ବିଲରେ ଭାସୁଛି ଶହ ଶହ ଲିଟର ପେଟ୍ରୋଲ ! ବୋହି ନେଉଛନ୍ତି ଲୋକ, ଦେଖନ୍ତୁ video ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲି ସବୁଆଡେ ପେଟ୍ରୋଲ ଦରକୁ ନେଇ ଚର୍ଚ୍ଚା ଓ ତର୍କ ବିତର୍କ ଲାଗି ରହିଛି । ପେଟ୍ରୋଲ ଦର ଘୁ ଘୁ ହୋଇ ଶତକ ଟପିଥିବା ବେଳେ ଲୋକଙ୍କ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି । ଏଥି ପାଇଁ ଜନ ସାଧାରଣଙ୍କୁ ସମସ୍ଯାର ସମୁଖୀନ ମଧ୍ୟ ହେବାକୁ ପଡୁଛି । ପେଟ୍ରୋଲ ଦାମ୍ ବୃଦ୍ଧି ଯୋଗୁଁ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ଅଧିକ ବଢି ଯାଉଛି । ଯାହାଫଳରେ ସାଧାରଣ ଲୋକ ପାଇଁ ଏହା ଅ-ସ-ହ୍ୟ ହେଉଛି । ତେବେ ନିକଟରେ ପେଟ୍ରୋଲ ଦର ବୃଦ୍ଧିରେ ସରକାର ସାମାନ୍ଯ ହ୍ରାସ କରିଥିବା ବେଳେ ତଥାପି ଲୋକଙ୍କୁ ଏହା ପୋଷାଉ ନାହିଁ ।

ଏମିତି ସ୍ଥିତିରେ ଯଦି ଆପଣଙ୍କୁ କେହି କୁହେ କି ବିଲରେ ପେଟ୍ରୋଲ ଭାସୁଛି ତେବେ ଆପଣଙ୍କ ପ୍ରତିକ୍ରିୟା କଣ ହେବ ? ବିଶ୍ବାସ ନହେଲେ ବି ଆପଣ ଦେଖିବାକୁ ଦୌଡିଯିବେ । ତେବେ ଆଜି ଆମେ ଆପଣଙ୍କୁ ଏକ ଭି-ଡି-ଓ ଦେଖାଇବୁ ଯେଉଁଥିରେ ଲୋକେ ବିଲରୁ ପେଟ୍ରୋଲ ଛାଣି ନେବାରେ ଲାଗିଛନ୍ତି । ପଙ୍କ କାଦୁଅ ମଧ୍ୟରେ ପଶି କଂସା ଓ ଗିନା ଧରି ବିଲରୁ ବାହାର କରିବାରେ ଲାଗିଛନ୍ତି ପେଟ୍ରୋଲ । ଆଉ ଡ୍ରମ ଓ ପ୍ଲାଷ୍ଟିକ ଡବା ମାନଙ୍କରେ ବୋହି ନେଉଛନ୍ତି ।

ଆପଣ ବି ଏ ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଭାବିବାକୁ ଲାଗିବେ କଣ ସତରେ ଏହି ବିଲରୁ ପେଟ୍ରୋଲ ବାହାରୁଛି ? ତେବେ ପୁରା ଘ-ଟ-ଣା-ଟି ହେଉଛି ଓଡିଶାର ସୁବର୍ଣ୍ଣପୁର ଜିଲ୍ଲାର ବିନିକାରୁ ମାତ୍ର ୩ କିମି ଦୂରରେ ଥିବା ବାଲିପାଲି ଛକର । ସେଠାରେ ଏକ ପେଟ୍ରୋଲ ଟ୍ୟାଙ୍କର ବୋଝେଇ ଟ୍ରକ ଓ-ଲ-ଟି ପ-ଡି-ଥି-ଲା ।

ଗାଡି ଓ-ଲ-ଟି-ବା ଫଳରେ ଡ୍ରାଇଭର ଓ ହେଲପର ଗୁ-ରୁ-ତ-ର ଆ-ହ-ତ ହୋଇଛନ୍ତି । କିନ୍ତୁ ଲୋକେ ଗାଡିରୁ ଶହ ଶହ ଲିଟର ପେଟ୍ରୋଲ ବୋହି ନେଉଛନ୍ତି । ତା’ ପୁଣି ବିନିକା ପୋଲିସ ଉପସ୍ଥିତିରେ । ପେଟ୍ରୋଲ ଟ୍ୟାଙ୍କର ଓ-ଲ-ଟି ପଡିବା ପରେ ସେଠାରେ ଅନେକ ଲୋକ ଭିଡ ଜମାଇବାକୁ ଲାଗିଥିଲେ ଓ ବିଲ ମଧ୍ୟକୁ ବୋହି ପଡିଥିବା ପେଟ୍ରୋଲ ସବୁ ଗିନା ସାହାଯ୍ୟରେ ଛାଣି ବଡ ବଡ ଡବା ମାନଙ୍କରେ ଭର୍ତ୍ତି କରି ବୋହି ନେଇଥିଲେ ।

ପେଟ୍ରୋଲ ଦର ଆକାଶ ଛୁଆଁ ଥିବାବେଳେ ବିଲରେ ଏହିପରି ପେଟ୍ରୋଲ ଭାସୁଥିବା ଦେଖି ହୁଏତ ଲୋଭ ସମ୍ଭାଳି ପାରି ନଥିବେ ଲୋକେ । ଆପଣ ଯଦି ସେହି ସ୍ଥାନରେ ଥାଆନ୍ତେ ତେବେ କଣ କରିଥାନ୍ତେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।