ନିଜ ଘରକୁ ବାସ୍ତୁଦୋଷରୁ ଦୂରେଇ ରଖିବା ପାଇଁ କରନ୍ତୁ ଏହି କାମ, ଦୋଷ ଦୂର ହେବା ସହିତ ଘରକୁ ଆସିବ ଖୁସି

ଜ୍ୟୋତିଷ ଶାସ୍ତ୍ରକୁ ମାନିବେ ତ ସବୁ ମଣିଷଙ୍କୁ ଘର ତିଆରି କରିବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ କି ତାଙ୍କ ଘର ବାସ୍ତୁଦୋଷରୁ ମୁକ୍ତ ଅଛି କି ନାହିଁ । ଯେଉଁ ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ଵାସ ରଖନ୍ତି ତାଙ୍କର ମାନିବା ଅଟେ କି ଘର ସବୁବେଳେ ବାସ୍ତୁ ନିୟମ ଅନୁସାରେ ହିଁ ହେବା ଉଚିତ । ଏହା ଦ୍ଵାରା ଘରେ ସକରାତ୍ମକ ଶକ୍ତି ଆସିଥାଏ ଓ ଘର ବାସ୍ତୁଦୋଷରୁ ମୁକ୍ତ ହୋଇଥାଏ ।

କିନ୍ତୁ ଆଜିକାଲି ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର ଘର ତିଆରି କରିବା ସମୟରେ ଏହି ସମସ୍ତ କଥାକୁ ଧ୍ୟାନ ଦିଅନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଘରୁ ବାସ୍ତୁଦୋଷ ଦୂର କରିବାର କିଛି ବିଶେଷ ନିୟମ ବିଷୟରେ କହିବାକୁ ଯାଉଛୁ । ଯାହାର ପାଳନ କରି ଆପଣ ନିଜ ଘରର ବାସ୍ତୁଦୋଷକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ କମ ସେ କମ ସପ୍ତାହକୁ ଥରେ ଗାଈ ମୁତ୍ରକୁ ଘରେ ସିଞ୍ଚନ କରନ୍ତୁ । ଏହିଭଳି କରିବା ଦ୍ଵାରା ଆସୁଥିବା ସବୁ ବାଧାଗୁଡିକ ନଷ୍ଟ ହୋଇଯାଏ ଓ ଘରେ ଖୁସିର ବାତାବରଣ ରହିଥାଏ । ଆପଣଙ୍କୁ କହିଦେଉଛୁ କି ଗୋମୂତ୍ର ଜାଗାରେ ଆପଣ ଗଙ୍ଗାପାଣି ବି ଘରର ଚାରିଆଡେ ଛିଞ୍ଚି ପାରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ ଘରେ ଫେଂଗସୁଈ ର ୱିଂଡଚ୍ୟାମ୍ପ ଲଗାଇବା ଦରକାର, ଯାହା ଦ୍ଵାରା ମ୍ୟୁଜିକଲ ଝଂକାର ଘରେ ବାଜୁଥିବ । କହିଦେଉଛୁ କି ୱିଂଡଚ୍ୟାମ୍ପକୁ ସବୁବେଳେ ଘରର କବାଟ କିମ୍ବା ଝରକାରେ ହିଁ ଲଗାନ୍ତୁ । ଏହା ଛଡା ଆପଣ ନିଜ ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ ଘରେ ମ୍ୟୁଜିକାଲ ବାଲା ଘଡି ବି ଲଗାଇ ପାରିବେ । କିନ୍ତୁ ଧ୍ୟାନ ରଖନ୍ତୁ କି ତାହାକୁ କେବଳ ଶୋଇବା ଘରେ ହିଁ ଲଗାଇବେ ।

Image courtesy: Google

ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଏହି କଥାର ଧ୍ୟାନ ରଖନ୍ତୁ କି କୌଣସି ବି ଝରକା କିମ୍ବା କବାଟରୁ ଯେପରି କୌଣସି ଆବାଜ ଆସୁ ନ ଥିବ । ଯଦି ଏହିଭଳି ହେଉଛି ତେବେ ତାହାକୁ ଜଲ୍ଦି ଠିକ କରାଇ ନିଅନ୍ତୁ । କାରଣ ଏହା ବାସ୍ତୁଦୋଷ ଉତ୍ପନ୍ନ କରିଥାଏ । ଏହା ଛଡା ଆପଣ ସବୁବେଳେ ନିଜ ଘରର ଏରୁଣ୍ଡି ବନ୍ଧକୁ ସବୁବେଳେ ସଫା ରଖନ୍ତୁ ଓ ଚେଷ୍ଟା କରନ୍ତୁ କି ଏହା ଉପରେ ନା ହିଁ ଆପଣ ଗୋଡ ରଖିବେ ଓ ନା କାହାକୁ ଗୋଡ ରଖିବାକୁ ଦେବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।