ବିବାହିତ ମହିଳା ଭୁଲ୍ ରେ ବି ଦିଅନ୍ତୁନି ଅନ୍ୟ କାହାକୁ ନିଜର ଏହି ଜିନିଷ , ନହେଲେ ଅସୁବିଧା ରେ ସମ୍ମୁଖୀନ ହେଇପାରନ୍ତି

ମାନ୍ୟତା ଓ ରୀତି ରିବାଜ୍ ଅନୁସାରେ ଆମେ ସମସ୍ତେ ଜାଣିଛୁ, ଦିନେ ନା ଦିନେ ସମସ୍ତଙ୍କ ଭଉଣୀ, ଝିଅ ଙ୍କ ବିବାହ ହେବା ନିଶ୍ଚିତ,ବିବାହ ପରେ ନିଜ ଘର ଛାଡ଼ି ଅନ୍ୟ ଘର କୁ ଯିବାକୁ ପଡ଼ିଥାଏ, ଯେଉଁଠି ନୂଆ ନୂଆ ଲୋକ ମିଳନ୍ତି । କିଛି ଭଲ ଓ କିଛି ଖରାପ ଲୋକ ବି ଥାନ୍ତି ହେଲେ ସମ୍ପର୍କ ନିଭାଇବାକୁ ହେଇଥାଏ । ଶାଶୁ ଶଶୁର ନଣନ୍ଦ, ଦିଅର ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ପଡ଼ିଥାଏ ।

ଏହା ସହିତ ଆଉ କିଛି ଜିନିଷ ଅଛି ଯାହାକୁ ବିବାହିତ ମହିଳା ମାନେ ଧ୍ୟାନ ରଖିବା ଦରକାର ନହେଲେ ପରେ ହଇରାଣ ହେବାକୁ ପଡିବ ।

ବିବାହିତ ମହିଳା ପାଖରେ ଏମିତି ଏକ ଜିନିଷ ଥାଏ, ତାକୁ ଭୁଲ୍ ରେ ବି ଅନ୍ୟ ମହିଳା ଙ୍କୁ ଦେବା ଉଚିତ୍ ନୁହେଁ । କୁହାଯାଏ ଯେ ଏମିତି କଲେ ପତିପତ୍ନୀ ନୂଆ ନୂଆ ସମ୍ପର୍କ ରେ ସମସ୍ୟା ଦେଖାଦିଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସେଇ ଜିନିଷ ବିଷୟରେ କହିବାକୁ ଯାଉଛୁ ଯେ କୌଣସି ବି ବିବାହିତ ମହିଳା ଏସବୁ ଦେବା ଅନୁଚିତ୍ । ଯେଉଁଥିରେ ସବୁଠି ପ୍ରଥମେ ମନା କରାଯାଇଛି ତାହା ସିନ୍ଦୂର ।

ଆମ ଦେଶରେ ସିନ୍ଦୂର କୁ ବିବାହିତ ମହିଳାର ମଥା ର ତାଜ୍ କୁହାଯାଏ ଓ ଏହା ପଛ ରେ ଏହି ମାନ୍ୟତା ଅଟେ ଯେ ମହିଳା ମାନେ ନିଜ ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ସିନ୍ଦୂର ଲଗାନ୍ତି ।

ସିନ୍ଦୂର ଲଗେଇବା, ଆପଣ ବିବାହିତ ଓ ସ୍ବାମୀ ଥିବାର ଏକ ମାତ୍ର ନିଶାନି ମନାଯାଏ । ଏଥିପାଇଁ କୌଣସି ବି ସ୍ତ୍ରୀ ଲୋକ୍ କୁ ନିଜ ସିନ୍ଦୂର ଅନ୍ୟ କାହାକୁ ବି ଦେବା ଉଚିତ୍ ହୋଇନଥାଏ ।

ଦେଖାଯାଏ ତ ସିନ୍ଦୂର କୁ ଛାଡ଼ି ଅନ୍ୟ ଏକ ବସ୍ତୁ ଯାହା ବିଷୟରେ କୁହାଯାଏ କି ତାକୁ କହିଲେ ପତିପତ୍ନି ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ ତ ତାହା ହେଉଛି ବିନ୍ଦି । ଆପଣ ନିଜେ ବି ଏ କଥା ଜାଣିଥିବେ କି ଚାର ଚାନ୍ଦ୍ ବିନ୍ଦୀ ମଥାରେ ଲଗେଇଲେ କୌଣସି ବି ବିବାହିତ ସ୍ତ୍ରୀ ସୁନ୍ଦରତା ବଢିଯାଏ । ଏଥିପାଇଁ କୁହାଯାଇଛି କି, ଯେଉଁ ବସ୍ତୁ କୌଣସି ମହିଳା ଙ୍କ ସୁନ୍ଦରତା ବଢ଼ାଉଛି ତାକୁ କେବେ ଅନ୍ୟ ମହିଳା ଙ୍କ ବାଣ୍ଟିବା ଠିକ୍ ନୁହେଁ ।

ଏହା ବ୍ୟତୀତ ଜୀବନ ରେ କେବେ ବି କୌଣସି ମହିଳା ଙ୍କ ସହ ନିଜ ଚୁଡି, ପାଉଁଜି ଦେବା ଅନୁଚିତ୍ । କୁହାଯାଏ ଯେ ଏସବୁ କୌଣସି ବି ବିବାହିତ ମହିଳା ଙ୍କ ପାଇଁ ବହୁତ୍ ମୂଲ୍ୟବାନ ହୋଇଥାଏ ଯାହାକୁ କେବେ କାହାକୁ ବି ଦେବା ଉଚିତ୍ ନୁହେଁ ।