ଜାଣନ୍ତୁ କେବଳ ବିବାହିତା ସ୍ତ୍ରୀମାନେ ହିଁ କାହିଁକି ପିନ୍ଧନ୍ତି ଝୁଣ୍ଟିଆ, କାରଣ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ଏଥିରେ କୌଣସି ସନ୍ଦେହ ନାହିଁ କି ବିବାହ ପରେ ଗୋଟିଏ ଝିଅ ଜୀବନରେ ବହୁତ କିଛି ଚେଞ୍ଜେସ ଆସିଥାଏ । ଯେମିତି କି ଝିଅର ରହିବାର ଢଙ୍ଗ ଓ ତାହାର କହିବାର ଢଙ୍ଗ ଓ ପିନ୍ଧିବାର ଢଙ୍ଗ ବି ବଦଳିଯାଏ । କହିଦେଉଛୁ କି ବିବାହ ପରେ ଝିଅମାନେ ମଙ୍ଗଳସୂତ୍ର, ସିନ୍ଦୁର ଆଦି ଲଗାଇଥାନ୍ତି । ଏହା ସହିତ ଝିଅମାନେ ବିବାହ ପରେ ଗୋଡରେ ଗୋଡ ମୁଦି ବା ଝୁଣ୍ଟିଆ ପିନ୍ଧିଥାନ୍ତି । ପ୍ରାୟତଃ ଝିଅମାନଙ୍କୁ ଏହା ଜଣା ନାହିଁ କି ବିବାହ ପରେ ହିଁ ଝିଅମାନେ ଗୋଡ ମୁଦି କାହିଁକି ପିନ୍ଧନ୍ତି ।

ଆପଣଙ୍କୁ କହିଦେଉଛୁ କି ଏହା ଏକ କେବଳ ଗହଣା ନୁହେଁ, ଏହାକୁ ପିନ୍ଧିବା ଦ୍ଵାରା ବହୁତ ଲାଭ ବି ମିଳିଥାଏ । କହିଦେଉଛୁ କି ଏହାର ଚଳଣ ଆଜି ନୁହେଁ ପ୍ରାଚୀନ କାଳରୁ ହିଁ ଚାଲି ଆସୁଛି । ଆଜି ଆମେ ଆପଣଙ୍କୁ କହିବୁ କି ଜଣେ ମହିଳା କାହିଁକି ବିବାହ ପରେ ହିଁ ଗୋଡ ମୁଦି ପିନ୍ଧିଥାଏ । ଗୋଡ ମୁଦି ବିବାହିତା ମହିଳାର ଏକ ଚିହ୍ନ ହୋଇଥାଏ, କିନ୍ତୁ ବର୍ତ୍ତମାନ ସମୟରେ ବହୁତ ଝିଅମାନେ ଏହାକୁ ପିନ୍ଧି ନ ଥାନ୍ତି ।

ଯେଉଁଠି ସହରରେ ଗୋଡ ମୁଦି ପିନ୍ଧିବାର ପରମ୍ପରା ନାହିଁ, ସେଇଠି ଗ୍ରାମରେ ଆଜି ବି ଏହି ନିୟମ ଚାଲୁଛି । ଏହା ଛଡା ଶାସ୍ତ୍ରରେ ମଧ୍ୟ ଗୋଡ ମୁଦି ପିନ୍ଧିବାର ବହୁତ ଲାଭ ବିଷୟରେ କୁହାଯାଇଛି । ଏହା ଛଡା ବୈଜ୍ଞାନିକ ଦୃଷ୍ଟିରେ ବି ଗୋଡ ମୁଦି ପିନ୍ଧିବାର ଲାଭ ଦେଖିବାକୁ ମିଳିଥାଏ । ଆପଣଙ୍କୁ କହିଦେଉଛୁ କି ପାଦର ଦ୍ଵିତୀୟ ଆଙ୍ଗୁଠିରେ ଏକ ଖାସ ଶିରା ଥାଏ । ଯାହା ମହିଳାଙ୍କର ଗର୍ଭାଶୟ ସହ ଯୋଡି ହୋଇଥାଏ ।

ସେଥିପାଇଁ କୁହାଯାଏ କି ଯେଉଁ ମହିଳାମାନେ ମା’ ହେବା ପାଇଁ ଇଚ୍ଛା ରଖନ୍ତି, ତାଙ୍କୁ ଗୋଡ ମୁଦି ପିନ୍ଧିବା ଉଚିତ । କହିଦେଉଛୁ କି ଗୋଡ ମୁଦି ପିନ୍ଧିବା ଦ୍ଵାରା ଗର୍ଭାଶୟର କ୍ଷମତା ବଢିଥାଏ । ଏହା ଛଡା ଏଥିରେ ଗର୍ଭପାତ ହେବାର ଡର ବି ନ ଥାଏ । ଏହା ସହିତ ଆପଣଙ୍କୁ ଗର୍ଭାଶୟ ଜନିତ କୌଣସି ରୋଗ ହୋଇ ନ ଥାଏ । କହିଦେଉଛୁ କି ଗୋଡ ମୁଦି ପିନ୍ଧିବା ଦ୍ଵାରା ରକ୍ତଚାପ ର ସ୍ତର ନିୟନ୍ତ୍ରିତ ରହିଥାଏ ।

ରକ୍ତ ସଠିକ ରୂପରେ ସଂଚାଳନ ହେବା ଦ୍ଵାରା ମହିଳାମାନେ ଚିନ୍ତା ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ପଟେ ବୈଜ୍ଞାନିକଙ୍କ ଦୃଷ୍ଟିରେ ଦେଖିଲେ ଗୋଡ ମୁଦି ପିନ୍ଧିବା ଦ୍ଵାରା ଝିଅମାନେ ନିଜକୁ ସତେଜ ଅନୁଭବ କରନ୍ତି । ଏହା ଛଡା ଗୋଡ ମୁଦି ଚାନ୍ଦିରେ ତିଆରି ହୋଇଥାଏ ଓ ଚାନ୍ଦି ବହୁତ ଥଣ୍ଡା ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଶରୀରକୁ ବହୁତ ଥଣ୍ଡା ମିଳିଥାଏ । ଏହି ସବୁ କାରଣ ଅଟେ କି ବିବାହ ପରେ ମହିଳାମାନଙ୍କୁ ଗୋଡ ମୁଦି ପିନ୍ଧିବା ଉଚିତ ।