ଫିଲ୍ମ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବର, ‘ଏବେ ଯିବାର ସମୟ ଆସିଗଲା’ ଲେଖିବାର କିଛି ସମୟ ପରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତ୍ରୀ

୨୦୧୯ ମସିହାରେ ମିସ୍ କେରଲ ଟାଇଟଲ ହାସଲ କରିଥିଲେ ମଡେଲ ଆଂଶି କବୀର । ଆଉ ଏବେ ମାତ୍ର ୨୫ ବର୍ଷ ବୟସରେ ହଠାତ ଦୁନିଆରୁ ବିଦାୟ ନେଇ ଯାଇଛନ୍ତି । ଚାରି ଜଣ ସାଙ୍ଗଙ୍କ ସହ କାର୍ ରେ ଯିବାବେଳେ ଏକ ଭ-ୟ-ଙ୍କ-ର ଦୁ-ର୍ଘ-ଟ-ଣା-ରେ ଆଖି ବୁଜି ଦେଇଛନ୍ତି ଆଂଶି କବୀର । ଏହାପରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ମ-ର୍ମା-ହ-ତ ହୋଇ ପଡିଛନ୍ତି । ମୃ-ତ୍ୟୁ-ର କିଛି ଦିନ ପୂର୍ବରୁ ଆଂଶି ଜଙ୍ଗଲରେ ବୁଲୁଥିବାର ଏକ ୪୦ ସେକେଣ୍ଡର ଭି-ଡି-ଓ ଇ-ନ-ଷ୍ଟା-ଗ୍ରା-ମ-ରେ ଅପଲୋଡ କରିଥିଲେ ।

ଭି-ଡି-ଓ-ରେ ସେ ଖୁବ ଖୁସି ନଜର ଆସୁଥିଲେ ଓ ଖୋଲା ଆକାଶକୁ ଦେଖି ନିଜ ଚୁଟିକୁ ଆଙ୍ଗୁଠିରେ ଗୁଡାଇ ସତେ ଯେମିତି ଉଡିବାର ସ୍ଵପ୍ନ ଦେଖୁଥିଲେ । ଆଉ ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଥିଲେ, “it’s time to go…” ଅର୍ଥାତ ଏବେ ଯିବାର ସମୟ ଆସିଗଲା । ଏହାପରେ ଆସିଥିଲା ଏହି ଦୁଃଖଦ ଖବର । ଏହି ପୋଷ୍ଟଟି ଇ-ନ-ଷ୍ଟା-ଗ୍ରା-ମ-ରେ ତାଙ୍କର ଶେଷ ପୋ-ଷ୍ଟ ଥିଲା । ତେବେ କିଛି କଥା ବା ଘ-ଟ-ଣା କେମିତି ସତ ହୋଇଯାଏ ତାହା ଭାବିଲେ ହୃଦୟ ଥ-ରି-ଉଠେ ।

ଏହା କେବଳ ଏକ ସଂଯୋଗ ନା ଆଉ କିଛି ? ଏହି ବିଷୟରେ ତ କେହି କିଛି ମଧ୍ୟ ଅନୁମାନ କରିପାରିବେ ନାହିଁ ହେଲେ ସତ କଥା ହେଉଛି ଏହି ୨୫ ବର୍ଷୀୟ ମଡେଲ ଆଂଶି କବୀର ଆଉ ଫେରିବେନି । ଷ୍ଟେଜ ଉପରେ ନିଜ ଜାଦୁ ଦେଖାଉଥିବା ମଡେଲଙ୍କ ସହ ଯେ ଏମିତି ଘ-ଟି-ଯି-ବ ଏହା କେହି କେବେ ଚିନ୍ତା ମଧ୍ୟ କରି ନଥିବେ । ଅକ୍ଟୋବର ୩୦ ତାରିଖ କୋଚିରେ ରାତି ୨ଟା ପାଖାପାଖି ତାଙ୍କ କାର୍ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଥିଲା ।

ତାଙ୍କ ସହ ବାନ୍ଧିବୀ ଅଞ୍ଜନା ଶାଜାନ ଓ ଆହୁରି ଦୁଇ ଜଣ ମଧ୍ୟ ତାଙ୍କ ସହ କାର୍ ରେ ଥିଲେ । ଆଂଶି ମିସ୍ କେରଳ ହୋଇଥିବା ବେଳେ ଅଞ୍ଜନା ରନର୍ସ ଅଫ ହୋଇଥିଲେ । ତାଙ୍କ କାର୍ ସାମନାକୁ ଜଣେ ବାଇକ ଚାଳକ ହଠାତ ଆସି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ କାର୍ ଟି ଡିଭାଇଡ଼ରରେ ପି-ଟି ହୋଇ ଯାଇଥିଲା । ଅଞ୍ଜନା ଓ ଆଂଶି କଲେଜ ସମୟରୁ ଭଲ ବନ୍ଧୁ ଥିଲେ ଓ ଏକାଠି ଦୁନିଆ ମଧ୍ୟ ଛାଡିଲେ ।

ପୋ-ଲି-ସ ଘ-ଟ-ଣା-ର ତ-ଦ-ନ୍ତ କରିବା ପରେ ଏହା ଏକ ଦୁ-ର୍ଘ-ଟ-ଣା ଜନିତ ମୃ-ତ୍ୟୁ ବୋଲି ସ୍ପଷ୍ଟ କରିଛି । ସୋ-ସି-ଆ-ଲ ମି-ଡି-ଆ-ରେ ଆଂଶି ଯାହା ଲେଖିଥିଲେ ଏହା ଏକ ସଂଯୋଗ ମାତ୍ର । ତେବେ ଜୀବନରେ କେବେ କେବେ ଏମିତି କିଛି ସଂଯୋଗ ମଧ୍ୟ ଘ-ଟି-ଥା-ଏ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।