ବିଶ୍ଵକପରେ ଭାରତ ଲଗାତାର ମ୍ଯାଚ ଜିତିବା ପରେ ଏବେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମ୍ଯାଚ ଜିତିବାକୁ ନେଇ ଦେଲେ ବଡ ବୟାନ…

ବହୁତ ବଡ କଥା କହିଦେଲେ ରୋହିତ ଶର୍ମା । ଭରାତ ଲଗାତାର ଜିତିବାରୁ ଦେଲେ ବଡ ବୟାନ । ଅଧିନାୟକଙ୍କ କଥାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ଭାରତ ଲଗାତର ମ୍ୟାଚ ଜିତି ଚାଲିଛି । 2023 ବିଶ୍ଵକପରେ ଏ ଯାଏଁ ଖେଳିଥିବା 5ଟି ମ୍ଯାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଗତ ରବିବାର ନିୟୁଜଲ୍ୟାଣ୍ଡ କୁ 4 ୱିକେଟ ରେ ହରାଇ ପଏଣ୍ଟ ତାଲିକାର ଶୀର୍ଷ ରହିଛି ଭାରତ ।

ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚରେ ମହମଦ ସାମୀ ଙ୍କ 5 ୱିକେଟ ଓ ବିରାଟ କୋହଲି ଙ୍କ 95 ରନ କାରଣରୁ ଭାରତ ଶକ୍ତିଶାଳୀ ନିୟୁଜଲ୍ୟାଣ୍ଡ ଠାରୁ ଜିତି ପାରିଥିଲା । ଆସିସିସିସି ଟୁର୍ଣ୍ଣାମେଣ୍ଟ ରେ ପ୍ରଥମ ଥର ପାଇଁ 20 ବର୍ଷ ପରେ ନିୟୁଜଲ୍ୟାଣ୍ଡ କୁ ହରାଇବାକୁ ଭାରତ ସକ୍ଷମ ହୋଇ ପାରିଛି । 2003 ବିଶ୍ଵକପରେ ଶେଷ ଥର ପାଇଁ ଭାରତ ନିୟୁଜଲ୍ୟାଣ୍ଡ କୁ ହରାଇ ଥିଲା ।

ଆଉ ତା ପର ଠାରୁ କୌଣସି ICC ଟୁର୍ଣ୍ଣା ମେଣ୍ଟ ରେ ନିୟୁଜଲ୍ୟାଣ୍ଡ ବିପକ୍ଷରେ ଭାରତ ଜିତି ପାରି ନ ଥିଲା । ତେବେ ରବିବାର ନିୟୁଜଲ୍ୟାଣ୍ଡ ବିପକ୍ଷରେ ଭାରତ ମ୍ଯାଚ ଜିତିବା ପରେ ଭାରତ 5ଟି ମ୍ଯାଚ ଜିତିବା ସହ 10 ପଏଣ୍ଟ ହାସଲ କରି ସେମି ଫାଇନାଲ ରେ ନିଜର ସ୍ଥାନ ପକ୍କା କରିଛି । ତେବେ ଏହି ମ୍ଯାଚ ଜିତିବା ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ ବୟାନ ଦେଇଛନ୍ତି ।

ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଚଳିତ ବିଶ୍ଵକପ ରେ ପ୍ରଥମ ମ୍ଯାଚ ଖେଳିଥିବା ମହମଦ ସମୟ 5 ୱିକେଟ ନେଇ କ୍ୟୁଇ ଟିମ ର ମେରୁଦଣ୍ଡ ଭାଙ୍ଗିଥିଲେ । ସାମୀ ଙ୍କ ବୋଲିଙ୍ଗ କୁ ନେଇ ରୋହିତ ଶର୍ମା ବେଶ ପ୍ରଶଂସା କରିଥିଲେ । ଖାଲି ସମି ଙ୍କୁ ନୁହେଁ କୋହଲି ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ରୋହିତ ଶର୍ମା । ର୍ତେବେ ଦଳର ଫିଲଡିଙ୍ଗ କୁ ନେଇ ରୋହିତ କହିଛନ୍ତି ଆମେ ଭଲ କରି ନ ଥିଲୁ ।

ଆମ ପାଖରେ ସବୁଠାରୁ ଶ୍ରେଷ୍ଠ ଫିଲଡର ରବୀନ୍ଦ୍ର ଜାଡେଜା ରହିଛନ୍ତି । କିନ୍ତୁ କେବେ କେବେ କିଛି ଭୁଲ ହୋଇଯାଏ । ଆଉ ଭୁଲ ରୁ ହିଁ ଶିଖିବା ଉଚିତ । ଏହା ସହ ନିୟୁଜଲ୍ୟାଣ୍ଡ ଠାରୁ ଜିତିବା ପରେ ଆଗକୁ ରୋହିତ ଶର୍ମା କହିଛନ୍ତି ଯେ ଏବେ ଅଧା କାମ ହୋଇଗଲା କିନ୍ତୁ ଆଗାମୀ ବିଷୟରେ ଚିନ୍ତା କରିବାକୁ ହେବ । ଆମ କାମ ଏ ଯାଏଁ ମାତ୍ର ଅଧା ଶେଷ ହୋଇଛି । ଏଣୁ ସନ୍ତୁଳନ ରହିବା ଜରୁରୀ ।

ବହୁତ ଆଗକୁ ଚିନ୍ତା କରିବା ଜରୁରୀ ନୁହେଁ । ବର୍ତ୍ତମାନ ରେ ରହିବାର ଆବଶ୍ୟକତା ରହିଛି । କ୍ଯାପଟେନ ରୋହିତ ଶର୍ମା ଙ୍କ ଏଭଳି ବୟାନ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।