ବିବାହ ପରେ କାହିଁକି ବଢିଯାଏ ମହିଳାଙ୍କ ଏହି ଅଙ୍ଗର ସାଇଜ, 99% ଲୋକ ଜାଣନ୍ତି ନାହିଁ…

ଆପଣ ତ ଅନେକ ଏପରି ମହିଳା ଙ୍କୁ ଦେଖିଥିବେ ଯେଉଁମାନେ ଵିଵାହ ପରେ ସାଧାରଣତଃ ଟିକେ ମୋଟି ହୋଇ ଯାଆନ୍ତି । ପୂର୍ବରୁ ସେମାନେ ଯେତେ ମଧ୍ୟ ପତଳା ଥାଅନ୍ତୁ ନା କାହିଁକି କିନ୍ତୁ ବିବାହ ର 6 ମାସ ମଧ୍ୟରେ ସେମାନେ ଅପେକ୍ଷାକୃତ ସୁନ୍ଦର, ଗୋରୀ ଏବଂ ପିଲା ଜନ୍ମ ପରେ ମୋଟି ମଧ୍ୟ ହୋଇ ଯାଆନ୍ତି । ଏହାର ଏକ ସ୍ୱତନ୍ତ୍ର କାରଣ ମଧ୍ୟ ରହିଛି । ଏକ ଅଧ୍ୟୟନ ଅନୁସାରେ ବିବାହର ୫ ବର୍ଷ ମଧ୍ୟରେ ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫-୧୦ କିଲୋ ବଢିଯାଏ । ଏହାସହ ଜଣାପଡିଛି ଏଥିରେ ମହିଳାଙ୍କ ଓଜନ ବହୁତ ଶୀଘ୍ର ବଢିଥାଏ ।

ଏହି ଅଧ୍ୟୟନ ଅନୁସାରେ ମହିଳାଙ୍କ ଓଜନ ବଢିବାର ଏକ ବଡ କାରଣ ହେଲୋ ଜୀବନସାଥୀ ସହ ସମ୍ପର୍କ ଯୋଗୁଁ ହର୍ମୋନରେ ପରିବର୍ତ୍ତନ ଆସିଥାଏ । କିନ୍ତୁ ଏହା ମୁଖ୍ୟ କାରଣ ନୁହଁ । ଖାସକରି ଭାରତୀୟ ମହିଳାଙ୍କ ଓଜନ ବଢିବା ପଛର ଅନ୍ୟ କରଣ ମଧ୍ୟ ରହିଛି । ଜାଣନ୍ତୁ ଏହାର କିଛି ପ୍ରମୁଖ କାରଣ । ବାହାଘର ପରେ ଝିଅ ମାନଙ୍କ ଦୈନନ୍ଦିନ ଜୀବନ ଧାରଣ କରିବା ବଦଳି ଯାଏ ।

ଟାଇମ ଟେବୁଲ ସବୁ ପରିବର୍ତ୍ତନ ହୋଇଯାଏ । ବିବାହ ପରେ ମହିଳାଙ୍କ ଶୋଇବା ସମୟ ବଦଳିଯାଏ । ଅନେକ ଥର ନିଦ ପୁରା ହୋଇପାରେନି । ଦନକୁ କମରେ ୭ ଘଣ୍ଟା ଶୋଇବା ଦରକାର ଏପରି ନହେବା ଦ୍ୱାରା ମହିଳାଙ୍କ ଓଜନ ବଢିଯାଏ ।

ବିବାହ ପରେ ନାରୀ ମାନେ ଅଧିକ ଶାରୀରିକ ସମ୍ବନ୍ଧ ବନାଇ ଥାନ୍ତି ଏହା ଦ୍ୱାରା ହରମୋନ ର ଅଧିକାଂଶ ଅଦଳ ବଦଳ ହୋଇଥାଏ । ଆପଣ ଦେଖିଥିବେ ମହିଳା ମାନଙ୍କ ବିବାହ ପରେ ନିତମ୍ବ ଏବଂ ସ୍ଥନ ର ଆକୃତିରେ ପରିବର୍ତ୍ତନ ଆସିଥାଏ । ବିବାହ ପରେ ପରିବର୍ତ୍ତିତ ଜୀବନଶୈଳୀ ମହିଳାଙ୍କ ଶରୀରରେ ଅନେକ ପ୍ରକାର ହର୍ମୋନାଲ ପରିବର୍ତ୍ତନ ଆଣିଥାଏ ।

ମହିଳାମାନେ ମୋଟା ହେବାର ଏହା ଏକ ମୁଖ୍ୟ କାରଣ । ଝିଅ ମାନଙ୍କ ବିବାହ ପୂର୍ବରୁ ଚାଲିଚଳନ ଅଲଗା ଥାଏ । ବିବାହ ପରେ ଏହା ସାମାନ୍ୟ ପରିବର୍ତ୍ତନ ଆସିଥାଏ । ବିବାହ ପୂର୍ବରୁ ଭଲ ଦେଖାଯିବା ପାଇଁ ସମ୍ପର୍କୀୟ ଲୋକମାନେ ରୋକଟୋକ କରନ୍ତି । ବିବାହ ପରେ ଏନେଇ ଅଧିକ ଧ୍ୟାନ ଦିଆଯାଏ ନାହିଁ ।

ଯାହା କାରଣରୁ ମହିଳାମାନେ ମୋଟା ହୋଇଯାଆନ୍ତି । ବିବାହ ପରେ ନୂଆ ପରିବାର ସହ ସବୁବେଳ ବସି କି କଥା ହେବାର ଦେଖାଯାଏ । ଏହାସହ ବିବାହ ପରେ କାମ ଶେଷକରି ଟିଭି ଦେଖିବା ସାଧାରଣ ହୋଇଯାଏ । ଏଥିପାଇଁ ଶାରିରୀକ ରୂପେ କ୍ରିୟାଶୀଳ ହୋଇପାରନ୍ତି ନାହଁ ଓ ମହିଳାମାନେ ମୋଟା ହୋଇଯାଆନ୍ତି ।

ବିବାହ ପରେ ମହିଳା ମାନେ ଅଧିକ ସମୟ କାମ କରନ୍ତି ଏବଂ ଖାଇ ସାରି ଶୋଇଥାନ୍ତି । ତେଣୁ ତାଙ୍କର ପାକତନ୍ତ୍ର ରେ ପରିବର୍ତ୍ତନ ଆସିଥାଏ । ଖାଦ୍ୟପେୟ ରେ ମଧ୍ୟ ବିଭିନ୍ନତା ଆସିଥାଏ । ବିବାହ ପରେ ବୟସ ବଢିବା ସହ ମହିଳାଙ୍କ ପାଚନ କ୍ରିୟା କମ ହୋଇଯାଏ । ଏଥିରେ ମେଦ ହଟାଇବାର ପ୍ରଣାଳୀ ଧୀର ହୋଇଯାଏ । ଏହା ଦ୍ୱାରା ମହିଳାମାନେ ମୋଟା ହୋଇଯାଆନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।