ବିବାହିତ ମହିଳା ପିନ୍ଧିଲେ ଏହି ତିନୋଟି ଜିନିଷ ଆସିଥାଏ ସଙ୍କଟ, ଭୁଲରେ ବି ପିନ୍ଧିବା କଥା ନୁହେଁ, ଜାଣନ୍ତୁ

ଆମର ଭାରତୀୟ ସମାଜରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ଵ ଅଛି । କାରଣ ପ୍ରାୟତଃ ସମସ୍ତେ ନିଜର କାମ ଆରମ୍ଭ କରିବା ପୂର୍ବରୁ ବାସ୍ତୁ ଶାସ୍ତ୍ର ସାହାର୍ଯ୍ୟରେ ନିଜର ଶୁଭ ଓ ଅଶୁଭ ସମୟ ବିଷୟରେ ଜାଣିଥାନ୍ତି । କିନ୍ତୁ ଆଧୁନିକ ଜମାନାରେ ଲୋକମାନେ ବାସ୍ତୁ ଦୋଷ କିମ୍ବା ବାସ୍ତୁ ଶାସ୍ତ୍ର ଉପରେ ବିଶ୍ଵାସ କରନ୍ତି ନାହିଁ । କିନ୍ତୁ ଆଜି ବି ବହୁତ ଲୋକ ଅଛନ୍ତି ଯେଉଁମାନେ ବସ୍ତୁ ଶାସ୍ତ୍ର ଉପରେ ବିଶ୍ଵାସ ରଖନ୍ତି ।

କହିବାକୁ ଗଲେ ଆଜିକାଲି ମହିଳାମାନେ ଭିନ୍ନ ଭିନ୍ନ ପ୍ରକାର ଆଭୁଷଣ ପିନ୍ଧିଥାନ୍ତି କିନ୍ତୁ କିଛି ଏମିତି ଜିନିଷ ଅଛି ଯାହାକୁ ଧାରଣ କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ନକାରାତ୍ମକତା ଆସିଥାଏ ଏବଂ ସେମାନେ ସବୁବେଳେ ସମସ୍ୟାରେ ରହିଥାନ୍ତି ।

ଅସଲରେ ଏହି ସବୁ ସମସ୍ୟା ବିବାହିତ ମହିଳାମାନେ କିଛି ଜିନିଷ ପିନ୍ଧିବା କାରଣ ଦ୍ଵାରା ହିଁ ହୋଇଥାଏ, ସେଥିପାଇଁ ଆଜି ଆମେ ଆପଣଙ୍କୁ ସେହି ଜିନିଷ ବିଷୟରେ କିଛି କହିବାକୁ ଯାଉଛୁ ।

ବିବାହିତ ମହିଳାଙ୍କୁ ପିନ୍ଧିବା ଉଚିତ ନୁହେଁ ଏହି ଜିନିଷ ଗୁଡିକୁ

ଧଳା ଶାଢୀ

ବିବାହିତ ମହିଳାଙ୍କୁ କେବେ ବି ଧଳା ଶାଢୀ ପିନ୍ଧିବା ଉଚିତ ନୁହେଁ କାରଣ ବିବାହିତ ମହିଳା ଧଳା ଶାଢୀ ପିନ୍ଧିବା ଅଶୁଭ ହୋଇଥାଏ । ଏହାକୁ ସେତେବେଳେ ପିନ୍ଧା ଯାଏ ଯେତେବେଳେ କୌଣସି ମହିଳାଙ୍କର ସ୍ଵାମୀ ମରି ଯାଆନ୍ତି । ସେତେବେଳେ ସେମାନେ ଧଳା ଶାଢୀ ପିନ୍ଧିଥାନ୍ତି । ଏହିଭଳି କରିବା ଦ୍ଵାରା ବିବାହିତ ମହିଳାମାନଙ୍କର ସ୍ଵାମୀଙ୍କ ଜୀବନ ପ୍ରତି ସଙ୍କଟ ଥାଏ । ଏହା ସହିତ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।

ସୁନାର ପାଉଁଜି ଏବଂ ଗୋଡ ମୁଦି

ଆଜିକାଲି ଫ୍ୟାସନରେ ମହିଳାମାନେ ସୁନାର ପାଉଁଜି ଓ ଗୋଡ ମୁଦି ପିନ୍ଧୁଛନ୍ତି । କହିବାକୁ ଗଲେ ଗୋଡରେ କୌଣସି ସୁନା ଜିନିଷ ପିନ୍ଧିବା ଉଚିତ ନୁହେଁ । କାରଣ ସୁନାକୁ କୁବେର ଦେବତାଙ୍କର ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ ସୁନାକୁ ଗୋଡରେ ପିନ୍ଧିବା ଦ୍ଵାରା କୁବେର ଦେବତା କ୍ରୋଧିତ ହୋଇଯାଆନ୍ତି । ଏହା ଦ୍ଵାରା ଆପଣଙ୍କ ଘରେ ଦରିଦ୍ରତା ଲାଗି ରହିଥାଏ ଏବଂ ଆପଣଙ୍କ ସ୍ଵାମୀଙ୍କର ଉନ୍ନତି ହୁଏ ନାହିଁ ।

ସେଥିପାଇଁ ସୁନାର ବସ୍ତୁରେ ତିଆରି କୌଣସି ଜିନିଷକୁ ଗୋଡରେ ପିନ୍ଧିବା ଉଚିତ ନୁହେଁ ।

କଳା ରଙ୍ଗର ଚୁଡି

କଳା ରଙ୍ଗକୁ ନକାରାତ୍ମକର ପ୍ରତୀକ ବୋଲି କୁହାଯାଏ । କୌଣସି ଶୁଭ କାମରେ କଳା ରଙ୍ଗର ବସ୍ତୁ ବ୍ୟବହାର କରିବା ଉଚିତ ନୁହେଁ । କହିବାକୁ ଗଲେ ଚୁଡିକୁ ବିବାହ ମହିଳାଙ୍କର ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ କେବେ ବି ହାତରେ କଳା ରଙ୍ଗର ଚୁଡି ପିନ୍ଧିବେ ନାହିଁ । କଳା ରଙ୍ଗ ଛଡା ଆପଣ ଅଲଗା ରଙ୍ଗର ଚୁଡି ପିନ୍ଧି ପାରିବେ । କଳା ରଙ୍ଗର ଚୁଡି ପିନ୍ଧିବା ଦ୍ଵାରା ସ୍ଵାମୀ ଓ ପିଲାମାନଙ୍କ ଉପରେ ସମସ୍ୟା ଆସିଥାଏ । ସେଥିପାଇଁ ଭୁଲରେ ବି କଳା ରଙ୍ଗର ଚୁଡି ପିନ୍ଧିବା ଉଚିତ ନୁହେଁ ।

ଆପଣମାନଙ୍କୁ ଆମର ବିବାହିତା ମହିଳାଙ୍କର ସୂଚନା କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ । ଶେୟାର ଏବଂ ଲାଇକ କରନ୍ତୁ ।