‘ମୋ ଝିଅ ପୁରୀ ଯାଉଛି ତାକୁ ମାସ୍କ ଦିଅ, ସାନିଟାଇଜର ଦିଅ…’ ବୋହୂକୁ ବିଦାୟ ଦେଇ ପାଗଳୀ ପ୍ରାୟ ବାହୁନି କାନ୍ଦୁଛନ୍ତି ରାଜେଶ୍ଵରୀଙ୍କ ଶାଶୁ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀ ରାଏ ମହାପାତ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଟେଲି ଜଗତରେ ନିଜର ସୁନ୍ଦର ଓ ଚମତ୍କାର ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହିଥିଲେ । ସେ ଅନେକ ସାରା ଓଡିଆ ସିରିଏଲ ଓ ଫିଲ୍ମ ଗୁଡିକରେ ଅଭିନୟ କରିଛନ୍ତି ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ଲାଇକ ମଧ୍ୟ କରିଥାନ୍ତି । ତେବେ ସବୁଠାରୁ ଦୁଖର ଖବର ହେଉଛି ଅଭିନେତ୍ରୀ ରାଜେଶ୍ଵରୀ ଅଫେରା ରାଇଜ କୁ ଚାଲି ଯାଇଛନ୍ତି ।

ଗତ କଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଛି ଯାହାକୁ ନେଇ ତାଙ୍କ ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଛନ୍ତି । ମାତ୍ର ୩୬ ବର୍ଷ ବୟସରେ ରାଜେଶ୍ଵରୀ ଏ ଦୁନିଆରୁ ବିଦାୟ ନେଇଛନ୍ତି । ତେବେ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ହରାଇ ଦୁଖରେ ଭାଙ୍ଗି ପଡିଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଅନ୍ତିମ ଶୋଭା ଯାତ୍ରା ଶେଷ ହୋଇଛି ।

ତେବେ ରାଜେଶ୍ଵରୀ ଙ୍କ ଶାଶୁ ତାଙ୍କ ବିଷୟରେ କିଛି ଏମିତି କହି କାନ୍ଦି ପକାଉଛନ୍ତି ଯାହାକୁ ଶୁଣିଲେ ଆପଣଙ୍କ ଆଖି ରୁ ବୁ ଲୁହ ଆସିଯିବ । ତେବେ ରାଜେଶ୍ଵରୀ ଙ୍କ ଶାଶୁ କହୁଛନ୍ତି ମୋ ଝିଅ ପୁରୀ ଯାଉଛି କି ତାକୁ ମସ୍କ ସାନିଟାଇଜର ଦିଅ । ସେ ବିନା ମାସ୍କ ବା ସାନିଟାଇଜର ରେ ବାହାରକୁ ଯାଏ ନାହି । ଏମିତି କିଛି ନିଜ ଗେଲହା ଝିଅ ବିଷୟରେ କହି କହି କୋହ ଭରା ହୋଇ ଯାଇଛନ୍ତି ରାଜେଶ୍ଵରୀ ଙ୍କ ଶାଶୁ ।

ସତରେ ରାଜେଶ୍ଵରୀ ଙ୍କ ଶାଶୁ ତାଙ୍କୁ ବୋହୁ ନୁହେଁ ବରଂ ଝିଅ ମନେ କରୁଥିଲେ ଆଉ ଝିଅ ଭଳି ମାନେ ତାଙ୍କୁ ରଖିଥିଲେ ଯାହାର କମି ଆଉ କେହି ପୁରା କରିପାରିବେ ନାହି ବୋଲି ରାଜେଶ୍ଵରୀ ଙ୍କ ଝିଅ କହିଛନ୍ତି । ଏବେ ଘରେ ଆଉ କିଏ ବାବା ମା ଡାକିବ ଏତିକି କହି କୋହ ସମ୍ଭାଳି ପାରୁ ନାହାନ୍ତି ରାଜେଶ୍ଵରୀ ଙ୍କ ଶାଶୁ । ତେବେ ରାଜେଶ୍ଵରୀ ଙ୍କୁ ହରାଇ ତାଙ୍କ ପୁରା ପରିବାର ଶୋକ ରେ ଭାସି ଯାଇଛନ୍ତି ।

ଆଉ କେବେ ବି ରାଜେଶ୍ଵରୀ ଫେରି ଆସିବେ ନାହି କି ତାଙ୍କୁ ମା ମା କହି ଆଉ ଡାକିବେ ନାହି ବୋଲି ରାଜେଶ୍ଵରୀ ଙ୍କ ଶାଶୁ କହିଛନ୍ତି । ତାଙ୍କୁ ସମ୍ଭାଳିବା ପାଇଁ ସେଠାରେ ଅନେକ ଲୋକ ଅଛନ୍ତି କିନ୍ତୁ ନିଜ ଝିଅ କୁ ହରାଇ କୋହ ସମ୍ଭାଳି ପାରୁ ନାହାନ୍ତି ରାଜେଶ୍ଵରୀ ଙ୍କ ଶାଶୁ । ସତରେ ସେ ନିଜ ରାଜେଶ୍ଵରୀ ଙ୍କୁ କେତେ ଭଲ ପାଉଥିଲେ ତାହା ସ୍ପଷ୍ଟ ବାରି ହେଉଛି ।

ତାଙ୍କ ଶାଶୁ କହୁଛନ୍ତି ମୋ ଝିଅ ପୁରୀ ଯାଉଛି ସେ ପୁଣି ବିନା ମାସ୍କ ଆଉ ସାନିଟାଇଜର ରେ । ତାକୁ କେହି ମାସ୍କ ଦିଅ ସାନିଟାଇଜର ଦିଅ ଏମିତି କହି କାନ୍ଦି କାନ୍ଦି ଗଡି ଯାଉଛନ୍ତି ରାଜେଶ୍ଵରୀ ଙ୍କ ଶାଶୁ । ବନ୍ଧୁଗଣ ଆପଣ ମାନଙ୍କୁ ରାଜେଶ୍ଵରୀ ଙ୍କ ଶାଶୁଙ୍କର ଏଭଳି ନିଜ ବୋହୁ ପାଇଁ ଚିନ୍ତାଧାରା କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।