ବିଧାନସଭା ନିର୍ବାଚନରେ ମିଳିଥିବା ଅସଫଳତା ପରେ ବିଜେପି ନେଲା ଏକ ବଡ ନିଷ୍ପତ୍ତି, ଯେଉଁ ଯେଉଁ ଜାଗାରେ ହାରିଛନ୍ତି ସେହି ସବୁ ଜାଗାରେ ପିଏମ ମୋଦୀ ଜାଣନ୍ତୁ କଣ କରିବାକୁ ଯାଉଛନ୍ତି

ଆପଣ ସମସ୍ତଙ୍କୁ ଆମର ୱେବସାଇଟକୁ ସ୍ଵାଗତ । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ବିଜେପି କୁ ଆଶ୍ଚର୍ଯ୍ୟ କରିଦେଲା । ପରିଣାମ ଏମିତି ଆସିବ କେହି ଭାବି ନଥିଲେ । ତିନି ପ୍ରମୁଖ ରାଜ୍ୟରେ ହାର ମିଳିବା ପରେ ବିଜେପି ବର୍ତ୍ତମାନ ମନ୍ଥନ କରିବା ଆରମ୍ଭ କରି ଦେଇଛି । ତିନୋଟି ରାଜ୍ୟରେ କଂଗ୍ରେସ ନିଜର ସରକାର ଗଢିବାକୁ ଯାଉଛି । ବର୍ତ୍ତମାନ ବିଜେପି ଲୋକସଭା ଇଲେକ୍ସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଏବଂ ବିଜେପି ହାଇ କମାଣ୍ଡ କେତେକ ନୂଆ ଉପାୟ ଭାବିଛନ୍ତି ।

ଯାହା ପରେ ବିଜେପି ପୁଣି ଥରେ ସତ୍ତାକୁ ଆସି ପାରିବ । ଯେଉଁଠି ସବୁ ବିଜେପି ହାରିଛି ସେହି ସବୁ ଜାଗାରେ ବିଜେପି କଣ କରିବାକୁ ଯାଉଛି ଆସନ୍ତୁ ଜାଣିବା-

ଜଣାଇବା ନିମନ୍ତେ କହିଦେଉଛୁ ଯେ ଯେଉଁ ଯେଉଁ ଜାଗାରେ ବିଜେପି ହାରିଛି ସେହି ସବୁ ଜାଗାକୁ ପିଏମ ମୋଦୀ ନିଜେ ଯାଇ ଲୋକମାନଙ୍କୁ ସମ୍ଭୋଦିତ କରିବେ । ଆସୁଥିବା ମାସରେ ନେତାମାନଙ୍କୁ ପୂରାପୂରି ବ୍ୟସ୍ତ ରଖିବାର କାର୍ଯ୍ୟକର୍ମ ରଖିଛନ୍ତି ଏବଂ ସେ ବି ସେଥିରେ ସାମିଲ ଅଛନ୍ତି । ସୂତ୍ର ଅନୁସାରେ ଫେବ୍ରୁୟାରୀ ପୂର୍ବରୁ ପିଏମ ମୋଦୀ ନିଜକୁ ପାଖାପାଖି ୧୨୦ ଟି ନିର୍ବାଚନ କ୍ଷେତ୍ରରେ ସମ୍ବୋଧିତ କରିବେ । ସେ ସେହି ସବୁ ଜାଗାରେ ବୁଲିବେ ଯେଉଁଠି ବିଜେପି ର ସତ୍ତା ଦୁର୍ବଳ ଅଛି ।

ହାର ମିଳିବା ପରେ ପାର୍ଟି ଏହି ଆକଳନ କରି ଏହି ମନ୍ଥନରେ ପହଞ୍ଚିଛି କି ମୋଦୀଙ୍କର ଲୋକପ୍ରିୟତା ଏବେ କାହା ଉପରେ ପ୍ରଭାବ ପଡୁ ନାହିଁ । ବର୍ତ୍ତମାନ ବିଜେପି ପୁରା ପୁରୀ ମୋଦୀଙ୍କର ଛବି ଉପରେ ନିର୍ଭର କରୁଛି । କୁହାଯାଉଛି ଯେ ଦିଲ୍ଲୀରେ ୧୧ – ୧ ଜାନୁୟାରୀରେ ପାର୍ଟି ନୈଶନଲ ଏଗ୍ଜୀକ୍ୟୁଟିବ ମିଟିଙ୍ଗ କରିବା ସହିତ ବିଜେପି ସାଧାରଣ ଇଲେକ୍ସନରେ ପ୍ରଚାର ପ୍ରସାର ଆରମ୍ଭ କରିଦେବ । ଏହି ମିଟିଙ୍ଗ ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ବିଭିନ୍ନ ଶାଖାର ନେତାମାନଙ୍କର ପ୍ରସ୍ତୁତିର ସର୍ବେକ୍ଷଣ କରିବେ ।

ଏହି ହାର ପରେ ପିଏମ ମୋଦୀ ନିଜ ଉପରେ ଦୋଷ ନେଇଛନ୍ତି ଏବଂ ଆସୁଥିବା ଇଲେକ୍ସନ ପାଇଁ ଅଣ୍ଟା ଭିଢିସାରି ଛନ୍ତି । ପିଏମ ମୋଦୀ ୨୨ ଡିସେମ୍ବରରେ ମହିଳା ମୋର୍ଚ୍ଚା ଏବଂ ୨୨ ଜାନୁୟାରୀରେ କୃଷକ ମୋର୍ଚ୍ଚାର  ବୈଠକକୁ ସମ୍ବୋଧିତ କରିବେ । ଆସୁଥିବା ଲୋକସଭା ଇଲେକ୍ସନରେ ନିଜେ ମୋଦୀ ସେହି ସେହି ଜାଗାକୁ ଯିବେ ଏବଂ ସମ୍ବୋଧିତ କରିବେ ଯେଉଁ ଯେଉଁ ଜାଗାରେ ବିଜେପିକୁ ହାର ମିଳିଛି ଏବଂ ପାର୍ଟି ଦୁର୍ବଳ ଅଛି । ଏତିକି ନୁହେଁ ଦେଶର ବଡ ବଡ ନେତା ମାନଙ୍କୁ ମଧ୍ୟ ପ୍ରଚାର କରିବା ପାଇଁ ଦାୟିତ୍ଵ ଦିଆ ଯାଇଛି ଯେମିତି କି ବିଜେପି ପୂର୍ବ ପରି ଭଲ ପ୍ରଦର୍ଶନ ଦେଖାଇ ପାରିବ ।

ତେବେ ଆପଣଙ୍କୁ କଣ ଲାଗୁଛି ମୋଦୀଙ୍କ ର ଏହି ସବୁ ପଦକ୍ଷେପ କେତେଦୂର ବିଜେପିକୁ କେତେଦୂର ସାହାଯ୍ୟ କରିବ ? ଆପଣଙ୍କ ମତାମତ କମେଣ୍ଟ ରେ ନିଶ୍ଚୟ ଦିଅନ୍ତୁ ।