ବିଦେଶରେ ଚାକିରି ଛାଡି କ୍ରିକେଟର ସ୍ଵାମୀଙ୍କ ସହ ଭାରତରେ ଏନ.ଜି.ଓ ଚଲାଉଛନ୍ତି ଏହି ସୁନ୍ଦରୀ ମହିଳା

ସାଧାରଣତଃ କ୍ରିକେଟରମାନେ ନିଜ ଖେଳ ପାଇଁ ବହୁତ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ଜଣେ କ୍ରିକେଟ ଖେଳାଳିଙ୍କ ସୁନ୍ଦର ପତ୍ନୀଙ୍କ ବିଷୟରେ କହିବୁ ଯିଏ ବିଦେଶରେ ଚାକିରି ଛାଡି ଭାରତରେ ଏନ.ଜି.ଓ ଚଲାଉଛନ୍ତି । ବିଦେଶରେ ଇଞ୍ଜିନିୟରିଂ ଚାକିରୀ ଛାଡି ନିଜ ସ୍ଵାମୀଙ୍କ ସହ ଭାରତରେ ଏନ.ଜି.ଓ. ଚଲାଉଛନ୍ତି । ଏପରି ମଣିଷ ବହୁତ କମ ଥାଆନ୍ତି, ଯିଏ ଏକ କ୍ରିକେଟରର ପତ୍ନୀ ହୋଇ ମଧ୍ୟ ବିଦେଶରେ ଏତେ ବଡ ଚାକିରୀ ଛାଡି ଭାରତରେ ଏହି କାମ କରୁଛନ୍ତି ।

Image courtesy: Google

ଭାରତୀୟ କ୍ରିକେଟ ଟିମରେ ଥିବା ସୁରେଶ ରାଇନାଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜର ଖେଳ ପ୍ରଦର୍ଶନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି ସୁରେଶ, କିନ୍ତୁ ବର୍ତ୍ତମାନ ସେ ଖେଳକୁ ଫେରିବା ପାଇଁ ଲମ୍ବା ସମୟରୁ ଅପେକ୍ଷା କରିଛନ୍ତି । ସୁରେଶ ୨୦୧୫ରେ ପ୍ରିୟଙ୍କା ଚୌଧୁରୀଙ୍କ ସହ ବିବାହ କରିଥିଲେ ।

Image courtesy: Google

ସୁରେଶ ଓ ପ୍ରିୟଙ୍କାଙ୍କ ବିବାହ ସମୟରେ ପ୍ରିୟଙ୍କା ନେଦରଲ୍ୟାଣ୍ଡରେ ଏକ ସଫ୍ଟୱେୟାର ଇଞ୍ଜିନିୟର ରୂପେ କାମ କରୁଥିଲେ । ପ୍ରିୟଙ୍କା ବିଦେଶରେ ଥିବା ଚାକିରୀକୁ ଛାଡି ବର୍ତ୍ତମାନ ଭାରତରେ ଗ୍ରାସିଆ ରାଇନା ଫାଉଣ୍ଡେସନ ନାମକ ଏକ ଏନ.ଜି.ଓ ଚଲାଉଛନ୍ତି । ଆପଣଙ୍କୁ କହି ଦେଉଛୁ କି ସୁରେଶ ରାଇନାଙ୍କ ଝିଅର ନାମ ଗ୍ରାସିଆ ।

Image courtesy: Google

ବହୁତ ସମୟ ହେଲାଣି ସୁରେଶ ଭାରତୀୟ ଟିମକୁ ଫେରିନାହାଁନ୍ତି । ସୁରେଶ ବହୁତ ଚେଷ୍ଟା ଓ ଅପେକ୍ଷାରେ ଅଛନ୍ତି ଭାରତୀୟ ଟିମକୁ ଫେରିବା ପାଇଁ । ଏହା ଛଡା ସୁରେଶ ରାଇନାଙ୍କର ପତ୍ନୀ ତାଙ୍କର ପୁରା ସହାୟତା କରୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।