ବିଷ ଖାଇ ଆତ୍ମହତ୍ୟା କଲେ କେଉଁ ଜନ୍ମ ମିଳେ ? ଏପରି କେବେ ମନରେ ଆସିଥିଲେ ନିହାତି ଜାଣିରଖନ୍ତୁ ଏନେଇ କଣ କୁହେ ଗରୁଡ ପୁରାଣ,

ନମସ୍କାର ବନ୍ଧୁଗଣ, ମଣିଷ ଜନ୍ମ ନେଇଛି ମାନେ ମୃ-ତ୍ୟୁ ସୁନିଶ୍ଚିନ୍ତ । କିନ୍ତୁ ମୃ-ତ୍ୟୁର ପ୍ରକାର ଭେଦ ମଧ୍ୟ ରହିଛି । ପ୍ରାକୃତିକ ମୃ-ତ୍ୟୁ ଯାହା ବୟସ ଅନୁଯାୟୀ ଆସିଥାଏ । ଆଉ ଅନ୍ୟଟି ହେଉଛି ଅକାଳ ମୃ-ତ୍ୟୁ ଯାହା କୌଣସି ଦୁର୍ଘଟଣା ଫଳରେ ହୋଇଥାଏ । ଆଉ ଏକ ମୃ-ତ୍ୟୁ ହେଇଛି ଆ-ତ୍ମ-ହ-ତ୍ୟା ବା ନିଜକୁ ନିଜେ ମାରିବା । ଏହା ଏକ ବଡ ପାପ ହୋଇଥାଏ । ତେବେ ନିଜକୁ ନିଜେ ଶେଷ କରୁଥିବା ଲୋକଙ୍କୁ ସହଜରେ ମୁକ୍ତି ମିଳିନଥାଏ । ତେଣୁ ଆସନ୍ତୁ ଜାଣିବା ଆ-ତ୍ମ-ହ-ତ୍ୟା କରିଥିବା ଲୋକଙ୍କୁ କେଉଁ ଜନ୍ମ ମିଳେ ।

ନିଜକୁ ନିଜେ ଶେଷ କରିବା ତଥା ନିଜ ହାତରେ ନିଜ ଜୀବନ ନେବା ଏକ ବଡ ପାପ ହୋଇଥାଏ । ଏହି ପାପର କ୍ଷମା ନଥାଏ ଭଗବାନଙ୍କ ସମ୍ମୁଖରେ । କାରଣ ଭଗବାନ ମଣିଷକୁ ଜନ୍ମ ଦେଇଥାନ୍ତି , ମଣିଷ ଜୀବନର ଦୁଃଖ କଷ୍ଟ ଜନ୍ମ ମୃ-ତ୍ୟୁ ସବୁକିଛି ଭଗବାନ କର୍ମ ଅନୁଯାୟୀ ନିର୍ଧାରଣ କରିଥାନ୍ତି ।

ଯଦି ଆପଣ ନିଜେ କରିଥିବା କର୍ମର ଫଳକୁ ସହ୍ୟ ନକରିପାରି ନିଜ ଜୀବନ ନିଜ ହାତରେ ନେଇଥାନ୍ତି ତେବେ ଏହା ଭଗବାନଙ୍କ ଆବମାନନା ହୋଇଥାଏ । ତାଙ୍କ ସୃଷ୍ଟି ଚଳାଇବାର ନିୟମ ଉପରେ ଆପଣ ଦାଗ ଲଗାଇଥାନ୍ତି । ଏହାର ଅର୍ଥ ଆପଣଙ୍କ ପାଇଁ ଏହା ହୋଇଥାଏ କି ଆପଣଙ୍କ କିଛି ଭୁଲ ନଥାଇ ମଧ୍ୟ ଆପଣଙ୍କୁ ଭଗବାନ ବିନା ଦୋଷରେ କଷ୍ଟ ଦେଉଛନ୍ତି ।

ଯେଉଁଥିପାଇଁ ଆପଣ ପ୍ରାୟଶ୍ଚିତ ଠାରୁ ମୁହଁ ଫେରାଇ ସବୁଦିନ ନିଜକୁ ଶେଷ କରିଦେଇଥାନ୍ତି । ଯାହା ଭଗବାନଙ୍କ ପାଖରେ ସମ୍ପୂର୍ଣ କ୍ଷମା ହିନ । କାରଣ ଆପଣ କରିଥିବା ଭୁଲରେ ଦଣ୍ଡକୁ ଆପଣଙ୍କ ସ୍ଵୀକାର କରିଲେ ନାହିଁ । ତେଣୁ ଏହା ଏକ କ୍ଷମା ହିନ ପାପ ଭାବରେ ବିବେଚିତ ଅଟେ । ଯେଉଁ ବ୍ୟକ୍ତି ନିଜକୁ ନିଜେ ଶେଷ କରିଥାଏ ବା ଆ-ତ୍ମ-ହ-ତ୍ୟା କରିଥାଏ ସେହି ବ୍ୟକ୍ତିଙ୍କୁ ତିନି ଲୋକରେ କେଉଁଠାରେ ମଧ୍ୟ ତା ଆତ୍ମାକୁ ବାସ ମିଳିନଥାଏ ।

ସ୍ଵର୍ଗ, ମର୍ତ୍ତ୍ୟ, ପାତଳା ତିନି ଲୋକରେ ତାକୁ ସ୍ଥାନ ମିଳିନଥାଏ । ପୂର୍ବଜନ୍ମ ତ ବହୁତ ଦୂରର କଥା ହୋଇଥାଏ । ଆତ୍ମ ହତ୍ୟା କରିଥିବା ମଣିଷର ଆତ୍ମା ଅତୃପ୍ତ ହୋଇ କେଉଁଠାରେ ମଧ୍ୟ ସ୍ଥାନ ନପାଇ ପୃଥିବୀ ପୃଷ୍ଠରେ ଘୁରି ବୁଲିଥାଏ । ବଞ୍ଚିବା ବେଳର କଷ୍ଟଠାରୁ ଏହା ଆହୁରି ଅଧିକ ବଳି ପଡିଥାଏ । ତେଣୁ ଜୀବନରେ କେବେ ମଧ୍ୟ ନିଜକୁ ହାର ମାନିବା ପାଇଁ ଦେବା ଉଚିତ ନୁହେଁ ।

ଯଦି ଆପଣ ଏହାକୁ ବାଛନ୍ତି ତେବେ ମରିବା ପରେ ଆପଣଙ୍କ ଆତ୍ମା ମଧ୍ୟ ଏହା ଭାବିବାକୁ ଲାଗିବକି ବଞ୍ଚିବା କଷ୍ଟ ଏହି କଷ୍ଟ ଠାରୁ ବହୁତ ଗୁଣରେ କମ ଥିଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।