ତି । ଏଥିରେ ହୀରୋ ହିରୋଇନ ସମସ୍ତେ ସାମିଲ ଅଛନ୍ତି ।

ବଲୀଉଡ ର ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ନିଜର ଫିଲ୍ମ ପାଇଁ ପୁରା କପଡା ଖୋଲି ଦେଇଛନ୍ତି । ଚାଲନ୍ତୁ ଆପଣଙ୍କୁ ସେହି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ଫିଲ୍ମ ରେ ଓହ୍ଲାଇ ଛନ୍ତି ଡ୍ରେସ ।

ନନ୍ଦନା ସେନ-

ରଣଦୀପ ହୁଡା ଓ ନନ୍ଦନା ସେନ ଙ୍କ ଫିଲ୍ମ ରଙ୍ଗରସିୟା ରେ ନନ୍ଦନା ସେନ ସବୁ ବସ୍ତ୍ର ଖୋଲିଥିଲେ। ସେ ବହୁତ ଏକ୍ସପୋଜ ହୋଇଛନ୍ତି ଏହି ଫିଲ୍ମ ରେ

ଦୀପା ସାହି-

ଶାହରୁଖ ଖାନ ନିଜ ଫିଲ୍ମ ମାୟା ମେମସାହାବ ନିଜ ଜୀବନରେ କେବେବି ମାନେ ପକାଇବାକୁ ଚାହିଁବେନି । ଏଥିରେ ସେହି ଫିଲ୍ମର ହେରୋଇନ ଦୀପା ସାହି ନିବସ୍ତ୍ର ହୋଇ ତାଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ ।

ରାହୁଲ ବୋଷ-

ରାହୁଲ ବୋଷ ବମ୍ବେ ବୟେଜ ଯାହା 1998 ରେ ରିଲିଜ ହୋଇଥିଲା, ସେହି ଫିଲ୍ମର ଗୋଟେ ଦୃଶ୍ୟ ପାଇଁ ରାହୁଲ ତାଙ୍କ ଡ୍ରେସ ଖୋଲିଥିଲେ ।

ରାଜ୍ କୁମାର ରାଓ-

ସୁନ୍ଦର ଅଭିନୟର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ରାଜକୁମାର ରାଓ । ସେ ମଧ୍ୟ ଫିଲ୍ମ ସହିଦ ପାଇଁ ନିଜର ସଂପୂର୍ଣ୍ଣ ବସ୍ତ୍ର ଖୋଲିଥିଲେ ।

ରଣବିର କପୁର-

ରଣବିର ନିଜର ପ୍ରଥମ ଫିଲ ସାଂୱରିୟା ରେ ଟାୱାଲ ର ସାହାଯ୍ୟରେ ନଗ୍ନ ଦୃଶ୍ୟ ଦେଇଛନ୍ତି ।

ରଣବିର ସିଂ-

ରଣବିର ସିଂ ବେଫିକ୍ରେ ଫିଲ୍ମରେ ଗୋଟେ ଦୃଶ୍ୟ ରେ ବିନା ଡ୍ରେସ ରେ ପଛରୁ ତାଙ୍କୁ ଦେଖାଇ ଥିଲେ ।

ଆମିର ଖାନ-

ଆମିର ଖାନ ଙ୍କ ଫିଲ୍ମ ପିକେ ର ପୋସ୍ଟର ନା ତ କେବଳ ହିତ ହୋଇଥିଲା ବହୁତ ବିବାଦ ର ଘେରରେ ମଧ୍ୟ ଥିଲା । ଏହା ଏଥିପାଇଁ କାହିଁକି ନା ଆମିର ଏଥିରେ ନିବସ୍ତ୍ର ଥିଲେ ।

ରାଧିକା ଆପ୍ଟେ-

ରାଧିକା ଆପ୍ଟେ ପାର୍ଚଡ ଫିଲ୍ମ ରେ ନିଜର ଡ୍ରେସ ଖୋଲିଥିଲେ ଏବଂ ସେହି ଦୃଶ୍ୟ ଇନ୍ଟର ନେଟ ରେ ଲିକ ହୋଇଥିଲା।