ଭୁବନେଶ୍ବରରେ ଦୁର୍ବୁତ୍ତଙ୍କ ଗୁଣ୍ଡାରାଜ, Video ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ, ଦେଖନ୍ତୁ video

ଭୁବନେଶ୍ବରରେ ଏକ ଆପାର୍ଟମେଣ୍ଟରେ ଗୁ-ଣ୍ଡା-ରା-ଜ-ର ଭି-ଡି-ଓ ସାମନାକୁ ଆସିଛି । ସହିଦନଗର ସ୍ଥିତ ବଙ୍କୁଆଳସ୍ଥିତ ଏକ ଆପାର୍ଟମେଣ୍ଟରେ ଦୁଇ ଜଣ ଦୁ-ର୍ବୁ-ତ୍ତ-ଙ୍କ ଆ-ତ-ଙ୍କ-ରା-ଜ ଦେଖିବାକୁ ମିଳିଛି । ଯୁବକ ଦୁଇଜଣ ଆପାର୍ଟମେଣ୍ଟରେ ପଶି ଭ-ଙ୍ଗା-ରୁ-ଜା କରିବା ସହ ଲୋକଙ୍କୁ ହ-ଇ-ରା-ଣ କରିଥିଲେ ଓ ଗା-ଳି-ଗୁ-ଲ-ଜ ମଧ୍ୟ କରିଥିଲେ । ତେବେ ଅଧିକାଂଶ ଦିନ ଏହିପରି ହେଉଥିବା ସ୍ଥାନୀୟ ଲୋକେ ଅ-ଭି-ଯୋ-ଗ କରିଛନ୍ତି । ଏପରିକି ଲୋକମାନଙ୍କୁ ମା-ରି-ବା ମଧ୍ୟ ମଧ୍ୟ ଦୁ-ର୍ବୁ-ତ୍ତ ମାନେ ଧ-ମ-କ ଦେଉଥିବା ସୂଚନା ମିଳିଛି ।

ଏନେଇ ଗତକାଲି ଆପାର୍ଟମେଣ୍ଟ ବାସିନ୍ଦା ମାନେ ଥା-ନା-ରେ ଅ-ଭି-ଯୋ-ଗ କରି ତୁରନ୍ତ କା-ର୍ଯ୍ୟା-ନୁ-ଷ୍ଠା-ନ ପାଇଁ ଦାବି କରିଛନ୍ତି । ଏହି ଭି-ଡି-ଓ-ରେ ସ୍ପଷ୍ଟ ଦେଖବାକୁ ମିଳୁଛି ଦୁଇଜଣ ଯୁବକ ନି-ଶା-ଶ-କ୍ତ ଅବସ୍ଥାରେ ଆପାର୍ଟମେଣ୍ଟ ଭିତରେ ବସି ଭ-ୟ-ର ବାତାବରଣ ସୃଷ୍ଟି କରୁଛନ୍ତି । ଯୁବକ ଦୁଇଜଣ ଆପାର୍ଟମେଣ୍ଟରେ ଥିବା ସିକ୍ଯୁରିଟିଙ୍କୁ ମା-ଡ ଗା-ଳି କରିବା ସହ ସେଠାରେ ଥିବା କିଛି ଜିନିଷ ପାତ୍ର ବାହାରେ ଫୋ-ପା-ଡି-ବା ସହ ଭ-ଙ୍ଗା-ରୁ-ଜା କରୁଛନ୍ତି ।

ସେଠାରେ କାଚ ବୋତଲ ଭା-ଙ୍ଗି-ବା ସହ ସେଠାରେ ଥିବା ସାଇକେଲ ସବୁକୁ ଫୋ-ପ-ଡା ଭ-ଙ୍ଗା କରୁଛନ୍ତି ଓ ସେଠାକାର ଲୋକଙ୍କୁ ଖୋଲାଖୋଲି ଧ-ମ-କ ଦେଉଛନ୍ତି । ଗତ କିଛି ଦିନ ତଳେ ଏହିପରି ଆଉ ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହୋଇଥିଲା । ରାତି ଅଧରେ କିଛି କମ୍ ବୟସର ପିଲାମାନେ ହାତରେ ଖ-ଣ୍ଡା ବ-ନ୍ଧୁ-କ ଧରି ରାସ୍ତାରେ ତା-ମ-ସା କରୁଥିଲେ । ଆଜିକାଲି ରାଜଧାନୀରେ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ବି ଭାଇ ହେବାର ନି-ଶା ଧରିଲାଣି ।

ସେହି ଭି-ଡି-ଓ-ଟି ଭା-ଇ-ରା-ଲ ହେବା ପରେ ପୋ-ଲି-ସ କିଛି ଲୋକଙ୍କୁ ଗି-ର-ଫ ମଧ୍ୟ କରିଥିଲା । ତେବେ ବଙ୍କୁଆଳର ଏହି ଆପାର୍ଟମେଣ୍ଟରେ ସେହିପରି ଆଉ ଏକ ଘ-ଟ-ଣା ସାମନାକୁ ଆସିଛି । ତେବେ ଏହା କେବଳ ଗତକାଲିର କଥା ନୁହେଁ ବରଂ ଅନେକ ଦିନ ଧରି ଏପରି ଚାଲି ଆସୁଛି ବୋଲି କହିଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା । ଗତକାଲି ପ୍ରାୟ ଅଧଘଣ୍ଟା ଧରି ଏହି ଯୁବକମାନେ ଏଭଳି ହ-ଇ-ରା-ଣ କରିଥିଲେ । କିନ୍ତୁ ଆପାର୍ଟମେଣ୍ଟରେ ଲୋକମାନେ ଭ-ୟ-ଭୀ-ତ ହୋଇ ସେମାନଙ୍କୁ କିଛି କହୁ ନାହାନ୍ତି ।

ଶେଷରେ ଏହି ଦୃଶ୍ୟକୁ ମୋବାଇଲରେ ଉତ୍ତୋଳନ କରି ସେମାନେ ସହିଦନଗର ଥା-ନା-ରେ ଏହି ସମ୍ବନ୍ଧରେ ଏ-ତ-ଲା ଦେଇଛନ୍ତି । ଗତକାଲି ଖବର ପାଇବା ପରେ ଏକ ପୋ-ଲି-ସ ଟିମ୍ ସେଠାକୁ ଆସିଥିଲେ । କିନ୍ତୁ ଏହାପୂର୍ବରୁ ସେମାନେ ସେଠାରୁ ପଳାଇଥିଲେ । ରାଜଧାନୀରେ ଏହିପରି କାର୍ଯ୍ୟ ଚିନ୍ତା ବଢାଉଛି ଓ ପୋ-ଲି-ସ ଦୃଢ କା-ର୍ଯ୍ୟା-ନୁ-ଷ୍ଠା-ନ ନେବାର ଆବଶ୍ୟକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।