ଯୌତୁକ ପାଇଁ ଶାଶୁଘର ଲୋକ ବୋହୂର ପ୍ରାଇଭେଟ ପାର୍ଟ ରେ ପୁରେଇଲେ ଲଙ୍କା ଗୁଣ୍ଡା, ବୋହୂ କହିଲା ନିଜ ଶଶୁର ଘର ଲୋକଙ୍କ ପୁରା କାଣ୍ଡ, ଦେଖନ୍ତୁ Video

ଆମ ଦେଶ ଆଜି ବହୁତ ଆଗେଇ ଯାଇଥିଲେ ମଧ୍ୟ ଏବେ ସୁଧା ଅନେକ ସ୍ଥାନରେ ଯୌତୁକ ପାଇଁ ନାରୀ ନିର୍ଯ୍ୟାତନା ଓ ହତ୍ୟା ଘଟଣା ଦେଖିବାକୁ ମିଳୁଛି । ନାରୀ ଏବେ ପୁରୁଷ ସହ ତାଳରେ ତାଳ ମିଶେଇ ଚାଲୁଥିଲେ ମଧ୍ୟ ଅନେକ ସମୟରେ ଶାଶୁଘରେ ବିଭିନ୍ନ କାରଣରୁ ଅସୁରକ୍ଷିତ ହୋଇ ପଡୁଛି ।

ଏପରି ଏକ ବର୍ବର କାଣ୍ଡ ଘଟିଛି ଭିଲୱାଡାରେ ପୋଲିସ ହେଡ କନେଷ୍ଟବଳ ପଦରେ କାର୍ଯ୍ୟରତ ଭିରୁଲାଲଙ୍କ ଝିଅ ପ୍ରିୟା ସହ । ଚଳିତ ବର୍ଷ ଏପ୍ରିଲ 26 ତାରିଖରେ ବିକ୍ରମ ନାମକ ଯୁବକ ସହ ଝିଅ ପ୍ରିୟାର ବିବାହ କରିଥିଲେ ଭିରୁଲାଲ । ବିବାହର ମାତ୍ର ଦୁଇ ଚାରି ଦିନ ପରେ ହିଁ ପ୍ରିୟାଙ୍କ ଶାଶୁ ତାଙ୍କୁ ଯୌତୁକ ପାଇଁ ତାଡନା ଦେବାକୁ ଆରମ୍ଭ କରି ଦେଇଥିଲେ । ଏପରିକି ଶାଶୁଘର ଲୋକେ ତାଙ୍କ ସହ ମାରପିଟ ମଧ୍ୟ କରିବା ଆରମ୍ଭ କରି ଦେଇଥିଲେ ।

ଗତ କିଛି ଦିନ ତଳେ ଶାଶୁଘର ଲୋକେ ପ୍ରିୟାଙ୍କୁ ଏମିତି ମା-ଡ ମା-ରି-ଥି-ଲେ ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପ୍ରିୟା ଏକ ଭିଡିଓ ବନେଇ ଶାଶୁଘର ଲୋକ ତାଙ୍କ ସହ କରିଥିବା ଅ-ତ୍ୟା-ଚା-ର କାହାଣୀ ବର୍ଣ୍ଣନା କରିଥିଲେ । ପ୍ରିୟା ମୃତ୍ୟୁ ପୂର୍ବରୁ ବନେଇଥିବା ଭିଡିଓରେ ତାଙ୍କ ସହ ହୋଇଥିବା ଅନ୍ୟାୟ ଓ ଶାଶୁଘର ଲୋକ ତାଙ୍କୁ ଦେଇଥିବା ସମସ୍ତ ତାଡନାର ଗୁମର ମଧ୍ୟ ଖୋଲି ଦେଇଥିଲେ ।

ପ୍ରିୟା କହିଥିଲେ କି, ତାଙ୍କ ଶାଶୁଘର ଲୋକ ତାଙ୍କୁ ଜୋର ଜବରଦସ୍ତି ଜଙ୍ଗଲକୁ ନେଇ ଯାଇଥିଲେ ଓ ସେଠାରେ ତାଙ୍କ ଲୁଗା କାଢି ଦେଇ ତାଙ୍କ ପ୍ରା-ଇ-ଭେ-ଟ ପା-ର୍ଟ-ରେ ଲଙ୍କା ଦେବାକୁ ଚେଷ୍ଟା କରିଥିଲେ । ମ-ରି-ବା ପୂର୍ବରୁ ପ୍ରିୟା ଆହୁରି ମଧ୍ୟ କହିଥିଲେ କି ତାଙ୍କୁ ୬ ଲକ୍ଷ ଟଙ୍କା ମାଗିବା ସହ ଶାଶୁଘର ଲୋକେ ତାଙ୍କ ଉପରେ ବସି ତାଙ୍କୁ ମା-ରି-ଥି-ଲେ । କିନ୍ତୁ ସେମାନଙ୍କୁ ଦେବା ପାଇଁ ପ୍ରିୟାଙ୍କ ପାଖେ ୬ ହଜାର ଟଙ୍କା ମଧ୍ୟ ନ ଥିଲା । ପ୍ରିୟାଙ୍କ ଶାଶୁ ଓ ଅନ୍ୟ ସମସ୍ତେ ମିଶି ତାଙ୍କୁ ଜବରଦସ୍ତି ବି-ଷ ମଧ୍ୟ ଖୁଆଇ ଦେଇଥିଲେ ।

‘ଆଇ ଆମ ସରି’ ବୋଲି ମଧ୍ୟ ଶେଷରେ କହିଥିଲେ ପ୍ରିୟା । ଅନ୍ୟପଟେ ପ୍ରିୟାଙ୍କ ପିତା ଭିରୁଲାଲ କହିଛନ୍ତି କି ବିବାହ ବେଳେ ସେ ଯୌତୁକରେ ସୁନା ଓ ରୂପାର ଆଭୁଷଣ ସହ, ଟିଭି, ଫ୍ରିଜ, କୁଲର, ଡବଲ ବେଡ ଓ ବାସନକୁସନ ସହ ଯୌତୁକର ସମସ୍ତ ଜିନିଷ ଦେଇଥିଲେ ।

କିନ୍ତୁ ପ୍ରିୟାଙ୍କ ଶାଶୁ ତାଙ୍କୁ ୬ ଲକ୍ଷ ଟଙ୍କା ମାଗିବାକୁ ଲାଗିଲେ । ୬ ଲକ୍ଷ ଦେଇ ଝିଅର ଘର ବ୍ସାଇବାକୁ କହିଲେ ପ୍ରିୟାଙ୍କ ଶାଶୁ । ସେ ମନା କରିବା ପରେ ସେମାନେ ଝିଅ ସହ ମା-ର-ପି-ଟ ଆରମ୍ଭ କରିଦେଲେ । ପ୍ରିଯଙ୍କ ବାପା ତାଙ୍କ ଶାଶୁ ଘର ଆସି କଥା ହେଲେ ମଧ୍ୟ ସେମାନେ ମାନି ନ ଥିଲେ । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ