ହୋଟେଲରେ ଶାଆରୀରିଇକ ସବମ୍ବଅନ୍ଧ ରଖିବା ବେଳେ ପ୍ରେମିକାର ଜୀବନ ଚାଲିଯିବାକୁ ନେଇ ଏବେ ବି ଚର୍ଚ୍ଚା ଥମୁନାହିଁ । କଲେଜ ଯିବେ କହି ପ୍ରେମିକଙ୍କ ସହ ହୋଟେଲ ଚାଲି ଯାଇଥିଲେ ପ୍ରେମିକା । ଆଉ ସେଠାରେ ଶାଆରୀରିଇକ ସବମ୍ବଅନ୍ଧ ରଖିବା ବେଳେ ହଠାତ ଅଚେତ ହୋଇ ପଡିଥିଲେ ନାବାଳିକା ପ୍ରେମିକା । ତାଙ୍କୁ ହସ୍ପିଟାଲ ନିଆଯିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଯାହା ପରେ ପ୍ରେମିକଙ୍କୁ ପ୍ରେମିକାଙ୍କ ଗୋଡ ତଳେ ବସି ରହି ଛାତି ପିଟି କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।

ଏନେଇ ପ୍ରେମିକ ସବୁ ସତ କଥା ମାନି ଯାଇଥିଲା । ପ୍ରେମିକର କହିବା ମୁତାବକ ପ୍ରେମିକାଙ୍କ ଗାଁ ଭେଲୁଆପଦରୁ ସେମାନେ ମିଶିକି ଆସିଥିଲେ । ପ୍ରେମିକା ତାଙ୍କ ବାପାଙ୍କୁ କଲ୍ କରିବା ପରେ ସେମାନେ ହୋଟେଲ ଯାଇଥିଲେ । ତାଙ୍କ ବିବେକ ଭୁଲି ଯାଇଥିଲା କି ପ୍ରେମିକାଙ୍କ ବୟସ ମାତ୍ର ୧୭ ବର୍ଷ ହୋଇଛି । ମନ ମିଳନରୁ ବୟସ ସୀମା କଥା ଭୁଲି ଯାଇଥିଲେ ପ୍ରେମିକ । ଯାହାଫଳରେ ଏଭଳି ଅଘଟଣ ଘଟିଥିଲା ଆଉ ସବୁ ଦିନ ପାଇଁ ଆଖି ବୁଜିଦେଲେ ପ୍ରେମିକା ।
ଏସବୁ କଥା ପ୍ରେମିକ ଯୁବକ ଜଣକ ନିଜେ ମାଣିଛନ୍ତି । ଏହି ଯୁବକ କେତେ ଦୋଷୀ ତାହା ଆଇନ ବିଚାର କରିବ, କାରଣ ଯୁବତୀ ନାବାଳିକା ଥିଲେ । ତାଙ୍କ ସହ ଯୁବକ ପ୍ରେମ ସମ୍ପର୍କ ରଖିବା ସହ ଶାଆରୀରିଇକ ସବମ୍ବଅନ୍ଧ ମଧ୍ୟ ରଖିଥିଲେ । ବରଗଡର ଯୁବତୀ ପହଞ୍ଚିବା ପରେ ବାପାଙ୍କୁ ଫୋନ କରି ଜଣାଇଥିଲେ । କିନ୍ତୁ ସେଠାରୁ ହୋଟେଲ ବିଜୟାକୁ ଚାଲି ଯାଇଥିଲେ । ଯୁବକଙ୍କ ବୟସ ୨୩ ହୋଇଥିବା ବେଳେ ଯୁବତୀଙ୍କ ବୟସ ୧୭ ହୋଇଥିଲା । କିନ୍ତୁ ସେମାନେ କେମିତି କମ କରି ହୋଟେଲରେ ପ୍ରବେଶ କରି ନେଇଥିଲେ ।
ହୋଟେଲ ବି କେମିତି କେଜାଣି ସେମାନଙ୍କୁ ଏଣ୍ଟ୍ରି ଦେଇଥିଲା । ଯାହାକି ଏକଦମ ବେଆଇନ ଅଟେ । ସେମାନଙ୍କ ମଧ୍ୟରେ ଦୀର୍ଘ ୬ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ବୋଲି ଯୁବକ କୁହନ୍ତି । କିନ୍ତୁ ଏଥର ହୋଟେଲରେ ଶାଆରୀରିଇକ ସବମ୍ବଅନ୍ଧ ରଖିବା ବେଳେ ଯୁବତୀ ଅଚେତ ହୋଇଗଲେ । ଏମିତି ତାଙ୍କ ପ୍ରେମିକଙ୍କ ଜୀବନ ଚାଲିଯିବ ବୋଲି ସେ କେବେବି ଭାବି ନଥିଲେ । ଯୁବକ ପ୍ରେମିକାଙ୍କୁ ବଞ୍ଚେଇବା ପାଇଁ ଆପ୍ରାଣ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ।

ସବୁ କିଛି ଶେଷ ହୋଇଗଲା ଆଉ ଯୁବକ ଏବେ ପୋଲିସ ହେପାଜତରେ ରହିଛନ୍ତି । ତାଙ୍କର କିନ୍ତୁ ଭୁଲ ଅଛି ବୋଲି ସେ ନିଜେ ସ୍ଵୀକାର କରିଛନ୍ତି । କେବଳ ମନର ମିଳନ ହୋଇଗଲେ ହେବନାହିଁ ବରଂ ସବୁ କିଛି ବିଚାର କରି ପଦକ୍ଷେପ ନେବା ଉଚିତ ଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।