ଭୁତ ନିଶାରେ ପୁଅ ବାପା ମା’ ଭଉଣୀଙ୍କ ସମେତ ସମ୍ପର୍କୀୟଙ୍କ ନେଲା ଜୀବନ…ଘର ଭିତରୁ ମିଳିଲେ ପରିବାର ।

ଭୁତ ଦେଖିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ଭୁତ ର ରୂପ କେମିତି ଜାଣିବା ପାଇଁ ଡାକ୍ତରୀ ଛାତ୍ର ସାଜିଲେ କିଲର । ନିଜ ପରିବାରର 4 ଜଣଙ୍କୁ ମାରିଲେ ଡାକ୍ତରୀ ଛାତ୍ର । ବନ୍ଦ କୋଠରି ଭିତରେ ଶବ ସହ 3 ଦିନ କତିଳେ । ହଁ ଦର୍ଶକ ବନ୍ଧୁ ସତରେ କଣ ଭୁତ ଅଛି ? କେଉଁଠି ଓ କେମିତି ଅଛି ଭୁତ । ସତରେ କଣ ଭୁତ ତାର ହତ୍ୟାକାର ର ପ୍ରତିଶୋଧ ନିଏ ? ଏମିତି ନାନା ପ୍ରଶ୍ନ ଡାକ୍ତରୀ ଛାତ୍ର ଙ୍କ ମନରେ ଘୁରି ବୁଲୁଥିଲା ।

ଆଉ ସେ ସବୁକୁ ଭାବି ଭି ସେ ବିଚଳିତ ହୋଇ ପଡିଥିଲେ । ଭୁତ ଦେଖିବାକୁ ଇଚ୍ଛା ତାଙ୍କୁ ରାତି ରେ ଶୁଆଇ ଦେଉ ନ ଥିଲା । ଭୁତ କୁ ଦେଖିବା ଓ କଥା ହେବାକୁ ଓ ଭୁତ କୁ ସ୍ପର୍ଶ କରିବାକୁ ଡାକ୍ତରୀ ଛାତ୍ରୀ କିଛି ଏମିତି ସ୍ଟେପ ନେଲେ । ଯାହା ବିଷୟରେ କେହି ବି ସ୍ତବ୍ଧ ହୋଇ ପଡିବେ ଆଉ ଭବିବେ ଏମିତି ବି ମାନସିକ ରୋଗୀ ଲୋକ ଏ ଦୁନିଆରେ ଅଛନ୍ତି ।

ଭୁତ କୁ ଦେଖିବା ପାଇଁ ଡାକ୍ତରୀ ଛାତ୍ର ଜଣକ ନିଜର ବାପା, ମା, ଭଉଣୀ ଙ୍କ ସହ ଜଣେ ସମ୍ପର୍କୀୟ ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ମା ଘରେ ସୋଇଥିବା ବେଳେ ପୁଅ ହୁରି ରେ ଆକ୍ରମଣ କରିଥିଲା । ଆଉ ଚିତ୍କାର ଶୁଣିବା ପରେ ସମ୍ପର୍କୀୟ ପୁଅ କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ସେଠାରେ ମାରି ପକାଇ ଦେଇଥିଲା ।

ଭାବିଥିଲା ଦୁଇ ଜଣଙ୍କର ଭୁତ ଆସିବ ମୁଁ ଦେଖିବୀ । ହେଲେ ଏହାରି ଭିତରେ 3 ଘଣ୍ଟା ବିତିଗଲା । କିନ୍ତୁ ଭୁତ ଆସିଲା ନାହିଁ । ଏହାକୁ ଦେଖି ଡାକ୍ତରୀ ଛାତ୍ର ଜଣକ ରାଗି ଯାଇଥିଲେ । ଏହି ଘଟଣାକୁ ଦେଖି ଯେବେ ବାପା ଭଉଣୀ କିଛି କହିବାକୁ ଚେଷ୍ଟା କରିଥିଲେ ସେତେବେଳେ ଡାକ୍ତର ଛାତ୍ରଙ୍କର ମୁଣ୍ଡରେ ଭୁତ ଦେଖିବାର ନିଶା ଚଢି ଯାଇଥିଲା ।

ଆଉ କେହି କିଛି କହିବା ଆଗରୁ ସେ ବାପା ଓ ଭଉଣୀ କୁ ମାରି ଦେଇଥିଲା । ଆଉ ତା ପରେ ଭୁତ ଦେଖିବାର ଉତ୍କଣ୍ଠା ଛାତ୍ରଙ୍କ ମନରେ ବଢି ଯାଇଥିଲା । ଆଉ ସେଥିପାଇଁ 3 ଦିନ ନ ଖାଇ ନ ପିଇ ରାତି ଦିନ ଜଗି ବସିଥିଲେ । ଭୁତ ତ ବାହାରିଲା ନାହିଁ ଶବ ଗୁଡିକରୁ ପଚା ଗନ୍ଧ ବାହାରିଥିଲା ।

ଏସବୁ ଦେଖିବା ପରେ ଛାତ୍ର କିଛି ଉପାୟ ନ ପାଇ ସମସ୍ତଙ୍କୁ ଟିକିଟିକି କରି କାଟି ଘରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲେ । ଏଭଳି କ ଛାତିଥରା ଘଟଣା ଦେଖିବାକୁ ମିଳିଛି କେରଳ ର ରାଜଧାନୀ ସିରୁଅନନ୍ତପୁରମ ରେ । କେରଳ ର ମୁଖ୍ୟମନ୍ତ୍ରୀ ବାସ ଭାବନ ନିକଟରେ ଥିବା ଉଚ୍ଚ ସୁରକ୍ଷା ନୟାଥାଡ ଅଞ୍ଚଳରେ ଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କ ନାଁ କ୍ୟାଡେଲ ଜିନସନ ରାଜା ଯାହାଙ୍କର ବୟସ 30 ବର୍ଷ । ଏବେ ସେ ପୋଲିସ ହେପାଜତରେ ଅଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।